କେବଳ ଗୋଟେ ଦିନରେ ଆପଣଙ୍କ ଚେହେରାକୁ କରିବ କ୍ଷୀର ଭଳି ଗୋରା ଏହି ଉପାୟ

ଆଜିକା ସମୟରେ ସୁନ୍ଦର ହବା ବହୁତ ଆବଶ୍ୟକ କାହିଙ୍କିନା ଏହା ନହେଲେ ଲୋକଙ୍କ ଆତ୍ମ ବିଶ୍ଵାସ ବହୁତ କମ ହୋଇଥାଏ ଯାହା ଦ୍ଵାରା ତାଙ୍କୁ ବହୁତ ସମୟରେ ହାନି ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଚେହେରା ସୁନ୍ଦର କରିବା ବହୁତ ସହଜ ହୋଇଥାଏ ଯେବେ ଆପଣଙ୍କୁ ନିଜ ଚେହେରା ସୁନ୍ଦର କରିବାକୁ ହବ ଆପଣ କିଛି ଉପାୟ କରୁଥିବେ କିନ୍ତୁ କଣ ସବୁବେଳେ ଏହା ଭଲ କାମ କରିଥାଏ ନା ବହୁତ ଲୋକଙ୍କୁ ସବୁ ସୁଟ କରି ନଥାଏ କିନ୍ତୁ ଗୋଟେ କଥା ମନେ ରଖନ୍ତୁ ପ୍ରାକୃତିକ ଜିନିଷ ବ୍ୟବହାର କଲେ ଚେହେରା ସୁନ୍ଦର ହବା ସହ କିଛି ସାଇଡ ଇଫେକ୍ଟ କରି ନଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ସମସ୍ତଙ୍କ ଘରେ ରହିଥାଏ କିନ୍ତୁ ଲୋକ ଅନ୍ୟ ଜିନିଷ ଲଗାଇ ନିଜ ଚେହେରା ଖରାପ କରିଥାନ୍ତି । ଆଜିକା ସମୟରେ ବାତାବରଣ ଏତେ ଖରାପ ହୋଇ ଯାଇଛି ଯେ ଆପଣଙ୍କ ସ୍କିନ ଯେତେ ଭଲ ହେଲେ ମଧ୍ୟ ତାଙ୍କୁ କିଛି ନା କିଛି ଖରାପ ହୋଇଥାଏ ସ୍କିନ ଟାନ ପଡିବା ଆରମ୍ଭ ହୋଇଥାଏ ।

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଟାନ ପଡିଲେ ଶରୀର ବହୁତ ଖରାପ ଦେଖା ଯାଇଥାଏ କାହିଙ୍କିନା କିଛି ଶରୀର ସଫା ଆଉ କିଛି ଅସନା ଦେଖା ଯାଇଥାଏ ଯାହା ଦ୍ଵାରା ମଣିଷ ନିଜ ଶରୀର ଲୁଚେଇବା ଆରମ୍ଭ କରିଥାଏ କିନ୍ତୁ ଆପଣଙ୍କୁ ଏମିତି କିଛି କରିବାକୁ ହବ ନାହିନ କାହିଙ୍କିନା ଆଜି ଆମେ ଆପଣଙ୍କ ପାଇଁ ଗୋଟେ ଉପାୟ ଆଣିଛୁ ଯାହା କେବଳ ୩ ଥର ବ୍ୟବହାର କଲା ପରେ ଆପଣଙ୍କ ଚେହେରା ଚମକିବା ଆରମ୍ଭ କରିଥାଏ । ଆପଣଙ୍କୁ କିଛି କରିବାର ନାହିଁ ଆପଣ ଗୋଟେ ଟମାଟର ନିଅନ୍ତୁ ଏହାକୁ ଗ୍ରାଇଣ୍ଡ କରି ନିଅନ୍ତୁ ଏହା ପରେ ତାକୁ ଛାଣି ନିଅନ୍ତୁ ଯାହା ଦ୍ଵାରା ରସ ବାହାରି ଜୀବ ।

ଟମାଟର ବହୁତ ଭଲ ଏନ୍ଟି ଏଜିଙ୍ଗ ହୋଇଥାଏ ଏହା ଲଗାଇବା ଦ୍ଵାରା ଆପଣଙ୍କ ଚେହେରା ନରମ ହବା ସହ ଆପଣଙ୍କ ଚେହେରା ସବୁ ଦାଗ ଦୂର ହୋଇଥାଏ । ଏହା ସହ ଆପଣଙ୍କୁ କଞ୍ଚା କ୍ଷୀର ମିଶାଇ ଲଗାଇବାକୁ ହବ କାହିଙ୍କିନା କଞ୍ଚା କ୍ଷୀରରେ ବହୁତ ପୋଶତିକ ତତ୍ଵ ହୋଇଥାଏ ଯାହା ଗରମ କରିବା ଦ୍ଵାରା ନଷ୍ଟ ହୋଇଥାଏ ସେଥିପାଇଁ ଭୁଲରେ ମଧ୍ୟ କ୍ଷୀର ଗରମ କରି ବ୍ୟବହାର କରନ୍ତୁ ନାହିଁ । ଆପଣ ଗାଧୋଇବା ଆଗରୁ କଞ୍ଚା କ୍ଷୀର ଓ ଟମାଟର ରସ ମିଶାଇ ତାକୁ ତୁଳା ସାହାଯ୍ୟ ରେ ମୁହଁ ଆଉ ବେକ ସାରା ଲଗେଇ ନିଅନ୍ତୁ ଏହା ପରେ ଘାନ୍ତେ ଛାଡି ଦିଅନ୍ତୁ ଓ ତା ପରେ ଗାଧାନ୍ତୁ ଦେଖିବେ ଆପଣଙ୍କୁ ନିଜ ଚେହେରା ବହୁତ ଅଲଗା ଅନୁଭବ ହବ ।




