ସ୍ୱାସ୍ଥ୍ୟ

ଦେଖନ୍ତୁ ଭିଡିଓ: ଦିନକୁ କେତେ ଥର ହସ୍ତ ମୈଥୁନ କରିବା ଠିକ୍ ଅଟେ ଜାଣନ୍ତୁ ଏହି ଗୁପ୍ତ ଜ୍ଞାନ ବିଷୟରେ

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କଥା କୁହାଯାଇଛି ଯାହା ଶୁଣିଲେ ଆପଣଙ୍କ ଜୀବନରେ କାମରେ ଆସିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଗୋଟିଏ ପିଲା ଥରେ ଗୋଟିଏ ବୃଦ୍ଧ ଲୋକଙ୍କୁ ପଚାରିଲା ଗୋଟିଏ ମଣିଷ ତାର ଜୀବନରେ କେତେଥର ବୀର୍ଯ୍ୟ ନାଶ କରିବା ଦରକାର । ସେହି ବୃଦ୍ଧ ବ୍ୟକ୍ତି ଜଣକ ଉତ୍ତର ଦେଲେ କି ପୁରା ଜୀବନରେ ମାତ୍ର ଗୋଟିଏ ଥର କରିବା ଦରକାର । ପିଲାଟି କହିଲା ସେତିକିରେ ଯଦି ତାର ମନ ଶାନ୍ତି ହେବନି ତ ତାପରେ ବୃଦ୍ଧ ବ୍ୟକ୍ତି ଜଣକ କହିଲା ବର୍ଷକରେ ଥରେ କରିବା ଦରକାର । ପିଲାଟି କହିଲା ଯଦି ତାର ମନ ଶାନ୍ତି ନ ହେଲା ତ ତାପରେ ବୃଦ୍ଧ ଜଣକ କହିଲେ ମାସକରେ ଥରେ କରିବା ଦରକାର ।

ଏହାପରେ ସେହି ପିଲାଟି କହିଲା ଯଦି ସେତେବେଳେ ବି ତାର ମନ ଶାନ୍ତି ହେବ ନାହିଁ ତ ତାପରେ ବୃଦ୍ଧ ଜଣକ କହିଲେ ତାହେଲେ ସେହି ମଣିଷକୁ ନିଜ ମୃତ୍ୟୁ ପାଇଁ ଗାତ ଖୋଳିବା ଦରକାର । ଯିଏ ଦରକାର ଠାରୁ ଅଧିକ ହସ୍ତ ମୈଥୁନ କରିଥାଏ ବା ଅନ୍ୟ କାରଣ ପାଇଁ ନିଜ ବୀର୍ଯକୁ ନଷ୍ଟ କରିଦିଅନ୍ତି । ତାଙ୍କର ଜୀବନ ଶୈଳୀ ଏଭଳି ହୋଇଥାଏ ଯଥା, ତାଙ୍କୁ ବିନା କାରଣରେ ରାଗ ଆସିଥାଏ । ସେମାନେ ସମସ୍ତଙ୍କୁ ଭାଉ ଦେଖାଇଥାନ୍ତି । ସେମାନଙ୍କ ମଧ୍ୟରେ ଧ୍ୟାନର ପରିମାଣ କମ୍ ହୋଇଥାଏ ।

ଚେହେରାର ଚମକ ନଥାଏ । ଜିମ ଯାଉଥିବା ପିଲାଙ୍କୁ ବୀର୍ଯ୍ୟ ନଷ୍ଟ କରିବାକୁ ବନ୍ଦ କରାଯାଏ । ବୀର୍ଯ ନଷ୍ଟ ନକରିଲେ ଆପଣ ଭଲ ମଣିଷ ହୋଇପାରିବେ । ଯେଉଁ ବ୍ୟକ୍ତି ବୀର୍ଯର ମହତ୍ତ୍ଵ ଜାଣିଛି ସେ ବହୁତ ବଡ ଲୋକ ହୋଇପାରିବ । ଯଦି ଆପଣ ଏଭଳି କରୁଛନ୍ତି ତାହେଲେ ଆପଣ ଏକ ମାସ ପର୍ଯ୍ୟନ୍ତ କୌଣସି ଖରାପ୍ ଫିଲ୍ମ୍ ଦେଖନ୍ତୁ ନାହିଁ କି କିଛି କଥା ଭାବନ୍ତୁ ନାହିଁ । ଏହି ଭିଡିଓ ଦେଖି ଆପଣମାନେ ଏଭଳି କାମ କରୁଥିଲେ ଗୋଟିଏ ମାସ ପାଇଁ ଏହାକୁ ବନ୍ଦ କରନ୍ତୁ ଆଉ ସୁସ୍ଥ ଜୀବନ ଅତିବାହିତ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button