ପୋଷ୍ଟ ଅଫିସର ଏହି Saving ସ୍କିମ ଆପଣଙ୍କୁ କରିଦେବ କୋଟିପତି ,ମାସକୁ ଏତିକି ଟଙ୍କା ବିନିଯୋଗ କଲେ ପାଇବେ ଲକ୍ଷାଧିକ ଟଙ୍କାର ସୁଧ
ନମସ୍କାର ଦର୍ଶକବନ୍ଧୁ ପୋଷ୍ଟ ଅଫିସର ଖାସ ସ୍କିମ ଥରେ ନିବେଶରେ ମିଳିବ ଭଲ ରିଟର୍ଣ୍ଣ ପ୍ରତି ମାସରେ ରୋଜଗାର ଦେବ ପୋଷ୍ଟ ଅଫିସ ସୁରକ୍ଷିତ ବିନିଯୋଗ ଏବଂ ଅଧିକ ଲାଭ ପାଇଁ ପୋଷ୍ଟ ଅଫିସ ସଞ୍ଚୟ ସ୍କିମ ହେଉଛି ସବୁଠାରୁ ପସନ୍ଦ ଯୋଗ୍ୟ ଯୋଜନା ଯଦି ଆପଣ ଏହିପରି ପୋଷ୍ଟ ଅଫିସ ବିନିଯୋଗ ଯୋଜନାରେ ନିବେଶ କରନ୍ତି ଏବଂ ଭଲ ରିଟର୍ଣ୍ଣ ପାଆନ୍ତି ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଖୁସି ଲାଗିବ |ପୋଷ୍ଟ ଅଫିସରେ ଏଭଳି ଏକ ଦମଦାର ସ୍କିମ ରହିଛି ଯାହାକି ଆପଣଙ୍କୁ ପ୍ରତି ମାସରେ ରୋଜଗାର ଦେବ ଆପଣଙ୍କୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ |
କାରଣ ଏଭଳି ସ୍କିମରେ ବିନିଯୋଗ କରିବା ପାଇଁ ଅଫର ଦେଉଛି ପୋଷ୍ଟ ଅଫିସ ଏହି ଯୋଜନାର ନାମ ହେଉଛି ପୋଷ୍ଟ ଅଫିସ ମାସିକ ସଞ୍ଚୟ ଯୋଜନା ଯାହା ଦ୍ୱାରା ଆପଣ ପ୍ରତି ମାସରେ ଭଲ ଦୁଇ ପଇସା ରୋଜଗାର କରିବେ |ପୋଷ୍ଟ ଅଫିସ ମାସିକ ସଞ୍ଚୟ ଯୋଜନା ହେଉଛି ଏକ ସରକାରୀ ସଞ୍ଚୟ ଯୋଜନା ଯେଉଁଥିରେ ଆପଣ ପ୍ରତି ମାସରେ ସୁଧ ପାଇପାରିବେ ପୋଷ୍ଟ ବିଭାଗ କିମ୍ବା ଇଣ୍ଡିଆ ପୋଷ୍ଟ ଏହି ଯୋଜନା ଚଳାଇଥାଏ |ବର୍ତ୍ତମାନ ଏହି ଯୋଜନା ଅଧୀନରେ ବାର୍ଷିକ 7.4 ପ୍ରତିଶତ ହାରରେ ସୁଧ ପାଇବେ |
ଏହି ଯୋଜନାରେ ଆପଣଙ୍କୁ ଥରେ ନିର୍ଦିଷ୍ଟ ରାଶି ଜମା କରିବାକୁ ପଡ଼ିବ ଏବଂ ଆପଣ ପ୍ରତି ମାସରେ ସୁଧ ପାଇପାରିବେ |ପାଞ୍ଚ ବର୍ଷ ପରେ ଏହି ସ୍କିମର ବୈଧତା ଶେଷ ହେବ ଯାହା ଫଳରେ ଆପଣ ପୁରା ଟଙ୍କା ଫେରସ୍ତ ପାଇବେ ଅର୍ଥାତ ଥରେ ଟଙ୍କା ବିନିଯୋଗ କଲେ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ଆପଣ ପ୍ରତି ମାସରେ ଟଙ୍କା ପାଇପାରିବେ |
ଏହା ପରେ ପାଞ୍ଚ ବର୍ଷର ବୈଧତା ଶେଷ ହେବା ପରେ ଆପଣ ପୁରା ଟଙ୍କା ମଧ୍ୟ ପାଇବେ |କେବଳ ସେତିକି ନୁହେଁ ପାଞ୍ଚ ବର୍ଷ ପରେ ଆପଣ ସେହି ଟଙ୍କାକୁ ଆପଣ ପୁଣି ନିବେଶ କରିପାରିବେ |ଏହି ସ୍କିମରେ ଆଉ ଗୋଟିଏ ବଡ଼ କଥା ହେଉଛି ଏଥିରେ ଆପଣ ଟଙ୍କା ନିବେଶ କରିବା ପରେ ବୈଧତା ଶେଷ ହେବା ପରେ ମଧ୍ୟ ଯଦି ଟଙ୍କା ଫେରସ୍ତରେ କୌଣସି ବିଳମ୍ବ ଘଟେ
ତେବେ ନିୟମ ଅନୁଯାଇ ଆପଣ ପ୍ରତି ମାସରେ ଧାର୍ଯ୍ୟ ସୁଧ ମିଳିବ |ଯଦି ଆପଣ ପାଞ୍ଚ ବର୍ଷ ପାଇଁ 7.4 ପ୍ରତିଶତ ସୁଧ ହାରରେ ପାଞ୍ଚ ଲକ୍ଷ ଟଙ୍କା ବିନିଯୋଗ କରନ୍ତି ତେବେ ଆପଣଙ୍କୁ ସୁଧ ହିସାବରେ ମାସକୁ 3084 ଟଙ୍କା ମିଳିବ କେବଳ ସୁଧ ବାବଦକୁ ଆପଣ ପାଞ୍ଚ ବର୍ଷରେ 1,85,000 ଟଙ୍କା ପାଇବେ