ସ୍ୱାସ୍ଥ୍ୟ

୩ ମାସ ପର୍ଯ୍ୟନ୍ତ ପାଣିରେ ଫୁଟାଇ ପିଅନ୍ତୁ, ୧୦୦ ବର୍ଷ ପର୍ଯ୍ୟନ୍ତ ହାଡରେ ଦୁର୍ବଳତା, ଅନିଦ୍ରା, ଥକାନ ଆଦି 7ଟି ରୋଗରୁ ମିଳିବ ମୁକ୍ତି

ବନ୍ଧୁଗଣ ଆମ ନୀତିଦିନ ଜୀବନରେ ଆମେ ପ୍ରାଏ ସାକାଳୁ ଉଠି ଚାହା ପିଇଥାଉ । କିନ୍ତୁ ଏହା ଆମ୍ଭ ଶରୀର ପାଇଁ ଏହା ସେବନ କରିବା ଆଦୌ ଉଚିତ ନୁହେଁ କାରଣ ରାତି ସାରା ଖାଲି ପେଟରେ ଆମେ ରହିଥାଉ, ଏହାପରେ ସକାଳୁ ଉଠି ଯଦି ଆମ୍ଭେ ଖାଲି ପେଟରେ ପ୍ରଥମକେ ଚାହା ସେବନ କରୁ ତେବେ ତାହା ଏସିଡ ର ପରିମାଣ କୁ ବଢାଇ ଦେଇଥାଏ । ସେହିଭଳି ଅଧିକାଂଶ ଲୋକ ଏଭଳି ଅଛନ୍ତି ଯେଉଁମାନେ ସକାଳୁ ଉଠି କିଛି ମଧ୍ୟ ସେବନ କରନ୍ତି ନାହିଁ । କିଛି ବ୍ୟକ୍ତି ଏଭଳି ଅଛନ୍ତି ସକାଳୁ ଉଠି ସ୍ନାନସାରି ବ୍ରେକଫାଷ୍ଟ କରିଥାନ୍ତି ।

ମାତ୍ର କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ଆୟୁର୍ବେଦ କୁ ଫୋଲୋ କରି କିଛି ଏଭଳି ଜିନିଷ ଖାଇଥାନ୍ତି ଯାହା ଆମ୍ଭ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଜିନିଷ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହାକୁ ସେବନ କରି ଆପଣ ପ୍ରଚୁର ଲାଭ ପାଇ ପାରିବେ ଆସନ୍ତୁ ତେବେ ଜାଣି ନେବା ସେହି ଜିନିଷଟି କଣ ଅଟେ ?

ବନ୍ଧୁଗଣ, ସେହି ଜିନିଷଟିର ନାମ ହେଉଛି “ମେଥି” ଦାନା । ଏହା ଏକ ଏଭଳି ଔଷଧୀୟ ଅଟେ ଯାହା ଆୟୁର୍ବେଦ ଅନୁଯାୟୀ ବହୁତ ଉଚ୍ଚ ସ୍ଥାନରେ ରହିଅଛି । ଏହା ପ୍ରାଏ ଘରେ ଘରେ ଉପସ୍ଥିତ ଥାୟେ । ବନ୍ଧୁଗଣ ମେଥିଦାନା କୁ ସକାଳୁ ଖାଲି ପେଟ ରେ ସେବନ କରିବା ଉଚିତ । ଆମ୍ଭେମାନେ ସକାଳୁ ଉଠିବା ସହିତ ଆମ ପେଟରେ କେତେକେ ଡାଇଜେଷ୍ଟିକ ଜୁସ ମାନ ଉପସ୍ଥିତ ରହିଥାଏ ।

ଯାହା ମଧ୍ୟ ଆମ୍ଭେ ସକାଳୁ ଖାଇଥାଉ ତାହାକୁ ଏହି ଜୁସ ଗୁଡିକ ବହୁତ ଜଲ୍ଦି ପଚାଇ ଥାନ୍ତି । ପୁରା ଦିନ ମୁକାବିଲାରେ ସକାଳ ସମୟରେ ଖାଇଥିବା ଜିନିଷ ଆମ୍ଭକୁ ଅଧିକ ପ୍ରଭାବିତ କରିଥାଏ । ଯଦି ଆମ୍ଭେ ଚାହା ପିଇଥାଉ ତେବ ଶରୀରରେ ପିତ୍ତ ର ମାତ୍ର ଅଧିକ ବଢିଯାଇଥାଏ । ଏଥିପାଇଁ ସକାଳେ ଖାଲି ପେଟରେ ମେଥି ଦାନ ର ସେବନ କରନ୍ତୁ ।

ଏହାକୁ କିଭଳି ଖାଇବେ ଆସନ୍ତୁ ଜାଣିବା, ବନ୍ଧୁଗଣ ରାତିରେ ଗୋଟିଏ ଗିଲାସ ପାଣିରେ ଗୋଟିଏ ଚାମଚ ମେଥିଦାନା କୁ ଭିଯାଇ ରଖନ୍ତୁ । ସକାଳେ ମେଥିଦାନାର ପାଣି ପିଇ ନିଅନ୍ତୁ ଏହାପରେ ମେଥିଦାନା କୁ ଚୋବାଇ ଖାଇନିଅନ୍ତୁ । ବନ୍ଧୁଗଣ ଏହିଭଳି ଭାବରେ ଆପଣ ମେଥିଦାନା କୁ ୩ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଆପଣ ନିଜେ ଅନୁଭବ କରିପାରିବେ ୨୦ ବର୍ଷ ରୁ ଅଧିକ ଆପଣଙ୍କ ଠାରେ ଦେଖାଯାଉଥିବା ରୋଗ ସଂପୂର୍ଣ୍ଣ ଭାବେ ୩ ମାସ ମଧ୍ୟରେ ଭଲ ହୋଇଯିବ ।

ବନ୍ଧୁଗଣ ଏହାପରେ ଯଦି ଆପଣଙ୍କର ହାଇ ବ୍ଲଡ଼ ପ୍ରେସର ରହିଅଛି ତେବେ ସକାଳୁ ଆପଣ ଯେତେ ପାରିବେ ସେତେ ପାଣି ସେବନ କରନ୍ତୁ । ଯେତେ ପରିମାଣରେ ଆପଣ ସକାଳେ ଜଳ ସେବନ କରିବେ ସେତେ ଶୀଘ୍ର ଆପଣଙ୍କର ହାଇ ବ୍ଲଡ଼ ପ୍ରେସର ଠିକ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button