ମନୋରଞ୍ଜନ
‘ନିଜଠୁ ଲାଗ ଅତି ନିଜର’ – Kalinga News

[ad_1]
ଖୁବ୍ ଶୀଘ୍ର ମୁକ୍ତିଲାଭ କରୁଛି ଓଡ଼ିଆ ସିନେମା ‘ନିଜଠୁ ଲାଗ ଅତି ନିଜର’। ‘ଦେଲେ ଧରା କଥା ସରେ’ ଓ ‘ଭାବେ ସିନା କହିପାରେନା’ ଭଳି ଛବିର ନିର୍ମାତା ପଙ୍କଜ ରାଉତ ଏହାର ପ୍ରଯୋଜକ। ହିମାଂଶୁ ପରିଜା ଏହାର ନିର୍ଦ୍ଦେଶକ। ଏହି ସିନେମାରେ ଜଣାଶୁଣା ନାୟକ ସମ୍ବିତ ଓ ଲୋକପ୍ରିୟ ନାୟିକା ତମନ୍ନା ପୁଣି ଏକାଠି ନଜର ଆସିବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି ଓ ନମିତା ଦାସ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫିଲ୍ମର ସମସ୍ତ କାମ ସରିଛି। କେବଳ ରିଲିଜକୁ ଅପେକ୍ଷା।
[ad_2]