ନିଜ ରୋଗକୁ ନେଇ ଖୋଲାଖୋଲି ଆଲୋଚନା କଲେ ସାମନ୍ଥା – Kalinga News

[ad_1]
ନୂଆଦିଲ୍ଲୀ: ସାମନ୍ଥା ରୁଥ ପ୍ରଭୁ ଦକ୍ଷିଣ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ଗତ କିଛି ମାସ ହେବ ଅଭିନେତ୍ରୀ କାମରୁ ବିରତି ନେଇଥିଲେ, କିନ୍ତୁ ବର୍ତ୍ତମାନ ସେ ଫେରି ଆସିଛନ୍ତି। ଏନେଇ ନିଜେ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହା କଥା ପ୍ରକାଶ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସାମନ୍ଥା କହିଛନ୍ତି, ‘ମୁଁ ସେହି ଦିନଗୁଡ଼ିକୁ କେବେବି ଭୁଲି ପାରିବି ନାହିଁ। ଯେତେବେଳେ ମୋତେ ଏହି ସମସ୍ୟା ହୋଇଥିଲା। ଏହା ମୋ ପାଇଁ ବହୁତ କଷ୍ଟକର ବର୍ଷ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଗତ ବର୍ଷ ଜୁନ୍ ମାସରେ ମୁଁ ଏବଂ ମୋର ବନ୍ଧୁ ହିମାଙ୍କ ମୁମ୍ବାଇରୁ ଫେରୁଥିଲୁ। ମୁଁ ଭଲ ଅନୁଭବ କରୁଥିଲି, ମୁଁ ମୋର ବନ୍ଧୁଙ୍କୁ ମଧ୍ୟ କହିଥିଲି ଯେ ମୁଁ ଭଲ ଅନୁଭବ କରୁଛି । ମୁଁ ନିଶ୍ୱାସ ନେଇପାରୁଛି, ମୁଁ ଶୋଇପାରିବି ଏବଂ ମୋ କାମରେ ମଧ୍ୟ ଧ୍ୟାନ ଦେଇପାରିବି।|
ମୁଁ ଏହି ଅନୁଭୂତି ଏଥିପାଇଁ ବାଣ୍ଟିବାକୁ ଚାହିଁଲି କାରଣ ମୁଁ ସେହି ସମସ୍ୟା ଦେଇ ଗତି କରୁଛି। ମୁଁ ଚାହେଁ ଲୋକମାନେ ସୁରକ୍ଷିତ ରୁହନ୍ତୁ ।’
୨୦୨୩ ମସିହାରେ ସାମନ୍ଥା ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କାମରୁ ଛୁଟି ନେଇଥିଲେ। ୨୦୨୨ ମସିହାରେ ଚଳଚ୍ଚିତ୍ର ‘ଯଶୋଦା’ ରିଲିଜ୍ ହେବା ପୂର୍ବରୁ ସାମନ୍ଥା ମାୟୋସିଟିସ୍ ରୋଗରେ ପୀଡିତ ଥିଲେ ବୋଲି ଜଣାଇଥିଲେ।
[ad_2]