ଅପରାଧ

ଜଙ୍ଗଲରେ ଗୁଳିମାଡ଼: ମହିଳା ଗୁରୁତର, ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତିି – Kalinga News

[ad_1]

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଦଦରାଲୁଣ୍ଡା ପଞ୍ଚାୟତ ବେଡ଼ିଗୋବା ଗ୍ରାମ୍ୟ ଜଙ୍ଗଲରେ ଗୁଳିମାଡ଼ ହୋଇଛି। କାଠ ପାଇଁ ଜଣେ ମହିଳା ଓ ତାଙ୍କ ମା ଦେହରେ ଜଙ୍ଗଲକୁ ଯାଇଥିବା ବେଳେ ଝିଅ  ସ୍ୱପ୍ନା ସାହୁଙ୍କ ଦେହରେ ଝିଅ ବାଜିଥିଲା। ଗୁରୁତର ଅବସ୍ଥାରେ ସ୍ୱପ୍ନା ସାହୁଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି। ଶିକାର ପାଇଁ ଜଙ୍ଗଲରେ ଗୁଳିମାଡ଼ ବେଳେ ମହିଳାଙ୍କ ଦେହରେ ଗୁଳି ବାଜିଥିଲା। କୌଣସି ଶିକାରୀ ଏହି ଗୁଳିମାଡ଼ କରିଥିବା କୁହାଯାଉଛି।  ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button