ଶୋଇବା ପୂର୍ବରୁ ସ୍ତ୍ରୀ ସହ ନିହାତି କରନ୍ତୁ ଏହି 3ଟି କାମ? ସ୍ତ୍ରୀ କେବେ ଦେବନି ଧୋକା
ମୀ ଓ ସ୍ତ୍ରୀ ଦୁହିଁ ଙ୍କ ସମ୍ପର୍କ ବହୁତ ଉତ୍ତମ ଅଟେ । ପ୍ରତେକ ସ୍ୱାମୀ ଓ ସ୍ତ୍ରୀ ନିଜର ଜୀବନର ସବୁ ସୁଖ ଦୁଃଖ ପରସ୍ପର ବାଣ୍ଟିଥାନ୍ତି । ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଦୁହିଁଙ୍କ ର ଜୀବନସାଥୀ ବୋଲି ଏଥିପାଇଁ କୁହାଯାଏ କାରଣ ଜୀବନ ସାରା ସେ ଦୁହେଁ ପରସ୍ପର କୁ ପ୍ରେମ , ଯତ୍ନ, ଓ ଦାୟିତ୍ୱ ରେ ନିଜର ଜୀବନ ବିତାଇଥାନ୍ତି । ତେବେ ବର୍ତ୍ତମାନ ଯୁଗ ରେ ଆପଣ ଦେଖୁଥିବେ ବେଶୀ ବିବାହ ଭାଙ୍ଗିଯାଉଛି । ଏହାର କାରଣ ହେଉଛି ଦିନ ସାରା ସ୍ୱାମୀ ସ୍ତ୍ରୀ ଦୁହେଁ ପରସ୍ପର କୁ ଠିକ ଭାବେ ସମୟ ଦେଇ ନ ଥାନ୍ତି ।
ଯାହା ଦ୍ୱାରା ଦୁହିଁଙ୍କ ମଧ୍ୟରେ ଦୂରତା ଆସିଥାଏ ଓ ଏହା ପରେ ଝଗଡା, କ୍ଳେଶ , ହୋଇଥାଏ । ଏହା ପରେ ଦୁହେଁ ଅଲଗା ହୋଇଥାନ୍ତି । ତେବେ ଆଜି ଆମେ କହିବୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କରେ କିପରି ଆଗ ଭଳି ମଧୁରତା ଆସିବ ।
ଯେଉଁମାନଙ୍କ ସ୍ତ୍ରୀ ସେମାନଙ୍କୁ ଛାଡି ଅନ୍ୟ ପୁରୁଷ ନିକଟକୁ ଯାଇଥାଆନ୍ତି ତେବେ ଆପଣ ଏହି ତିନୋଟି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ପୂର୍ବ ଭଳି ମଧୁରତା ଆସିଥାଏ । ଆପଣଙ୍କ ସ୍ତ୍ରୀ ମଧ୍ୟ ଆପଣଙ୍କୁ ଛାଡି କେବେ ହେଲେ କୌଣସି ପୁରୁଷଙ୍କ ପାଖକୁ ଯାଇନଥାଆନ୍ତି ।
ତେବେ କଣ ସେହି ତିନୋଟି କାର୍ଯ୍ୟ ତାହା ଆମେ ଆପଣଙ୍କୁ କହିବୁ । ପ୍ରଥମ କାର୍ଯ୍ୟ ହେଉଛି ଆପଣ ନିଜ ସ୍ତ୍ରୀ ଙ୍କ ସହ ଆପଣ କିଛି ରୋମାନ୍ସ କରିବା ଉଚିତ । ଜୀବନ ରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟ ରେ ଏହି ରୋମାନ୍ସ ସର୍ବଦା ରହିବା ଉଚିତ । ରାତି ରେ ଶୋଇବା ଆଗରୁ ଆପଣ ନିଜ ସ୍ତ୍ରୀଙ୍କ ସହ କିଛି ଖୁସି ର ମିଠା ମିଠା ବାର୍ତାଳାପ କରନ୍ତୁ । ଦେଖିବେ ଆପଣଙ୍କ ସ୍ତ୍ରୀ ଆପଣଙ୍କ ଆଡକୁ ଆକର୍ଷିତ ହେବେ । ଦ୍ଵିତୀୟ ଜିନିଷ – ଆପଣ ନିଜର ସ୍ତ୍ରୀଙ୍କର ପ୍ରଶଂସା କରିବାକୁ କେବେବି ଭୁଲନ୍ତୁ ନାହିଁ । ରାତିରେ ଶୋଇବା ଆଗରୁ ଆପଣ ନିଜ ସ୍ତ୍ରୀଙ୍କ ର କିଛି ପ୍ରଶଂସା କରିବା ଦ୍ୱାରା ସେ ବହୁତ ଖୁସି ହୋଇଥାନ୍ତି ।
ପ୍ରତେକ ଝିଅ ନିଜର ପ୍ରଶଂସା ଶୁଣିବାକୁ ବହୁତ ଭଲ ପାଇଥାନ୍ତି । ତୃତୀୟ କାର୍ଯ୍ୟ – ସ୍ତ୍ରୀଙ୍କୁ କୋଳେଇ ଶୋଇବା । ରାତିରେ ଶୋଇବା ସମୟ ରେ ନିଜର ସ୍ତ୍ରୀ ଙ୍କୁ ଆପଣ ଆଲିଙ୍ଗନ କରି ଶୁଅନ୍ତୁ । ଏପରି କରିବା ଦ୍ୱାରା ସେ ଦିନ ସାରା କରିଥିବା କଷ୍ଟ , ପରିଶ୍ରମ ଭୁଲି ଯାଇଥାନ୍ତି । ଆରାମ ର ନିଦ୍ରା କରିଥାନ୍ତି । ତେଣୁ ଶୋଇବା ଆଗରୁ ନିଜର ସ୍ତ୍ରୀଙ୍କୁ ଆଲିଙ୍ଗନ କରି ଶୋଇବା ଦ୍ୱାରା ସେମାନେ ଖୁସି ହୋଇଥାନ୍ତି ଓ କଳହ ଆଦି ହୋଇ ନ ଥାଏ ।