ଜ୍ୟୋତିଷ

Vastu Shastra- ମରିଗଲେ ବି ଗୁରବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3 ଟି କାମ, ପରିବାର ହେଇଯାଏ ବର୍ବାଦ, ଘରକୁ ଆସିଥାଏ ଦରିଦ୍ରତା

ଆଜି ଆମେ ଆପଣଙ୍କୁ କହିବୁ କି ଗୁରୁବାର ଦିନ କେଉଁ କାମ କରିବା କଥା ନୁହେଁ ଯାହାଫଳରେ ଆପଣଙ୍କ ଗୁରୁ ଗ୍ରହ ମଜବୁତ୍ ରହିବ ଯେପରି ସେ ଆପଣଙ୍କର କିଛି କ୍ଷତି କରି ପାରିବ ନାହିଁ ।

ଏମିତି କୁହାଯାଏ ଯେଉଁ ବ୍ୟକ୍ତିର ଗୁରୁଗ୍ରହ ମଜବୁତ୍ ରୁହେ ତାର କୈାଣସି ପ୍ରକାରର ଅସୁବିଧା ହୁଏ ନାହିଁ । ତାର ସମସ୍ତ କ୍ଷେତ୍ରରେ ସମସ୍ତ କ୍ଷେତ୍ରରେ ସମୃଦ୍ଧି ଦେଖିବାକୁ ମିଳେ । ଧନର ବିଷୟରେ ତାକୁ ସଫଳତା ମିଳିଥାଏ । ଏବଂ ଯେଉଁ କାର୍ଯ୍ୟରେ ସେହି ବ୍ୟକ୍ତି ହାତ ଦିଏ ତାହା ନିଶ୍ଚିତ ରୂପେ ପୂରା ହୁଏ କିନ୍ତୁ ଯଦି ଆପଣ ଗୁରୁବାର ଦିନ ଏମିତି କାର୍ଯ୍ୟ କରନ୍ତି ତେବେ ପରିବାର ପ୍ରତି ସଂକଟ ଆସିଥାଏ ।

ଆପଣଙ୍କ ଗୁରୁ ଗ୍ରହ ମଜବୁତ୍ ସ୍ଥିତିରୁ କମଜୋର ସ୍ଥିତିକୁ ଆସିଯାଏ । ଯେଉଁଥିପାଇଁ ଆପଣଙ୍କୁ ଅନେକ ଗୁଡ଼ିଏ ପରିଣାମ ଭୋଗିବାକୁ ପଡ଼ିଥାଏ । ଆଜିର ଆମେ ଆପଣଙ୍କୁ କହିବୁ କି ଗୁରୁବାର ଦିନ କେଉଁ କାମ କରିବା କଥା ନୁହେଁ ଯାହା ଆପଣଙ୍କୁ ଆସୁଥିବା ସମସ୍ୟାର ସାମ୍ନା କରିବାକୁ ନପଡେ ।

ଯଦି ଆପଣ ଗୁରୁବାର ଦିନ ଏହି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ବୈବାହିକ ଜୀବନ ଭଲ ରହିବ ନାହିଁ । ସ୍ବାମୀ ସ୍ତ୍ରୀଙ୍କ ଭିତରେ ସବୁବେଳେ ଝଗଡ଼ା ହୋଇଥାଏ । ଛୋଟ ଛୋଟ କଥାରେ ବାଦ ବିବାଦ ହୋଇଥାଏ ଏବଂ ପ୍ରେମ ରାଗରେ ପରିଣତ ହୋଇଯାଏ । ଦ୍ବିତୀୟରେ ଆପଣ କୈାଣସି ବି କାମ କରନ୍ତୁ ଆପଣଙ୍କୁ ଅସଫଳତା ପ୍ରାପ୍ତ ହୋଇଥାଏ । ଧନ ଆପଣଙ୍କ ପାଖରୁ ଅନେକ ଦୂରକୁ ଚାଲିଯାଏ । ସମସ୍ତ ଧନ ରୋଗ ବୈରାଗ, ଆର୍ଥିକ ସ୍ଥିତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପଇସା ଖର୍ଚ୍ଚ ହୋଇଯାଏ ।

ଗୁରୁବାର ଦିନ ଯଦି ଘରର ମହିଳା ମୁଣ୍ଡ ସଫା କରନ୍ତି ଏବଂ ଆପଣ ନାଁ ଏବଂ ଦାଢ଼ି, ବାଳ କାଟନ୍ତି ତେବେ ଗୁରୁଗ୍ରହ ବହୁତ ରୁଷ୍ଠ ହୋଇଥାନ୍ତି । ଏହାଦ୍ବାରା ରାହୁଳ ପ୍ରସନ୍ନତା ଦେଖିବାକୁ ମିଳେ । ଜଦି ରାହୁ ଗୁରୁ ଗ୍ରହ ଉପରେ ଭାରି ପଡେ ତେବେ ଦେଖୁଦେଖୁ ଆପଣଙ୍କ ହବା କାର୍ଯ୍ୟ ମଧ୍ୟ ରହିଯାଏ । ସେଥିପାଇଁ ଗୁରୁବାର ଦିନ ଘରର ମହିଳା ମାନେ ଭୁଲରେ ମଧ୍ୟ ବାଳ ହୁଅନ୍ତୁ ନାହିଁ । ଏହା ସହିତ ପୁରୁଷ ମଧ୍ୟ ଦାଢ଼ି, ବାଳ, ନଖ ଆଦି କାଟିବା କଥା ନୁହେଁ ।

ଦ୍ବିତୀୟ କଥା ଯଦି ଗୁରୁବାର ଦିନ କୈାଣସି ବ୍ୟକ୍ତି ଆପଣଙ୍କ ପାଖକୁ ଉଧାର ମାଗିବାକୁ ଆସୁଛି ତେବେ ସେଥିରୁ ବଞ୍ଚିବା କଥା । ଯଦି ଗୁରୁବାର ଦିନ ଆପଣ ଉଧାର ନେଉଛନ୍ତି କି ଦେଉଛନ୍ତି ତେବେ ଏହି ବହୁତ ଖରାପ ହୋଇଥାଏ । ଗୁରୁବାର ଦିନ ଘରେ ପୋଛା ଲଗାନ୍ତୁ ନାହିଁ । ଗୁରୁବାର ଦିନ କୈାଣସି ମହିଳାଙ୍କ ଏବଂ ଘରର ଗୁରୁଜନ ମାନଙ୍କ ସହ ଝଗଡ଼ା କରନ୍ତୁ ନାହିଁ । ଏପରି କରିବା ଦ୍ବାରା ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button