ଜ୍ୟୋତିଷ

ବିନା କାରଣରେ ଯଦି କେହି କିଛି କହି ଦେଉଛି କିମ୍ବା ଖରାପ କରୁଛି ଆପଣ କଣ କରିବା ଉଚିତ

ଏହି କଳି ଯୁଗରେ ଆମେ ଦେଖିବା ପାଇ ପାଇବା କି ଆମ ର ଭୁଲ ନଥିବା ସତ୍ବେ ମଧ୍ୟ ଏହା ଜଣା ପଡିଥାଏ କି । ଏହା ସହ ଆମେ ଏହା ମଧ୍ୟ ଦେଖି ଥାଉ କିଛି ଲୋକମାନେ ଥାନ୍ତି ଯେଉଁ ମାନେ କିଛି ନକରିକି ମଧ୍ୟ ସବୁ ବେଳେ ଚାହିଁ ଥାନ୍ତି କି ସେମାନେ ସବୁ ବେଳେ ଅନ୍ୟ ମାନଙ୍କ ଈଷାରାରେ ନାଚୁଆଛନ୍ତି କିମ୍ବା ଅତାଙ୍କୁ କେହି ଖରାପ ବ୍ୟବହାର କରୁଛି କିନ୍ତୁ ଏହା ସତ ହୋଇ ନଥାଏ । ଆମେ ଯାହାଭି କାମ କରିଥାଉ କିମ୍ବା ଆମେ ଯାହାଭି କାମ କରିବା ପାଇଁ ଚିନ୍ତା କରି ଥାଉ ତାହା ଆମ ପାଇଁ ଖୁବ ଭଲ କିମ୍ବା ଖୁବ ଖରାପ ପରିଣାମ ଆଣି ଦେଇ ଥାଏ ।

ଯଦି ଆମେ ଭାବିବା କି ଆମେ କିଛି ଭି କରୁନେ କିନ୍ତୁ ଆମକୁ ଏହା ଆମ କର୍ମର ଫଳ ମିଲୁନି ତେବେ ଏହା ଖରାପ ହୋଇ ଥାଏ । ଆଜି ଆମେ କହିବା କି ଛୋଟ ରୁ ଛୋଟ କାମ ଯାହା ଆମ ପାଇଁ ଖରାପ କିମ୍ବା ଭଲ ହୋଇ ପାରେ ଏହା ପାଇଁ ଆମକୁ କେହି ଖରାପ କହି ପାରେ କିମ୍ବା ଏହା ପାଇଁ ଆମକୁ କେହି ଖରାପ ବ୍ୟବହାର କରିଥାଏ ।

ଆଜି ଆମେ କହିବା କି ଏକ କାହାଣୀ ଦ୍ଵାରା କି କିଭଳି ଆମେ ଆମ କର୍ମର ଫଳ ପାଇବା । ଏକ ଦିନ ବୁଦ୍ଧ ଭଗବାନ ନିଜ ଶିଷ୍ୟମାନଙ୍କ ସହ ମିସିକି ଏକ ଜାଗାକୁ ଯାଇଥିଲେ ସେହି ଜାଗାକୁ ଅନେକ ଜଣ ଆସିକି ତାଙ୍କ କଥା ଶୁଣିକି ଭଗବାନ ଙ୍କ ଦ୍ଵାରା ଲାଭାନ୍ଵିତ ହୋଇ ଥିଲେ ।

ଏହା ପରେ କିଛି ଦିନ ସେଇ ଜାଗାରେ ରହିକି ସେଇ ଜାଗାର ଉର୍ଣ୍ଣତି କରିବା ପାଇଁ ସେମାନେ ଅନୁରୋଧ କରିଥିଲେ । ଏହା ପରେ କୁହାଯାଇଥିବା କଥାକୁ ସେମାନେ ନିଜ ଜୀବନରେ ଲଗାଇବା ଆରମ୍ଭ କରିଥିଲେ ଏହା ସହ କିଛି ଲୋକମାନେ ବୁଦ୍ଧଙ୍କୁ ଘୃଣା କରିଥିଲେ ।

ଏହା ପରେ ଜଣେ ଏକ ଦିନ ରାଗିକି ଆସିକି ବୁଦ୍ଧ ଦେବ ଧ୍ୟାନ କରୁଥିବା ବେଳେ ଚିଲାଇବା ଆରମ୍ଭ କରିଥିଲେ । ଏହାପରେ ସେ ରାଗିକି ବୁଦ୍ଧ ଙ୍କ ଉପରେ ଛେପ ପକାଇ ଦେଲେ । ଏହା ପରେ ବୁଦ୍ଧ ଏହାକୁ ପୋଛିକି ଖୁବ ମଧୁର କଣ୍ଠରେ ପଚାରିଲେ କି କଣ ଆଉ କିଛି କହିବାର ଅଛି ଆପଣଙ୍କର । ଏହା ପରେ ସେ କହିଲେ କି ନା କିଛି ଆଉ କହିବାର ନାଇ ।

ଏହା ପରେ ବୁଦ୍ଧ ଙ୍କ ଅତି ନିକଟରେ ଥିବା ଶିଷ୍ୟ ଆସିକି ପଚାରିଲେ କି କଣ ଆପଣ କିଛି କହିଲେନି ଏହାର କାରଣ କଣ ? ବୁଦ୍ଧ କହିଲେ ଅନେକ ଦିନରୁ ମୁ ଏହି ଦିନକୁ ଅପେକ୍ଷା କରିଥିଲି । ଏହା ସହ ଏହା ଏହା ମଧ୍ୟ କହିଲେ କି ଆଉ ଯଦି କିଛି ସେ କହିଥାନ୍ତେ ତାହେଲେ ମୁ ଏହା ମଧ୍ୟ ଶୁଣି ନେଇ ଥାନ୍ତି ମୋର ଆଉ ତା ସହ କିଛି ସମ୍ପର୍କ ରଖିବାର ନାଇ ।

ତେଣୁ ନମସ୍କାର କରିକି ମୁ ସବୁ କିଛି ସଋ ଦେଲି ଯଦି ଏହାକୁ ଭଲ କର୍ମରେ ବଢାଇ ଥାନ୍ତି ତେବେ ଭି ଏହା ଆଗକୁ ଯାଇଥାନ୍ତା ଓ ଖରାପ କାମ କରିଲେ ମଧ୍ୟ ଆଗକୁ ଯାଇଥାନ୍ତା । ତେବେ ଆମେ ଯେଉଁ କାମ କରିଥାଉ ତାହା ଆମକୁ ଭୋଗ କରିବାକୁ ପଡିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button