ପିତାମାତାଙ୍କ ଉପରେ ରାଗିଲେ ,କଣ ଦଣ୍ଡ ଭୋଗ କରିବାକୁ ପଡ଼ିଥାଏ ?

ଆମର ପ୍ରଥମ ଦେବୀ ଓ ଦେବତା ହେଉଛନ୍ତି ପିତା ଓ ମାତା। ତେଣୁ ପିତାମାତାଙ୍କୁ ଅପମାନ କରିବା କଦାପି ଉଚିତ ନୁହେଁ। କିନ୍ତୁ ଆଜିକାଲିର ପିତାମାତା ସନ୍ତାନଙ୍କ ମୋହରେ ସେମାନଙ୍କୁ ବୁଝିବାକୁ ଚେଷ୍ଟା ମଧ୍ୟ କରୁ ନାହାନ୍ତି।
ଏହାସହିତ ଆଜିକାଲିର ପିଲାମାନେ ମଧ୍ୟ ପିତାମାତାଙ୍କୁ ଗୁରୁତ୍ବ ଦେଉ ନାହାନ୍ତି। କିନ୍ତୁ ଏଭଳି କରିବା ଭୁଲ କଟେ।ତେଣୁ ପିତାମାତା ସର୍ବଦା ସନ୍ତାନଙ୍କ ମନ କଥା ବୁଝିବା ଉଚିତ ଏବଂ ପିଲାମାନେ ମଧ୍ୟ ନିଜ ପିତାମାତାଙ୍କୁ ଗୁରୁତ୍ବ ଓ ସମ୍ମାନ କରିବା ଉଚିତ। ଆସନ୍ତୁ କିଛି ଏଭଳି କାର୍ଯ୍ୟ ବିଷୟରେ ଆଲୋଚନା କରିବା, ଯାହାକୁ ଆମେ ଜାଣତରେ ହେଉ ଅବା ଅଜାଣତରେ ପ୍ରାୟତଃ ନିତିଦିନ କରିଥାଉ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
– କିଛି ଲୋକେ ନଖକୁ ଦାନ୍ତରେ କାମୁଡି ଛିଣ୍ଡାଇ ଥାଆନ୍ତି ଏବଂ ଗୋଡ ଆଙ୍ଗୁଠି ବାରମ୍ବାର ଫୁଟାଇ ଥାଆନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ।କାରଣ ଏଭଳି କରିବା ଦ୍ୱାରା ବହୁତ ଅଶୁଭ ହୋଇଥାଏ।
– ଗାଧୋଇବା ପରେ ଗାଧୁଆ ପାଣି ବା ଲୁଗା ଧୋଇଥିବା ପାଣି କାହା ଉପରେ ପଡ଼ିବା ଉଚିତ ନୁହେଁ। ଏଭଳି କରିବା ଅଶୁଭ ଓ ଅମଙ୍ଗଳ ମାନା ଯାଇଥାଏ
– ମଙ୍ଗଳବାର ଦିନଟି ଦେବୀ ମଙ୍ଗଳାଙ୍କୁ ସମର୍ପିତ ଅଟେ। ତେଣୁ ଏହିଦିନ ଦେବୀ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରି ଅର୍ଘ୍ୟ ଅର୍ପଣ କରିବା ଉଚିତ। ଏଭଳି କରିବା ଦ୍ଵାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଯାଇଥାଏ ଏବଂ ସନ୍ତାନ ପ୍ରାପ୍ତ ହୋଇଥାଏ।
– ଗୁରୁବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ତେଣୁ ଏହିଦିନ ଦେବୀ ଲକ୍ଷ୍ମୀଙ୍କୁ ବିଧିପୂର୍ବକ ପୂଜାର୍ଚ୍ଚନା କଲେ, ଘରର ସମସ୍ତ ଦୁଃଖକଷ୍ଟ ଓ ଅଭାବ ଅନଟନ ଦୂର ହୋଇଯାଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀଙ୍କ କୃପାରୁ ଧନସଂପତ୍ତି ପ୍ରାପ୍ତ ହୋଇଥାଏ।
– ଶୁକ୍ରବାର ଦିନ ଦେବୀ ସନ୍ତୋଷୀଙ୍କ ବ୍ରତ କଲେ, ଦେବୀଙ୍କର କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ। ଏହାସହିତ ଦେବୀଙ୍କ କୃପାରୁ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
– ଶନିବାର ହେଉଛି ନ୍ୟାୟର ଦେବତା ଭଗବାନ ଶନିଦେବଙ୍କୁ ସମର୍ପିତ ଅଟେ। ଏହିଦିନ ଭଗବାନ ଶନିଦେବଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ।
– ଯେଉଁଲୋକ କୌଣସି ବ୍ରାହ୍ମଣ ବା ସଚ୍ଚୋଟ ପୁରୁଷଙ୍କର ଧନ ଲୁଣ୍ଠନ କରିଥାଏ, ତାର ଜୀବନର ଆୟୁଷ ଥାଇ ମଧ୍ୟ ଖୁବ୍ ଶୀଘ୍ର ମୃତ୍ୟୁ ହୋଇ ଯାଇଥାଏ।
ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।