ଦେଶ- ବିଦେଶ

ନବମ ଶ୍ରେଣୀ ପିଲା, ୟୁଟ୍ୟୁବ ଦେଖି ନିଜ ପେଟରୁ ବାହାର କଲା ଛୁଆ, ଆଉ ତାପରେ ସେ ଛୁଆକୁ

ଏହି ନବମ ଶ୍ରେଣୀ ଝିଅଟିର ବୟସ ଥିଲା ମାତ୍ର ୧୫ ବର୍ଷ ଏହିପରି କାମ କରିବା ପରେ ଯେତେବେଳେ ଝିଅଟିର ମାଆ ଘରକୁ ଫେରିଥିଲେ ପରେ ସବୁ କଥା ସେ ନିଜ ମାଆଙ୍କୁ ଜଣାଇଥିଲା ଏବଂ ତାପରେ ଏହି ଘଟ-ଣାଟିର ପ-ର୍ଦ୍ଧାଫା-ଶ ହୋଇଥିଲା। ଏହାପରେ ସେହି ନବଜାତ ଶିଶୁଟିର ମୃ-ତ ଦେହକୁ ବ୍ୟବ-ଛେଦ ପାଇଁ ପଠା ଯାଇଛି ଆଉ ନାବା-ଳିକାଟିକୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ତେବେ ଶ-ବ ବ୍ୟବଚ୍ଛେଦ ରି-ପୋର୍ଟ ଆସିବା ପରେ ସେହି ନାବାଳିକାଙ୍କ ବିରୋ-ଧରେ କା-ର୍ଯ୍ୟାନୁ-ଷ୍ଠାନ ନିଆଯାଇ ଦ-ଣ୍ଡ ଦିଆଯିବ।

ଏହି ନାବା-ଳିକା ଜଣକ ଇନ୍ଷ୍ଟାଗ୍ରାମ୍ ଜରିଆରେ ଜଣେ ଯୁବକଙ୍କୁ ଭଲପାଇଲେ ଆଉ ଏହାପରେ ପ୍ରେମ ଶାରୀ-ରିକ ସମ୍ପ-ର୍କ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା, ଘରେ ଯେତେବେଳେ କେହି ରହୁନଥିଲେ ସେହି ସମୟରେ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ସ୍ଥାପନ ହେଲା। ଏହାପରେ ଗର୍ଭ-ବତୀ ହୋଇଥିଲେ ନାବା-ଳିକା ଜଣକ,ଏହିସବୁ କଥାକୁ ଘର ଲୋକଙ୍କୁ ସେ ଲୁ-ଚାଇ ଥିଲେ ପେଟ ବଢ଼ୁଥିବା ବାବ-ଦରେ ମାଆ ପଚାରିବାରୁ ଦେହ ଖରାପ ବୋଲି କହିଥିଲେ ନାବା-ଳିକା ଜଣକ।

ଆଉ ଯେତେବେଳେ ପେଟର ଯ-ନ୍ତ୍ରଣା ବଢିଥିଲା ସେତେବେଳେ ଘରେ କେହି ବି ନଥିବା ବେଳେ ନିଜ ପିଲାକୁ ନିଜେ ଜନ୍ମ ଦେଇଥିଲେ ନାବାଳିକା ଜଣକ ଆଉ ନାଭି ମଧ୍ୟ କା-ଟିଥିଲେ ଆଉ ତା’ପରେ ନିଜ ପିଲାକୁ ହ-ତ୍ୟା କରି ଏକ ବାକ୍ସ ଭିତରେ ରଖିଥିଲେ। ଘରକୁ ଫେରିବା ପରେ ଘରେ ସବୁଆଡେ ର-କ୍ତ ପଡିଥିବାର ଦେଖି ମାଆ ପଚାରିଥିଲେ ଆଉ ଜୋର୍ କରି ପଚାରିବାକୁ ଝିଅଟି ମାଆକୁ ସବୁ ସତ କଥା କହିଥିଲା ଆଉ ଏହାପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button