ରାଜନୀତି

ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ହେଲେ ବିଜେପି ମହିଳା ମୋର୍ଚ୍ଚା ପ୍ରଭାରୀ – Kalinga News

[ad_1]

ଭୁବନେଶ୍ବର: ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ନୂତନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଦଳର ବରିଷ୍ଠ ନେତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଯୁବ ମୋର୍ଚ୍ଚା ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଏଣେ ବିଜେପିର ଉପସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମହିଳା ମୋର୍ଚ୍ଚା ପ୍ରଭାରୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓବିସି, ଗୋଲକ ମହାପାତ୍ର କୃଷକ ମୋର୍ଚ୍ଚା, ରମେଶ ସାହୁ ଏସ୍ସି ମୋର୍ଚ୍ଚା ଏବଂ ସୁକେଶୀ ଓରାମ ଏସ୍ଟି ମୋର୍ଚ୍ଚା ପ୍ରଭାରୀ ଭାବେ ଦାୟିତ୍ବ ନିର୍ବାହ କରିବେ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ଏହି ତାଲିକା ଘୋଷଣା କରାଯାଇଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button