ଅପରାଧ
ସାରଙ୍ଗଯୋଡ଼ି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଚୋରି ଉଦ୍ୟମ ବିଫଳ – Kalinga News

[ad_1]
ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡ଼ି ବଜାରରେ ଅବସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସାରଙ୍ଗଯୋଡ଼ି ଶାଖାରୁ ଗତକାଲି ରାତିରେ ଚୋରି ଉଦ୍ୟମ ହୋଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ବ୍ୟାଙ୍କରେ ସି ସି କ୍ୟାମେରା ଓ ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇଁ ସତ୍ୟବାଦୀ ଆଇ ଆଇ ସି ବିଜୟ କେତନ ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ କୌଣସି ଲୁଟ ହୋଇ ନାହିଁ। ଦୁର୍ବୃତ୍ତମାନେ କୌଣସି ସାମଗ୍ରୀ କିମ୍ବା ଟଙ୍କା ପଇସା ପାରି ନାହାନ୍ତି ବୋଲି ଆଇ ଆଇ ସି ଶ୍ରୀ ବେହେରା କହିଛନ୍ତି।
[ad_2]