ସ୍ୱାସ୍ଥ୍ୟ

ଏହାର କେବଳ 1 ଚାମଚ ଲଗାଇ ଦିଅନ୍ତୁ, ପ୍ରାଇଭେଟ ପାର୍ଟ କୁଣ୍ଡିଆ ଏକଦମ ଗାୟବ ହେଇଯିବ

ବନ୍ଧୁଗଣ ଅନେକ ସମୟରେ ଆମ ଶରୀରର ବିଭିନ୍ନ ଅଙ୍ଗରେ କୁଣ୍ଡିଆ ରୋଗ ଦେଖିବାକୁ ମିଳିଥାଏ । ଶରୀରର କିଛି ଅଙ୍ଗରେ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଗଲେ ସେହି ଜାଗାରେ ଇନଫେକସନ ହୋଇଯାଇଥାଏ ଯାହାଫଳରେ କୁଣ୍ଡିଆ ଆଦି ରୋଗ ହୋଇଥାଏ ।

ବନ୍ଧୁଗଣ ସେହି ଅଙ୍ଗରେ ବହୁତ ଅଧିକ କୁଣ୍ଡେଇ ହୋଇଥାଏ । ଆପଣ ମାନେ ନିଜକୁ ରୋକି ନ ପାରି କୁଣ୍ଡାଇ ଦିଅନ୍ତି । ବନ୍ଧୁଗଣ ଯଦି ଆପଣ ମାନେ ଏହି କୁଣ୍ଡିଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରି ଆପଣ ନିଜର କୁଣ୍ଡିଆ ରୋଗକୁ ସଂପୂର୍ଣ୍ଣ ଦୂର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ଏହାକୁ ଅତି ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଉପଚାର ବନେଇବା ପାଇଁ ତିନୋଟି ସାମଗ୍ରୀର ଆବଶ୍ୟକତା ପଡିବ । ପ୍ରଥମ ସାମଗ୍ରୀଟି ହେଉଛି ନଡିଆ ତେଲ । ଆପଣ ମାନେ ଏହି ଉପଚାରକୁ ବନେଇବା ପାଇଁ ୪ ଚାମଚ ନଡିଆ ତେଲର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଏହାପରେ ଆପଣ ମାନଙ୍କୁ ଦ୍ଵିତୀୟ ସାମଗ୍ରୀ ଦରକାର ବୋରୀକ ଏସିଡ । ଆପଣ ମାନଙ୍କୁ ଏହି ବୋରୀକ ଏସିଡ ଯେକୌଣସି ମେଡ଼ିସିନ ଦୋକାନରେ ବହୁତ ସହଜରେ ମିଳିଯିବ ।

ଚାଉଳ ଓ ଗହମର ପୋକ ବାହାର କରିବା ପାଇଁ ଏହାର ବ୍ୟବହାର କରାଯାଇଥାଏ । ଆମ ଉପଚାର ପାଇଁ ଆପଣ ମାନେ ଅଧା ଚାମଚ ବୋରୀକ ଏସିଡର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଏହି ଉପଚାର ପାଇଁ ଆପଣଙ୍କୁ ଶେଷ ସାମଗ୍ରୀ ଦରକାର କର୍ପୁର । ଏହି ଉପଚାର ପାଇଁ ଆପଣ ଦୁଇ ଖଣ୍ଡ କର୍ପୁରକୁ ଗୁଣ୍ଡ କରି ପ୍ରୟୋଗ କରନ୍ତୁ । ଏହାପରେ ଏହି ତିନୋଟି ସାମଗ୍ରୀକୁ ଆପଣ ମାନେ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।

ବନ୍ଧୁଗଣ ରାତିରେ ଶୋଇବା ବେଳେ ଆପଣ ମାନେ ଏହି ମିଶ୍ରଣକୁ ନିଜ କୁଣ୍ଡିଆ ସ୍ଥାନରେ ଲଗାଇ ସୋଇ ପଡନ୍ତୁ । ସଖାଳେ ଉଠିବା ପରେ ଆପଣ ଥଣ୍ଡା ପାଣିରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ମାତ୍ର ଗୋଟିଏ ଥର ବ୍ୟବହାରରେ ଆପଣ ମାନଙ୍କୁ ଏହାର ଭଲ ଫଳ ଦେଖିବାକୁ ମିଳିବ ।ଯଦି ଆପଣଙ୍କର କୁଣ୍ଡିଆ ରୋଗ ଅଧିକ ପୁରୁଣା ଅଛି ତା ହେଲେ ଆପଣ ତିନି ଦିନ ଏହାର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ କୁଣ୍ଡିଆ ରୋଗ ସଂପୂର୍ଣ୍ଣ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରକୁ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button