ମନୋରଞ୍ଜନ

ଦେଖରେ ମଣିଷ ଟିକେ ବୁଦ୍ଧି ଶିଖ ! ଏହି Video ଦେଖିଲେ ନିଶ୍ଚୟ ଆପଣଙ୍କ ଜୀବନ ବଦଳିଯିବ…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ଏହି ଦୁନିଆ କିମ୍ବା ସମାଜ ହେଉଛି ସ୍ୱାର୍ଥପର ନିଜ ସ୍ୱାର୍ଥ ନଥିଲେ ସେ କୌଣସି କାମ କରିବାକୁ ମଧ୍ୟ ପସନ୍ଦ କରେ ନାହିଁ। ତେବେ ଆଜିର ଏହି ସ୍ୱାର୍ଥପର ଦୁନିଆରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଛି କିନ୍ତୁ ପଶୁ ମଣିଷ କୁ ପ୍ରେମ ର ଭରସା ର ବନ୍ଧୁତ୍ୱ ର ଏଭଳି କି ମାନବିକତା ର ପାଠ ମଧ୍ୟ ପଢେଇ ପାରୁଛି। ତେବେ ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହିଥାନ୍ତି।

ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ। ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ। ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି। ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ବର୍ତ୍ତମାନ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନା କୁ ଆସିଛି। ତେବେ ଭିଡିଓ ରେ ଦେଖିବାକୁ ମିଳିଛି କି ରାସ୍ତାରେ ଗୋଟିଏ ପାଉଁରୁଟି ପଡିଛି ତେବେ ସେହି ପାଉଁରୁଟି କୁ ଏକ କାଉ ଟିକେ ଟିକେ କରି ଖାଇବାକୁ ଲାଗୁଛି। ତେବେ ସେହି ପାଉଁରୁଟି କୁ ଦେଖି ନିଜ ଭୋକ ସମ୍ଭାଳି ନ ପାରି ଏକ ଛୋଟ ମୂଷା ମଧ୍ୟ ତା ପାଖକୁ ଦୌଡ଼ି ଯାଉଛି କିନ୍ତୁ କାଉ କୁ ଦେଖି ଭୟବିତ ହୋଇ ଯାଉଛି କାଳେ କାଉ ଖୁମ୍ପି ଦେବ ତେବେ କିଛି ସମୟ ପର୍ଯ୍ୟନ୍ତ ଯିବା ପାଇଁ ଚେଷ୍ଟା କଲା କିନ୍ତୁ ନିରାଶ ହୋଇ ଶେଷ ରେ ରାସ୍ତାର ସେପଟକୁ ଚାଲିଗଲା।

ତେବେ କାଉ ଏହା ଦେଖି ହୁଏତ ତାକୁ ଦୟା ଲାଗିଲା ଏବଂ ସେ ତା ମନ କଥା ବୁଝି ପାରିଲା ତେବେ ସେ ପାଉଁରୁଟି ରୁ ଛୋଟ ଖଣ୍ଡ ନେଇ ସେପଟ ରାସ୍ତା ରେ ଥୋଇ ଦେଇ ଆସିଲା। ତେବେ କାଉ ଗଲା ପରେ ମୂଷା ମଧ୍ୟ ଆରାମ ରେ ଏବଂ ନିର୍ଭୀକ ରେ ସେ ପାଉଁରୁଟି ଖଣ୍ଡ କୁ ଖାଇବାକୁ ଲାଗିଲା।

ତେବେ ଏହି ସ୍ୱାର୍ଥପର ସମାଜରେ ପଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅନାବିଳ ବନ୍ଧୁତ୍ୱ ର ନିଆରା ନିଦର୍ଶନ। ତେବେ ମଣିଷ ମାନଂକୁ ଏମାନଙ୍କ ଠାରୁ କିଛି ଶିଖିବା ଆବଶ୍ୟକ ଅଟେ।ତେବେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button