ଦେଶ- ବିଦେଶ

ସମସ୍ଯା ମଧ୍ୟରେ ରହୁଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା ! (Eagle Attitude)

ଜୀବନର ଆଖ ପାଖରୁ କିଛି ଆମେ ଅନେକ କିଛି ଶିଖିବା ନିହାତି ଭାବେ ଦ୍ଦାରକାର ହୋଇ ଥାଏ କିନ୍ତୁ ଆପଣ ମାନେ ହୁଅନ୍ତୁ କିମ୍ବା ଆମେ ମାନେ ଏହାକୁ ଦେଖିକି ନ ଦେଖିବା ଭଳି ଚାଲି ଯାଇ ଥାଉ । ଆଜି ଆମେ କହିବା କି କେଉଁ ଭଳି  ଭାବେ ଆମ ସାଧାରଣ ଏକ ବାଜ ପକ୍ଷୀ ଥାଉର କିଛି ଶିଖି ପାରିବା । ଦେଖନ୍ତୁ ପ୍ରକୃତି ସବୁ ବେଳେ ପରିବର୍ତ୍ତନ ହେଉ ଥାଏ ଯଦି ଆମେ ଏହା ସହ ନିଜକୁ ବଦଳାଇ ପାରିବା ନି ତେବେ ହୁଏ ତ ଆମ ଅନ୍ତ ସୁନିଶ୍ଚିତ ହୋଇଯିବ ।

ଯେଉଁ ମାନେ ଏହା ଦରିକି ପରିବର୍ତ୍ତନ ହେଉ ନାହାଁନ୍ତି କି ସେମାନେ କାଳେ ବଦଳି ଯିବେ ଓ ଏହା ପରେ ସେମାନେ କିଛି ଭୁଲ କରି ନେବେ ଏହା ଭୁଲ ଧାରଣା । ଆପଣଙ୍କୁ ଆଜି ଆମେ ଯେଉଁ କଥା କହିବୁ ସେହି ଥିରୁ ଆପଣ ଜାଣି ପାରିବେ କି ଏହା କେତେ ଦୂର ଠିକ ବୋଲି । ବାଜ ପକ୍ଷୀର ଆୟୁ 80 ବର୍ଷ କିନ୍ତୁ ଯେତେବୀଲ ତାକୁ 35 ଅର୍ଶ ହୋଇ ଯାଏ ତାର ଶରୀର ଭାରି ହୋଇ ଯାଇ ଥାଏ ଓ ଥଣ୍ଟ ମୋଟା ହୋଇ ଯାଇ ଥାଏ ।

କିନ୍ତୁ ଏହା ପାଇଁ ସେ ଏକ ଉଚ୍ଚ ଶିଖରରେ ରହି ନିଜ ଠନତକୁ ଘଡି ବାକୁ  ଲାଗି ଥାଏ ଏହା ସହ ସେ ନିଜ ସବୁ ଡେଣା ମଧ୍ୟ ଛିଣ୍ଡାଇ ଥାଏ । ତାକୁ ଖୁବ କଷ୍ଟ ହୋଇ ଥାଏ ରକ୍ତ ମଧ୍ୟ ବାହାରି ଥାଏ କିନ୍ତୁ ଏହା କିଛି ଦିନ ପରେ ତାରା ନୂଆ ଡେଣା ଓ ଥଣ୍ଟ ତୀକ୍ଷଣ ହୋଇ ଯାଇ ଥାଏ । ଏହା ତା ପାଇଁ ଆବଶ୍ୟକ ଥିଲା ନ ହେଲେ ସେ ନଖାଇବା ପାଇକି ମାରି ଯାଇ ଥାନ୍ତା ।

ଏହା ପରେ ଆସେ କି ଯଦି ଆପଣଙ୍କ ଆଖ ପାଖରେ ଭଲ ସାନଗା ନାହାଁନ୍ତି ତେବେ ଆପଣ କେବେହେଲେ ଭି ସେମାନଙ୍କ ସହ ସାଙ୍ଗ ନ ହୋଇ ଏକା ରୁହନ୍ତୁ ଯେଉଁ ଭଳି ବାଜ ପକ୍ଷୀ  ଏକା ଉଡେ କେବେହେଲେ ପକ୍ଷୀ ଦଳ ରେ ନଥାଏ । ଆପଣ ମଧ୍ୟ ନିଜକୁ ଏକାନ୍ତ ରେ ରହି ନିଜ ଲକ୍ଷକୁ ତୀକ୍ଷଣ କରନ୍ତୁ ।

ଏହା ପରେ ଆସେ ବାଜ ପକ୍ଷୀ ସବୁ ବେଳେ ଉପରକୁ ଉଡେ ସେ ବାଦଲ କୁ ଚିରିକି ଉପରକୁ ଯାଇ ଥାଏ ଆପଣ ମାନେ ମଧ୍ୟ ସମସ୍ଯା କୁ କାଟିକି ଏହା ଭିତରୁ ବାହାରି  ଆସନ୍ତୁ । ଦେଖିବେ ସବୁ କିଛି ସାନ୍ତ ହୋଇଯିବ । ଏହା ପରେ ଆସେ କି ଯେଉଁ ଭଳି ବାଜ ପକ୍ଷୀ ନିଜ ଶିକାର କୁ 5 କିଲୋମିଟର ଦୁଆରୁ ଦେଖି ଦେଇ ଥାଏ ସେହି ଭଳି ଆପଣ ମଧ୍ୟ ନିଜ ଦୂର ଦ୍ରୁଷ୍ଟି କୁ ଠିକ ଭାବେ ରଖନ୍ତୁ ନ ହେଲେ ଆପଣ ଙ୍କ ପାଇଁ ସମସ୍ଯା ହହୋଇ ପାରେ ।

ସେଶ କଥା ଯାହା ଆମେ ବାଜ ପକ୍ଷୀ ଠାରୁ ଶିଖି ଥାଉ ତାହା ହେଉଛି ଯେଉଁ ଭଳି ବାଜ ପକ୍ଷୀ ମରିଥିବା ଜିବକୁ ଖାଏନି ସେହି ଭଳି ଆପଣ ମଧ୍ୟ ନିଜ ଅତୀତ ଯାହା ହୋଇ ସାରିଛି ତାକୁ ଭାବନ୍ତୁ ଜି ଏହାକୁ ଆପଣ ବଦଳାଇ ପରିଇବେ ନି  ଆପଣ ଆଗକୁ ଚିନ୍ତା କରି ଆଗକୁ ଯାଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button