ମନୋରଞ୍ଜନ

ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଘଣ୍ଟି ଓ ଜାଣନ୍ତୁ ଆପଣ ଯାହାକୁ ପସନ୍ଦ କରୁଛନ୍ତି ସେ ଆପଣଙ୍କୁ ବିବାହ କରିବେ କି ନାହିଁ ? Love Quiz Game

ଜୀବନରେ କିଛି ଖୁସି ଓ କିଛି ଦୁଃଖ ମୂହୁର୍ତ୍ତ ଆସିଥାଏ । ଏହା ପାଇଁ ଆମେ ଯେତିକି ଦିନ ବଞ୍ଚିବା ଖୁସିରେ ବଞ୍ଚିବା । ଆପଣ ମାନେ ନିଜ ଜୀବନ ସାଥି ସହ ବିତାଇ ଥିବା ପ୍ରତେକ ଭଲ ମୂହୁର୍ତ୍ତ ଆପଣଙ୍କୁ ଖୁବ ବେଶୀ ଆନନ୍ଦ ଦେଇ ଥାଏ ।

କିଛି ବ୍ୟକ୍ତି କିମ୍ବା ମହିଳା ମାନେ ଚାହୁଁ ଥିବା ଲୋକମାନଙ୍କୁ ବିବାହ କରି ପାରନ୍ତିନୀ । ବିବାହ ଯୋଗ ଭାଗ୍ଯର କଥା ଏହାକୁ ଆପଣ କି ଆମେ ଚାହିଁଲେ ବଦଳାଇ ପାରିବାନି। ହୁଏତ ଆପଣଙ୍କୁ ଆପଣ ଚାହୁଁଥିବା ଜୀବନସାଥୀ ଠାରୁ ଅଧିକ ଭଲ ଜୀବନ ସାଥି ମିଳିବ। ତେବେ ଆମେ ଏଭଳି କିଛି ଖେଳ ନେଇକି ଆସିଛୁ ଯେଉଁଥିରୁ ଆମେ ଆପଣଙ୍କୁ କହିବୁ କି ଆପଣ ଯାହାକୁ ଭଲ ପାନ୍ତି କିମ୍ବା ବିବାହ କରିବା ପାଇଁ ଚାହାଁନ୍ତି ସେ ଅପାଣଙ୍କୁ ବିବାହ କରିବ କି ନାଇ ।

ଭବିଷ୍ୟତ କେହି କହିପାରିବେ ନାହିଁ ମାତ୍ର ଆମେ ଏକ ଛୋଟ ପ୍ରୟାଶ କରି ଆପଣଙ୍କୁ ଖୁସି ଦେବା ପାଇଁ ଚାହୁଁଛୁ । ଏହା ବ୍ଯତୀତ ଅନ୍ୟ କିଛି ଉଦେଶ୍ୟ ଆମର ନାହିଁ । ତେବେ ଆସନ୍ତୁ ଆମେ ଆପଣଙ୍କୁ ୫ ଟି ଘଣ୍ଟି ଦେଖାଇବୁ ଆପଣ ତା ଭିଆତରୁ ବାଛିବେ ଗୋଟେ ଓ ଆମେ ଆପଣଙ୍କୁ କହିବୁ କି ଆପଣ ଚାହୁଁ ଥିବା ଲୋକ କିମ୍ବା ମହିଳା ଆପଣଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି କି ନାଇ ।

ଯଦି ଆପଣ ବାଛି ଛନ୍ତି ପ୍ରଥମ ଘଣ୍ଟି ତେବେ ଆପଣ ଯାହାକୁ ପସନ୍ଦ କରନ୍ତି ସେ ବର୍ତ୍ତମାନ ଆପଣାକୁ ନେଇ ସେ ଟିକେ ଦ୍ଵନ୍ଦରେ ଅଛନ୍ତି । ସେ ଆପଣଙ୍କ ସମ୍ପର୍କ କୁ ନେଇ ଅନେକ ଗମ୍ଭୀର ଅଛନ୍ତି ।

ଯଦି ଆପଣ ବାଛି ଛନ୍ତି ଦ୍ଵିତୀୟ ଘଣ୍ଟି ତେବେ ଆପଣ ଯାହାଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି କିମ୍ବା ପସନ୍ଦ କରନ୍ତି ସେ ଆପଣଙ୍କୁ ଖୁବ ଶୀଘ୍ର ବିବାହ ପାଇଁ ପ୍ରପୋଜ କରିବେ ।

ଯଦି ଆପଣ ବାଛି ଛନ୍ତି ତୃତୀୟ ଘଣ୍ଟି ତେବେ ଆପଣ ଯାହାଙ୍କୁ ଚାହାଁନ୍ତି ସେ ଆପଣଙ୍କୁ ନିଜ ହୃଦୟ ରୁ ଭଲ ପାନ୍ତି । ସେ ଆପଣଙ୍କୁ ହିଁ ବିବାହ କରିବେ ।

ଯଦି ଆପଣ ବାଛି ଛନ୍ତି ଚତୁର୍ଥ ଘଣ୍ଟି ତେବେ ଆପଣ ଯାହାଙ୍କୁ ଭି ଚାହାନ୍ତି ସେ ମଧ୍ୟ ଆପଣଙ୍କୁ ଖୁବ ଭଲ ପାନ୍ତି । କିନ୍ତୁ  ସେ ଆପଣଙ୍କୁ ବିବାହ କରିବା ଆଗରୁ ଆପଣଙ୍କ ପରିବାର ଲୋକଙ୍କୁ ମନେଇବାକୁ ଯିବେ । ସେ ବିନା ପରିବାର ରେ ବିବାହ କରିବାକୁ ଚାହାନ୍ତିନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button