ମନୋରଞ୍ଜନ

ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ଡ୍ରିଂକ ଓ ଜାଣନ୍ତୁ କଣ ଚାହେଁ ଆପଣଙ୍କ ଅନ୍ତର ଆତ୍ମା- Personality Test

ଆମେ ଅନେକ ସିନେମାରେ ଦେଖିଛିକୁ ଅଧିକ ସମୟରେ ଯେତେବେଳେ ଆସା ବୋଲି କିଛି ନଥାଏ ସେତେବେଳେ ଏକ ଚମତ୍କାର ହୁଏ ଓ ସବୁ କିଛି ବଦଳି ଯାଏ । ତେବେ ଅନେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି କିଛି ଏଭଳି ଚମତ୍କାରୀ ମିଶ୍ରଣ ପିବା ଦ୍ଵାରା ଆମେ ନିଜର ସବୁ ଇଚ୍ଛା ପୂରଣ କରି ପାରୁ ସେ ଧନୀ ହେବାର ଆସା ହେଉଇ ଶକ୍ତି ଶାଳି ହେବାର ଆସା ହେଉ । ଯେଉଁ ମାନେ “ହାରି ପୋଟର” ଦେଖିଥିବେ ସେମାନଙ୍କ ପାଇଁ ଏହା ଏକ ଶବ୍ଦ ନୁହେଁ। ତେବେ କଣ ବାସ୍ତବିକ ଜୀବନରେ ଏଭଳି କିଛି ଘଟଣା ଘଟିବା କଣ ସତ୍ୟ ଅଟେ ।

ଯଦି ଆମେ ହଁ କହିବୁ ତେବେ ଏହା ଅସତ୍ୟ ଅଟେ । ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ଆପଣଙ୍କର ଅନ୍ତର ଆତ୍ମା କଣ ଚାହେଁ । ଆମେ ଆପଣଙ୍କ ଆଗରେ ରଖିଥିବା ଏହି ରଙ୍ଗୀନ ମିଶ୍ରଣ ଗୁଡିକୁ ଦେଖନ୍ତୁ ଓ ନିଜ ପାଇଁ ଏକ ରଙ୍ଗ ବାଛନ୍ତୁ । ଆମେ ଆପଣଙ୍କୁ ଏହାର ମାନେ କହିବୁ । ତେବେ ଆସନ୍ତୁ ଆରମ୍ଭ କରିବା ।

ସବୁଜ ରଙ୍ଗ – ଯଦି ଆପଣ ଏହି ରଙ୍ଗର ବୋତଲ ନେଉଛନ୍ତି ତେବେ ଆପଣ ସବୁ ଦିନ ଯବାନ ରହିବାକୁ ଚାହାଁନ୍ତି । ନିଜର ଅତିତ ସହ ଆପଣ ନିଜର ବର୍ତ୍ତମାନକୁ ଖାପ ଖୁଆଇ ଚାଲି ପାରୁଛନ୍ତି । ଆପଣ ନିଜ ଜୀବନରେ ଯାହାବି ହାଉଛି ତାକୁ ସ୍ଵୀକାର କରି ଆଗକୁ ବଢନ୍ତୁ ଦେଖିବେ ଆପଣ ଭବିଷ୍ୟତରେ ନିଜକୁ ଅନେକ କ୍ଷେତ୍ରରେ ଆଗରେ ପାଇବେ ।

ନୀଳ ରଙ୍ଗ – ଯଦି ଆପଣ ନୀଳ ରଙ୍ଗ ବୋତଲ ବାଛିଛନ୍ତି ତେବେ ଆପଣ ନିଜକୁ କାହା ସହ ନିଜକୁ ସମ୍ବନ୍ଧରେ ବାନ୍ଧି ପାରିବେ ନାହିଁ । ଏହାର କାରଣ ହେଉଛି ଆପଣ ଅତୀତରେ ଅନେକ କିଛି ସହି ଛନ୍ତି ସେଥି ପାଇଁ ଆପଣ ଏଭଳି କିଛି ସମ୍ବନ୍ଧ ଚାହାଁନ୍ତି ନାହିଁ ଯାହା ଆପଣଙ୍କୁ ସମସ୍ୟାରେ ଘେରି ରଖିବ ।

କଳା ରଙ୍ଗ – ଆପଣ ନିଜକୁ ଅନେକ ସମସ୍ୟାରେ ପାଇକି ନିଜର ବଞ୍ଚିବାର ଇଛାକୁ ହରାଇ ଛନ୍ତି । ହୁଏତ ଆପଣ ଏଥିରୁ ବାହାରିବା କଷ୍ଟ ଦାୟକ ଅଟେ ମାତ୍ର ଆପଣ ନିଜକୁ ଥରେ ସବୁରୁ ବାହାର କରିକି ଦେଖନ୍ତୁ ଦେଖିବେ ଆପଣ କିଛି ଭଲ ଅନୁଭବ ପାଇବେ ।


ନାଲି ରଙ୍ଗ – ଏହା ଶକ୍ତି ଶାଳିର ପ୍ରତୀକ ଯଦି ଆପଣ ଏହି ରଙ୍ଗ ବାଛି ଛନ୍ତି ତେବେ ଆପଣଙ୍କୁ କିଛି ବି କାମରେ ହରେଇବା କଷ୍ଟ ଅଟେ । ଆପଣ ନିଜର ଅନ୍ତର ସହିତ ଲଢିକି ଜିତିବାର କ୍ଷମତା ରଖନ୍ତି ତେଣୁ ଆପଣ ପ୍ରତିକୂଳ ପରିସ୍ଥିତିରେ ନିଜକୁ ପଚାକୁ ନେବେ ନାହିଁ। ଆପଣଙ୍କ ଚିନ୍ତା ଧାରା ଅଧିକ ସକ୍ରିୟ ଅଟେ । 
ବାଇଗଣି ରଙ୍ଗ – ଆପଣ ନିଜ ପାଇଁ ଏହି ରଙ୍ଗ ବାଛି ଛନ୍ତି ଏହାର ମାନେ ଆପଣ ଖୁବ ଆତ୍ମବିଶ୍ଵାସୀ ଅଟନ୍ତି । ଆପଣ ନିଜର କାମକୁ ନେଇକି କରିଥିବା ନିସ୍ପତି ପାଇଁ କେବେ ବି ଅସନ୍ତୁଷ୍ଟ ନୁହଁନ୍ତି । ଆପଣ ସଦା ନିଜକୁ ଆଗକୁ ରଖିବାର ମନୋଭାବ ରଖନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button