ଜ୍ୟୋତିଷ

ଲୁହ ପୋଛିଦିଅନ୍ତୁ, ଆଜି ରାତିଠାରୁ ଏହି ରାଶିର ସମସ୍ତ କଷ୍ଟ ଦୁର କରିବେ ବଜରଙ୍ଗବଲି… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ!

ନମସ୍କାର ବନ୍ଧୁଗଣ, କାନ୍ଦି କାନ୍ଦି କିଛି ଲୋକଙ୍କ ଆଖିର ଲୁହ ଆଖିରେ ମରୁଛି । ବହୁତ କଷ୍ଟ ସହୁଛନ୍ତି ଆଗାମୀ ସମୟରେ ଟିକିଏ ଖୁସିର ଆଶା ରଖି । ସେହି ଦୁଃଖ କଷ୍ଟରେ ଥିବା ଲୋକମାନେ ଏବେ ଖୁସି ହୋଇଯାନ୍ତୁ କାରଣ ଆସୁଥିବା ସମୟ ଭଗବାନ ହନୁମାନଙ୍କ କୃପାରୁ କିଛି ରାଶିର ଲୋକଙ୍କ ଭାଗ୍ୟ ଆଶା ଠାରୁ ଅଧିକ ଚମକିବାକୁ ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ । ଆଉ ଡେରି ନକରି ଆସନ୍ତୁ ଜାଣନ୍ତୁ ।

ମେଷ ରାଶି: ଆପଣଙ୍କ ଭାଗ୍ୟ ଏବେ ଆଲୋକିତ ହେବାକୁ ଯାଉଛି । ଆପଣ ନିଜ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ନିଜ କଷ୍ଟ ବଳରେ ଆପଣ ନିଜର ଧନ ସମ୍ପତ୍ତିରେ ବୃଦ୍ଧି ଆଣିବେ । ଆପଣଙ୍କ ଜୀବନରେ ଦୁଃଖର ସମୟ ଶେଷ ହେଲା ବୋଲି ଜାଣନ୍ତୁ । ମିଥୁନ ରାଶି: ଅନେକ ଦିନର ଅପେକ୍ଷାର ଅନ୍ତ ଘଟିଛି ।

ଶେଷରେ ଏବେ ଆପଣ ମାନଙ୍କ ପାଇଁ ଭଲ ସମୟ ଆସିସାରିଛି ।ବିଦ୍ୟାର୍ଥୀ ମାନେ ନିଜ ପାଠ ପଢାରେ ଆଗକୁ ଯାଇପାରିବେ । ବ୍ୟାପାର ବାଣିଜ୍ୟରେ ବଡ ଧରଣର ଲାଭ ଆପଣ ମାନଙ୍କୁ ମିଳିବାକୁ ଯାଉଛି । ମଙ୍ଗଳବାର ଦିନ ସକାଳୁ ହନୁମାନ ଚାଳିଶାର ପାଠ ନିଶ୍ଚୟ କରନ୍ତୁ ।

ସିଂହ ରାଶି: ଆପଣଙ୍କ ପାଇଁ ବଦଳୁଥିବା ସମୟ ଅନେକ ଫାଇଦା ଆଣିଦେବ । ଆପଣଙ୍କ ଦ୍ଵାରା କରାଯାଇଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ । ଆପଣଙ୍କ ସଫଳ ଜୀବନ ସେତୁ ଆପଣଙ୍କୁ ସମାଜରେ ଅନେକ ମାନ ସମ୍ମାନ ମିଳିବାକୁ ଯାଉଛି । ଆପଣଙ୍କ ଶତ୍ରୁ ମାନେ ଏବେ ସମସ୍ତ ଚେଷ୍ଟାରେ ବିଫଳ ହେବେ ।

ଧନୁ ରାଶି: ଆପଣ ମାନଙ୍କୁ ପରିବାର ଲୋକଙ୍କ ଭଲ ପାଇବା ସହ ସମସ୍ତ କ୍ଷେତ୍ରରେ ତାଙ୍କ ସାଥ ମଧ୍ୟ ମିଳିବାକୁ ଯାଉଛି । ଅତିଥି ମାନଙ୍କ ଆଗମନ ଆପଣଙ୍କ ଘରେ ହେବାକୁ ଯାଉଛି । ବୈବାହିକ ଜୀବନରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାବଣା ସ୍ଥାପନ ହେବ । ଛାତ୍ରଛାତ୍ରୀ ମାନେ ନିଜ ମନକୁ ପାଠ ପଢାରେ ଲଗାଇବେ । ଚାକିରି ପାଇଁ ଭଲ ଭଲ ପ୍ରସ୍ତାବ ଆସିବାକୁ ଯାଉଛି । ଧନ କମେଇବାର ଆପଣ ନୂଆ ନୂଆ ରାସ୍ତା ଖୋଜି ବାହାର କରିବେ ।

ତୁଳା ରାଶି: ଆପଣଙ୍କୁ ଜୀବନରେ ସଫଳତା ପାଇବାଠାରୁ କେହି ବି ଅଟକାଇ ପାରିବେ । ଆପଣ ବାରମ୍ବାର କରିଥିବା ପ୍ରୟାସର ଫଳ ଆପଣଙ୍କ ଜୀବନକୁ ବଦଳାଇ ରଖିଦେବ । ଆପଣ ନିଜକୁ କେବେ ଅନ୍ୟ କାହା କଥାରେ ପରିଚାଳିତ କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜକୁ ଉତ୍ସାହିତ ଅନୁଭବ କରିବେ ଯାହା ଆପଣଙ୍କୁ ଆଗକୁ ବଢିବା ପାଇଁ ଆତ୍ମ ବିଶ୍ଵାସ ଯୋଗାଇଦେବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button