ମନୋରଞ୍ଜନ

ଓଡିଆ ଜୋକ୍ସ- ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ ବ୍ୟସ୍ତ ବହୁଳ ଜୀବନରେ ରହୁଛନ୍ତି । ସାଧାରଣତଃ ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି ଓ ମନରେ ବହୁତ ଚିନ୍ତା ରଖି କାର୍ଯ୍ୟ କରୁଛନ୍ତି । ଯଦି ଲୋକଙ୍କ ମନ ଖୁସିରେ ରହିବ ତା ହେଲେ ସେମାନେ ତାଙ୍କର ସମସ୍ତ କାର୍ଯ୍ୟକୁ ଖୁସିରେ ସଫଳ କରିବେ । ନିଜ ବ୍ୟସ୍ତ ବହୁଳ ଜୀବନକୁ ଦେଖି ଲୋକମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ .

କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ଓ ଆପଣଙ୍କର ମନୋରଞ୍ଜନ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ପୁଅ ଝିଅ ଘରକୁ ଯାଇଥିଲା ଝିଅ କବାଟ ଖୋଲି କହିଲା…

ଝିଅ- ଆଉ କାହିଁକି ଆସିଲ ମୋ ଜୀବନକୁ କାଲି ମୋର ବାହାଘର ଅଛି ?

ପୁଅ- ତୋ ବାହାଘରରେ ଟେଣ୍ଟ ଲଗାଇବାର ଅର୍ଡର ମୋ ପାଖକୁ ଆସିଛି ଏବେ କଣ କାମ ଧନ୍ଦା ବି ଛାଡିଦେବି ।

୨. ପପୁ ଉପରେ ବିଜୁଳି ତାର ପଡିଗଲା… ସେହି ସମୟରେ ପପୁ କଷ୍ଟ ପାଇଁ ମାରିବାକୁ ଯାଉଥିଲେ ହେଲେ ସେହି ସମୟରେ ତାକୁ ମନ ପଡିଲା- ‘ବିଜୁଳି ତ ଦୁଇ ଦିନ ହେବ ବନ୍ଦ ଅଛି’ ।

ଏହାପରେ ପପୁ ହସି ହସି ଉଠି କହିଲା- ଯାହା ହେଉ ଯଦି ମୋର ମନ ପଡିନାଥାନ୍ତା ତା ହେଲେ ମୁ ଆଜି ମରିଯାଇଥାନ୍ତି ।

୩. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ବାହାଘର ପୂର୍ବରୁ ମୋ ଫିଗର ପୁରା କୋକୋକାଲା ବୋତଲ ପରି ଥିଲା ।

ସ୍ଵାମୀ- ଆରେ ସେଇଟା ତ ଏବେ ବି ଅଛି, ପୂର୍ବରୁ ତମ ଫିଗର ୩୦୦ ଏମଏଲର ଥିଲା ଆଉ ଏବେ ଦେଢ ଲିଟରର ହୋଇଯାଇଛି ।

୪. ସ୍ତ୍ରୀ ରାଗିକି ସ୍ଵାମୀକୁ ଫୋନ କରିଲା…

ସ୍ତ୍ରୀ- ଆରେ ଶୁଣୁଛ ମୁ ଆଜି ଡ୍ରାଇଭରକୁ ଚାକିରିରୁ ବାହାର କରୁଛି ?

ସ୍ଵାମୀ- କାହିଁକି ?

ସ୍ତ୍ରୀ- ଆଜି ମୁ ଦୁତୀୟ ଥର ମରୁ ମରୁ ବଞ୍ଚିଲି ।

ସ୍ଵାମୀ- ପ୍ଳିଜ ଡାର୍ଲିଂ ତାକୁ ଆଉ ଗୋଟେ ମଉକା ଦିଅ ।

୫. ସ୍ତ୍ରୀ ନିଜ ମ-ଦୁ-ଆ ସ୍ଵାମୀ ଉପରେ ରାଗି ତାର ମ-ଦ ଅଭ୍ଯାସକୁ ଛଡାଇବା ପାଇଁ ଚେଷ୍ଟା କରିଲା…

ମ-ଦ ଅଭ୍ଯାସକୁ ଛଡାଇବା ପାଇଁ ସେ ସେ ତାର ସ୍ଵାମୀ ସାମ୍ନାରେ ଏକ କଳା ରଙ୍ଗର ଡ୍ରେସ ପିନ୍ଧି ଛିଡା ହୋଇଗଲା ।

ସ୍ଵାମୀ- କିଏ ତମେ ?

ସ୍ତ୍ରୀ- ମୁ ଡାହାଣୀ ।

ସ୍ଵାମୀ- ତା ହେଲେ ତମେ ତ ମୋ ସ୍ତ୍ରୀର ଭଉଣୀ ଆସ ହାତ ମିଶାଇବା ।

୬. ବାହାଘର ପରଦିନ ସ୍ତ୍ରୀ ସ୍ଵାମୀକୁ କହିଲା ମୋ ପାଖକୁ ଆସନାହିଁ…

ସ୍ଵାମୀ- କିନ୍ତୁ କାହିଁକି ?

ସ୍ତ୍ରୀ- ମୁ ମୋ ମାଙ୍କୁ ରାଣ ଦେଇଥିଲେ ଯେ, ବାହାଘର ପରେ ମୁ ଏ ସବୁ ଛାଡି ଦେବି… ସ୍ଵାମୀ ଏହା ଶୁଣି ବେହୋସ ହେଇଗଲା ।

୭. ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା

“ଦିଲ ମେ ଛୁପା କେ ଦିଲ କେ ଅରମାନ ଲେ ଚଲେ”

ହମ ଆଜ ଅପନୀ ମୌତ କା ସାମାନ ଲେ ଚଲେ”

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button