ମନୋରଞ୍ଜନ

ମଜାଦାର ଓଡିଆ ପହେଲି- ଗୋଟିଏ ଝୁଡିରେ 10 ଟି ଆମ୍ବ ଅଛି ଓ ତାହାକୁ ବିନା କାଟି ଆମେ 11 ଜଣ ଲୋକଙ୍କ ମଧ୍ୟରେ ସମାନ ଭାବରେ କିପରି ବାଣ୍ଟିବା ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ମଜାଦାରିଆ ଗୋଳକଧନ୍ଦା ସମ୍ବନ୍ଧରେ। ଯଦି ଆପଣଙ୍କୁ ଏହାର ଉତ୍ତର ଜଣା ଅଛି ତେବେ ଆପଣଙ୍କୁ ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଦେବାର ଅଛି।ତେବେ ଆସନ୍ତୁ ଜାଣିବା ସେହି ଗୋଳକଧନ୍ଦା ଗୁଡ଼ିକ କଣ କଣ ଅଟେ।

୧. ଗାଈ କ୍ଷୀର ଦେଇଥାଏ ଏବଂ କୁକୁଡ଼ା ଅଣ୍ଡା ଦେଇଥାଏ, ତେବେ କିଏ ଉଭୟ ଜିନିଷ ଦେଇଥାଏ?

ଉତ୍ତର- ଦୋକାନୀ।

୨. ହିନ୍ଦୀ ରେ କେଉଁ ପରିବା ର ନାମ ରେ ଜିଲ୍ଲା, ଦେଶ ଓ ଭାଷା ର ନାମ ନିହିତ ରହିଛି?

ଉତ୍ତର- ଭେଣ୍ଡି ।

୩. ଏଭଳି କେଉଁ ଜିନିଷ ରହିଛି ଯାହାକୁ ଯେତେ ସଫା କରିଯିବ ତାହା ସେତେ କଳା ହୋଇଯିବ?

ଉତ୍ତର- ବ୍ଲାକବୋର୍ଡ।

୪. କଣ୍ଟାଦାର ଖାଲ ରେ ରସଗୋଲା ଭଳି ଥାଏ, ଏହା ଛୋଟ ରୁ ବଡ଼ ସମସ୍ତଙ୍କ ପ୍ରିୟ ଫଳ ଅଟେ। ତାହା କଣ ଅଟେ?

ଉତ୍ତର- ଲିଚୁ।

୫. ଏଭଳି କେଉଁ ଜିନିଷ ପାଣିରେ ଗଳିବା ପରେ ମଧ୍ୟ ଓଦା ହୋଇନଥାଏ?

ଉତ୍ତର- ଛାଇ।

୬. ଏଭଳି କେଉଁ ସ୍ଥାନ କୁ ୧୦୦ ଜଣ ଯାଇଥାନ୍ତି। କିନ୍ତୁ ଫେରିବା ସମୟରେ ୧୦୧ ଜଣ ଫେରନ୍ତି?

ଉତ୍ତର- ବରଯାତ୍ରୀ।

୭. ବାହାରୁ କଠିନ ଭିତରୁ ନରମ। ତାହା କଣ ଅଟେ?

ଉତ୍ତର- ନଡ଼ିଆ।

୮. ଖାଇବାକୁ ଦେଲେ ବଞ୍ଚିବ କିନ୍ତୁ ପିଇବାକୁ ଦେଲେ ମରିଯିବ। ତାହା କଣ ଅଟେ?

ଉତ୍ତର- ନିଆଁ।

୯. ଏଭଳି କେଉଁ ଧର୍ମ ଅଛି ଯାହାକୁ ଆଗ ଏବଂ ପଛ ଉଭୟ ଆଡ଼ରୁ ଉଚ୍ଚାରଣ କରିଲେ ସମାନ ହେବ?

ଉତ୍ତର- ଇସାଇ ଧର୍ମ।

୧୦. ମୁଁ ଜନ୍ମ ହୋଇଥାଏ ସମୁଦ୍ରରେ ଓ ରହିଥାଏ ଆପଣଙ୍କ ଘରେ ତେବେ କୁହନ୍ତୁ ମୁଁ କିଏ ?

ଉତ୍ତର – ଲୁଣ

୧୧। ଗୋଟିଏ ଗଛରେ ୬ ଟି ଚଢେଇ ବସିଛନ୍ତି ଓ ଆପଣ ବ-ନ୍ଧୁ-କ-ରେ ଗୋଟିଏ ଚଢେଇକୁ ମା-ରି-ଦେ-ଲେ ତେବେ ଏବେ କୁହନ୍ତୁ ସେହି ଗଛରେ କେତୋଟି ଚଢେଇ ରହିଲେ । ଭାବନ୍ତୁ…

ଉତ୍ତର – ଗଛରେ ଆଉ କୌଣସି ଚଢେଇ ନାହାଁନ୍ତି କାରଣ ବ-ନ୍ଧୁ-କ-ର ଆବାଜ ଶୁଣି ସବୁ ଚଢେଇ ଉଡିଗଲେ ।

୧୨. କେଉଁ ଦେଶରେ ସଙ୍ଗୀତ ଗାନ କରିବା ଦ୍ଵାରା ଦଣ୍ଡ ମିଳିଥାଏ ?

ଉତ୍ତର – ଦକ୍ଷିଣ କୋରିଆ ।

୧୦. ଗୋଟିଏ ପାତ୍ର ରେ ୧୦ ଟି ଆମ୍ବ ଅଛି। କିନ୍ତୁ ୧୧ ଜଣ ପିଲା ଅଛନ୍ତି। ତେବେ ସମସ୍ତଙ୍କୁ ସମାନ ଭାବରେ କିପରି ବଣ୍ଟା ଯାଇ ପାରିବ?

ଉତ୍ତର- ଆମ୍ବ ର ଜୁସ ତିଆରି କରି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button