ମନୋରଞ୍ଜନ

ବାଛନ୍ତୁ ନିଜ ପସନ୍ଦ ର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଚେହେରାର କେଉଁ ଜିନିଷ ତାଙ୍କୁ ଇମ୍ପ୍ରେସ କରିଥାଏ ? Love Quiz Game

ବାଛନ୍ତୁ ଏଥିରୁ ଗୋଟିଏ ନମ୍ବର ଜାଣନ୍ତୁ ଆପଣଙ୍କ ଚେହେରାର କେଉଁ ଅଙ୍ଗ ତାଙ୍କୁ ଆକର୍ଷିତ କରୁଛି । ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ବହୁତ ସୁନ୍ଦର ଚିତ୍ତାକର୍ଷକ କୁଇଜ୍ ଖେଳ ନେଇ ଆସିଛୁ । ଏହି ଖେଳ ଅନୂସାରେ ଏଠାରେ ଆପଣଙ୍କୁ କିଛି ନମ୍ବର ଦିଆ ଯାଇଛି ଯେଉଁଥିରୁ ଆପଣଙ୍କୁ କୈାଣସି ଗୋଟିଏ ନମ୍ବର ବାଛିବାକୁ ପଡ଼ିବ, ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ଦିଆଯିବ । ଦେଖିବା ଆପଣ ବାଛିଥିବା ନମ୍ବରରୁ ତାଙ୍କୁ ଆପଣଙ୍କ ମୁହଁର କେଉଁ ଜିନିଷ ତାଙ୍କୁ ପ୍ରଭାବିତ କରୁଛି ।

ବାଛନ୍ତୁ ଏଥିରୁ କୈାଣସି ଗୋଟିଏ ନମ୍ବର ୧, ୨, ୩, ୪, ୫, ୬, ୭, ୮, ୯, ୧୦ । ତେବେ ଆସନ୍ତୁ ଆମେ ଏହି ଖେଳଟିକୁ ଆରମ୍ଭ କରିବା ।୧- ସର୍ବପ୍ରଥମେ କଥା ହେବା ତାଙ୍କର ଯିଏ ନଂ-୧ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୧ ତେବେ ଉତ୍ତର ହେବ ଆପଣଙ୍କ ହସ ।

୨- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୨ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୨ ତେବେ ଉତ୍ତର ହେବ ଆପଣଙ୍କ ସୁନ୍ଦରତା ।

୩- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୩ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୩ ତେବେ ଉତ୍ତର ହେବ ଆପଣଙ୍କ ଉଚ୍ଚତା ।

୪- ଏବେ କଥା ହେବା ତାଙ୍କର ଯେଉଁମାନେ ନମ୍ବର-୪ ବାଛିଛନ୍ତି । ଜଦି ଆପଣ ନଂ-୪ ବାଛିଛନ୍ତି ତେବେ ଉତ୍ତର ହେବ ଆପଣଙ୍କ ସ୍ଵର ।

୫- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୫ ବାଛିଛନ୍ତି । ଜଦି ଆପଣ ନଂ-୫ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ଆଖି ।

୬- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୬ ବାଛିଛନ୍ତି । ଜଦି ଆପଣ ନଂ-୬ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ଓଠ ।

୭- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୭ ବାଛିଛନ୍ତି । ଜଦି ଆପଣ ନଂ-୭ ବାଛିଛନ୍ତି ତେବେ ଉତ୍ତର ହେବ ଆପଣଙ୍କ ଅଭିମାନ କରିବା ।

୮- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୮ ବାଛିଛନ୍ତି । ଜଦି ଆପଣ ନଂ-୮ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ମନୋଭାବ ।

୯- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୯ ବାଛିଛନ୍ତି । ଜଦି ଆପଣ ନଂ-୯ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ସତେଜତା ।

୧୦- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୧୦ ବାଛିଛନ୍ତି । ଜଦି ଆପଣ ନଂ-୧୦ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ଚାହାଣୀ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button