ଜୀବନରେ ଯେତେବେଳେ ମାନ ସଂମ୍ମାନ ରହେ ନାହିଁ ବା ଧନ ହାନି ହୋଇଥାଏ । ଜୀବନରେ ଶାନ୍ତି ନଥାଏ ଖୁସି ନଥାଏ ଏବଂ ବ୍ୟବସାୟରେ ମଧ୍ୟ ଭଲ ଲାଭ ହୋଇଥାଏ । ସବୁ ବେଳେ ଅସୁବିଧା ଲାଗି ରହିଥାଏ ଓ ଚିନ୍ତାରେ ରହୁଥାଏ । ତେବେ ଆପଣ ସବୁ ଜିନିଷ ଛାଡି କେବଳ ଶନିବାର ଦିନ ଗୋଟିଏ ଉପାୟ କରନ୍ତୁ ଯାହା ଆପଣ ବହୁତ ଉପକୃତ ହେବେ । କିଛି ଲୋକ ଏହାକୁ ମାନିଥାନ୍ତି କି ଯଦି ଶନିବାର ଦିନ ଏହି ଉପାୟ ଯଦି ଆପଣ କରନ୍ତି ତେବେ ଖୁବ ଶୀଘ୍ର ଏଥିରେ ଆପଣଙ୍କର ସମସ୍ଯା ଦୂରେଇଯିବା ସହିତ ବହୁତ ଖୁସି ରେ ରହିବେ । ଆପଣଙ୍କର ଘର ପାଖର କୌଣସି ଏକ ପୁରୁଣା ଓସ୍ଥ ଗଛ ପାଉଚନ୍ତି ମନେ କରନ୍ତୁ ସେଠାରେ ପୂଜା ହେଉଛି ବା ଫୁଲ ଫଳ ହେଉଛି ତେବେ ଆପଣ ସେହି ଗଛ ନିକଟରେ ଏହି ଉପାୟ କରିବାର ଅଛି । ସକାଳୁ ଉଠି ସ୍ନାନ ସାରିବା ପରେ ଗୋଟିଏ ନୋଟାରେ ପାଣି ଓ କିଛି କଳା ରାସୀ ନେଇ ଅର୍ପଣ କରିବା ହେତୁ ଆପଣଙ୍କର ପୂର୍ବଜ ମାନେ ଆପଣଙ୍କ ଉପରେ ବହୁତ ସନ୍ତୁଷ୍ଟ ହୁଅନ୍ତି ଆପଣଙ୍କୁ ବହୁତ ସାହାର୍ଯ୍ୟ କରନ୍ତି । କୌଣସି ଏକ ଶନିବାର ଦିନ ଆପଣ ସୂର୍ଯ୍ୟଙ୍କ ଅସ୍ତ ହେବ ମାତ୍ରେ ଆପଣ କହିବାକୁ ଗଲେ ପୁରା ଶାନ୍ତି ବାତାବରଣ ଥିବା ସମୟରେ ଯେଉଁ ଜାଗାରେ ଏକ ପୁରୁଣା ଓସ୍ଥ ଗଛ ପାଖକୁ ଯାଅନ୍ତୁ ଓ ଗଲା ବେଳେ ସେଠାକୁ ଏକ ନାଲି ରଙ୍ଗର ସୂତା, ନାଲି ରଙ୍ଗର କପଡା ଓ ଏକ ମାଟିର ଦୀପରେ ଆପଣ ଘିଅ ଦେଇ ସେହି ଦୀପକୁ ଜାଲନ୍ତୁ ସେଥିରେ କିଛି କଳା ରାସୀ ମଧ୍ୟ ପକାନ୍ତୁ । ସେଠାରେ ଶାନ୍ତିରେ ବସନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ । ଏହାପରେ ସେହି ଗଛରୁ ଏକ ପାତ୍ର ଆଣି ସେଥିରେ ନେଇଥିବା ନାଲି ରଙ୍ଗରେ ଆପଣଙ୍କର ଯାହା ମନ କାମନା ଅଛି ସେଥିରେ ଲେଖନ୍ତୁ ଓ ଏହା ପରେ ସେଥିରେ ଓମ ହ୍ରୀଙ୍ଗ ବଟ ସ୍ଵାହା ଲେଖନ୍ତୁ । ଆପଣ ଯେଉଁ ପତ୍ରକୁ ଛିଣ୍ଡାଇ ସେଥିରେ ନିଜର କିଛି କଥା ଲେଖିଥିବା ମନ କାମନା ତାକୁ ଏକ ନାଲି ରଙ୍ଗର କପଡାରେ ବାନ୍ଧି ଯେଉଁ ଡାଳରୁ ଆଣିଥିରେ ସେହି ଡାଳରେ ନେଇ ୭ ଥର ବୁଲାଇ ବାନ୍ଧି ଦିଅନ୍ତୁ । ଏହା ପରେ ଆପଣ ନାଲି ସୂତାକୁ ନିଜ ହାତରେ ବାନ୍ଧି ଯଦି ଆପଣ ପୁରୁଷ ତେବେ ଡାହାଣ ହାତ ଓ ଯଦି ନାରୀ ତେବେ ବାମ ହାତରେ ବାନ୍ଧି ସେଠାରେ ହନୁମାନ ଚାଳିଶ ପାଠ କରନ୍ତୁ । ଏହି କାମ କଲାବେଳେ ଆପଣ ହନୁମାନ ଚାଳିଶା ପାଠ କରି ଏହି କର୍ମ କରିବା ଦରକାର । ତେବେ ଯାଇ ସେଥିରେ ସଫଳତା ମିଳିବ । ଏହାପରେ ସେଠାରେ ଶାନ୍ତିରେ ବସି ଏହି ମନ୍ତ୍ରକୁ ଜପ କରନ୍ତୁ । ଓମ ହ୍ରୀଙ୍ଗ ବଟ ସ୍ଵାହା କୁ ଆପଣ ଯେତିକି ପାରୁଛନ୍ତି ସେତିକି କରିବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ୨୭ ଥର ବା ୨୫୧ଥର ସେଠାରେ ମନରେ ଉଚାରଣ କରନ୍ତୁ । କରିସାରିଲା ପରେ ଆପଣ ନେଇଥିବା ନାଲି କପଡାରେ ଗୋଟିଏ ମୁଠା ମାଟି ଆଣି ସେହି ନାଲି କପଡାରେ ଗୁରାଇ ନିଜ ଘରକୁ ଆଣନ୍ତୁ । ଏହାପରେ ଆପଣ ସେହି ମାଟିକୁ ନିଜେ ରଖୁଥିବା ଧନ ଠାରେ ରଖନ୍ତୁ ଯଦି ଆପଣ ବ୍ୟବସାୟୀ ଅଟନ୍ତି ତେବେ ଆପଣ ନିଜର ଟଙ୍କା ବାସ୍କ ଉପରେ ରଖନ୍ତୁ । ଏହା ଆପଣ ଶନିବାର ଦିନ ଠାରୁ ୭ ଦିନ ପର୍ଯ୍ୟନ୍ତ କରିପାରନ୍ତି ବା ୭ ଟି ଶନିବାର ମଧ୍ୟ କରିପାରନ୍ତି । ଯାହା ଦ୍ଵାରା ଆପଣଙ୍କର ଯେଉଁ ମନ କାମନା ଲେଖିଥିଲେ ପୂର୍ଣ ହୋଇଯିବ ।

ପିଲା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପରୀକ୍ଷା ବିଷୟରେ କହିବୁ ଯାହାର ନାମ ଆଇଏଏସ ପରୀକ୍ଷା ଅଟେ । ଏହି ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷାରେ ପାସ କରିବା ବହୁତ କଠିନ ହୋଇଥାଏ । ଏହି ପରୀକ୍ଷାରେ କେବଳ ଆପଣଙ୍କ ଜ୍ଞାନର ପରୀକ୍ଷା ହୋଇ ନ ଥାଏ, ଜ୍ଞାନ ସହିତ ଆପଣଙ୍କ ବ୍ୟକ୍ତିତ୍ବର ବି ପରୀକ୍ଷା ହୋଇଥାଏ ।
ଆଜି ଆମେ ଆପଣଙ୍କୁ ଆଇଏଏସ ପରୀକ୍ଷାର କିଛି କଷ୍ଟକର ପ୍ରଶ୍ନ ଓ ସେହି ପ୍ରଶ୍ନ ପାଇଁ ଦିଆଯାଇଥିବା ଉତ୍ତର ବିଷୟରେ କହିବାକୁ ଯାଉଛୁ । ତେବେ ଚାଳନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ।
୧ – ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଉତ୍ତର ସବୁବେଳେ ବଦଳୀ ଥାଏ ?
ଉତ୍ତର – ସମୟ କେତେ ହେଲା ।
୨ – ଏମିତି ସେ କେଉଁ ଜିନିଷ ଯିଏ ସମୁଦ୍ରରେ ଜନ୍ମ ହୋଇ ଆପଣଙ୍କର ଘରେ ରୁହେ ?

ଉତ୍ତର – ଲୁଣ
୩ – କୁହନ୍ତୁ , ଆମ ଶରୀରର ସେ କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଢ଼ିନଥାଏ ?
ଉତ୍ତର – ଆଖିର କାନିଆଁ
୪ – ୧୦୦ରୁ ୧୦ ଆପଣ କେତେ ଥର ହଟାଇ ପାରିବେ ?
ଉତ୍ତର – ଏକ ଥର
୫ – ସେ ସବୁ ଜିନିଷକୁ ଓଲଟାଇ ଦିଏ ହେଲେ ସେ ନିଜକୁ ହଲାଇ ପାରେନା , ସେ କିଏ ?

ଉତ୍ତର – ଆଇନା
୬ – ସେ କିଏ ଯିଏ ତାର ଘରୁ ବାହାରକୁ ବାହାରିଲା ପରେ ମୁଣ୍ଡ ଗଡେଇ ମମରିଥାଏ ?
ଉତ୍ତର – ଦିଆସିଲି କାଠି
୭ – ଗୋଟିଏ କାଠିର ଶୁଣ କାହାଣୀ ଭାରି ରହିଛି ସେଥିରେ ମିଠା ପାଣି ?

ଉତ୍ତର – ଆଖୁ
୮ – ସେ କିଏ ଯିଏ ଆପଣଙ୍କର ନାକ ଉପରେ ବସିକି କାନକୁ ଧରିଥାଏ ?
ଉତ୍ତର – ଚଷମା
୯ – ଏମିତି ସେ କେଉଁ ଜିନିଷ ଯାହାକୁ ଆମେ ଆମର ଜୀବନ କାଳ ଭିତରେ ୨ ଆଗଣାରେ ମିଳିଥାଏ ହେଲେ ୩ ଥର କୁ ଆମକୁ ମାଗଣାରେ ମିଳିନଥାଏ ?
ଉତ୍ତର – ଦାନ୍ତ
୧୦ – ଗୋଟିଏ ମଶା ମୁହଁରେ କେତୋଟି ଦାନ୍ତ ଥାଏ ?
ଉତ୍ତର – ୪୭ ଟି




