ଜ୍ୟୋତିଷ

କାଗଜରେ ଏହାକୁ ଲେଖି ଜଳାଇ ଦିଅନ୍ତୁ, ଯାହାବି ଇଚ୍ଛା ଥିବା ହେଇଯିବ ପୁରା

ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ କହିବୁ ଯାହା କି ବହୁତ ହିଁ ସରଲ ଓ ସହଜ ଅଟେ । ଏହି ଉପାୟକୁ କରିବା ଦ୍ୱାରା ଆପଣ ଆପଣଙ୍କ ଜୀବନରୁ ସବୁ ଅସୁବିଧାକୁ ଦୂରେଇ ଦେଇ ପାରିବେ । ଏହା ଛଡା ଆପଣଙ୍କର କିଛି ମନସ୍କାମନା ଅଛି ତେବେ ତାହା ବି ନିଶ୍ଚିତ ପୂରଣ ହେବ । ଏହି ଉପାୟକୁ କରିବା ପୂର୍ବରୁ ଏହାକୁ ଭଲ ଭାବରେ ବୁଝନ୍ତୁ ଓ ଏହା ପରେ ହିଁ କରନ୍ତୁ । ଏହି ଉପାୟକୁ ଆପଣଙ୍କୁ ସନ୍ଧ୍ୟାବେଳେ କରିବାକୁ ପଡିବ ।

ଆପଣଙ୍କର ଯେ କୌଣସି ବି ସମସ୍ୟା ଥାଉନା କାହିଁକି, କିନ୍ତୁ ଯଦି ଆପଣ ଏହି ଉପାୟଟି କରୁଛନ୍ତି ତେବେ ଆପଣ ଏଥିରୁ ତୁରନ୍ତ ଫଳ ପ୍ରାପ୍ତି କରିପାରିବେ । ସାଧାରଣ ଭାବେ ସବୁ ମନୁଷ୍ୟର କିଛି ନା କିଛି ଅସୁବିଧା ରହିଥାଏ । କିନ୍ତୁ ଯଦି ଆପଣ ବହୁତ ସମୟ ଧରି କିଛି ସମସ୍ୟା କିମ୍ବା ଅସୁବିଧାରେ ଫସି ରହିଛନ୍ତି କିମ୍ବା ଅନେକ ଦିନରୁ କୌଣସି ଅସୁବିଧାରେ ଘେରି ରହିଛନ୍ତି,

ତେବେ ଏମିତିରେ ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତେବେ ଆପଣଙ୍କ ସବୁ ଚିନ୍ତା ଦୂର ହୋଇଯିବ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ଜଣାଇବା । ଆପଣଙ୍କର କୌଣସି ଅସୁବିଧା କିମ୍ବା ମନସ୍କାମନା ଅଛି ତେବେ ତାକୁ ଏକ ଧଳା କାଗଜରେ ଲେଖନ୍ତୁ । ଏହା ପରେ ଅଳ୍ପ କିଛି ଗୁଗୁଳ କିମ୍ବା ଝୁଣାକୁ କୌଣସି ଝୁଣା ଦାନି ଉପରେ ଜଳାନ୍ତୁ । ଯଦି ଝୁଣା ଦାନି ନାହିଁ ତେବେ ଆପଣ ଏକ ଲୁହା ପାତ୍ର ଉପରେ ଅଳ୍ପ ଅଳ୍ପ ଝୁଣା ପକାଇ ଏହାକୁ ଜଳାନ୍ତୁ ।

ଏହାକୁ ଜଳାଇବା ଦ୍ୱାରା ଏହା ସେହିଭଳି ଜଳିଥାଏ ଯେଉଁଭଳି ଭାବରେ ଝୁଣା ଦୀପ ଜଳିଥାଏ । ସେହି ଧୂଆଁ ସହିତ ସେହି କାଗଜ ଯେଉଁଥିରେ ଆପଣଙ୍କ ମନସ୍କାମନା କିମ୍ବା ଅସୁବିଧା ସବୁ ଲେଖିଥିଲେ ସେହି କାଗଜକୁ ଜଳାଇ ଦିଅନ୍ତୁ । ଆପଣ ଏହି ଉପାୟକୁ ଆପଣଙ୍କ ଘର ଭିତରେ ଭଗବାନଙ୍କ ଫଟୋ ସାମ୍ନାରେ ରଖି କରନ୍ତୁ । ଏହି ଫଟୋ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ହୋଇଥିବା ଦରକାର ।

ଯେତେବେଳେ ଏହି କାଗଜକୁ ଜଳାଇବେ ସେତେବେଳେ ଆପଣ ଆପଣଙ୍କର ଦୁଇ ଆଖି ବନ୍ଦ କରି, ସେହି କାଗଜରେ ଲେଖିଥିବା କଥାକୁ ନିଜ ମନ ଭିତରେ ଅଧ ଘଣ୍ଟା ପର୍ଯ୍ୟନ୍ତ କୁହନ୍ତୁ । ଯଦି ଆପଣ ଚାହିଁବେ ତେବେ ଏହାକୁ ପନ୍ଦର ମିନିଟ ପର୍ଯ୍ୟନ୍ତ ବି କରିପାରିବେ । ଏହି ଉପାୟକୁ ସନ୍ଧ୍ୟା ବେଳେ ହିଁ କରନ୍ତୁ ।

ଏହାକୁ କରିବା ଦ୍ୱାରା ଆପଣଙ୍କୁ ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିବ । ଆପଙ୍କୁ ଜୀବନରେ ସୁଖ ସମୃଦ୍ଧି ଓ ଧନ ଆପଣଙ୍କ ଆଡକୁ ଆକର୍ଷିତ ହେବାକୁ ଲାଗିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button