ଦେଶ- ବିଦେଶ

ଆଜି ଏଠାରେ ଆପଣମାନଙ୍କୁ କହିବାକୁ ଯାଉଛି କି କଣ ପାଇଁ ପର୍ଶୁରାମ କର୍ଣ୍ଣଙ୍କୁ ଅଭିଶାପ ଦେଇଥିଲେ । ଛୋଟବେଳୁ ହିଁ କର୍ଣ୍ଣଙ୍କୁ ଧନ୍ୟୁର୍ବିଦ୍ୟାରେ କିଛି ଅଧିକ ରୁଚି ରହିଥିଲା । ଏବଂ ସେ ଏଥି ପାଇଁ ଥରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଯାଇଥିଲେ ହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ମନା କରିଦେଲେ, ସେ କର୍ଣ୍ଣଙ୍କୁ କହିଥିଲେ କି ମୁଁ ଏକ ରାଜଗୁରୁ ଏବଂ ମୁଁ ରାଜକୁମାର ମାନଙ୍କୁ ହିଁ କେବଳ ଶିକ୍ଷା ପ୍ରଦାନ କରିଥାଏ । କର୍ଣ୍ଣ ପୁଣି ଥରେ ଅନୁରୋଧ କରିବା ପରେ ଗୁରୁ କହିଲେ ଏକ ସୁପୁତ୍ର କାହାର ର ସାଙ୍ଗ ହେବାକୁ ପଡିବ ଅସ୍ତଶସ୍ତ୍ର ଚଳେଇବା ପାଇଁ ନୁହେଁ । କର୍ଣ୍ଣଙ୍କୁ ଏପରି କଥା ଶୁଣି ରାଗ ଆସିଲା ଏବଂ ସେ ପ୍ରତିଜ୍ଞା କଲେ କି ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ଗୁରୁଙ୍କ ଠାରୁ ସେ ଶିକ୍ଷା ପ୍ରାପ୍ତି କରିବେ ଏବଂ ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟଙ୍କ ଠାରୁ ମଧ୍ୟ ଭଲ ଧନୁର୍ଦ୍ଧାରି ହେବେ । ତାପରେ କାର୍ଣ୍ଣଙ୍କ ପର୍ଶୁରାମଙ୍କ ପାଖକୁ ଧନୁର୍ବିଦ୍ୟା ଶିଖିବାକୁ ଯାଇଥିଲେ । ସେ ତାଙ୍କର ପରିଚୟରେ ଏକ ବ୍ରାହ୍ମଣ ବୋଲି କହିଥିଲେ କାହିଁକିନା ପର୍ଶୁରାମ କେବଳ ବ୍ରାହ୍ମଣଙ୍କୁ ହିଁ ତାଙ୍କର ଶିଷ୍ୟରୂପେ ଗ୍ରହଣ କରୁଥିଲେ । ପର୍ଶୁରାମ କର୍ଣ୍ଣଙ୍କୁ ତାଙ୍କ ଶିଷ୍ୟ କରିଦେଲେ ଏବଂ ତାଙ୍କର ସବୁ ବିଦ୍ୟା କର୍ଣ୍ଣଙ୍କୁ ଶିଖାଇଲେ । ଗୋଟେ ଦିନ ପର୍ଶୁରାମ ଏବଂ କର୍ଣ୍ଣ ବଣକୁ ଯାଉଥିଲେ ଏବଂ ଥକ୍କା ଲାଗିବ କାରଣରୁ ବିଶ୍ରାମ ନେବା ପାଇଁ ପର୍ଶୁରାମ ରାସ୍ତା ରେ ହିଁ ଅଟକିଲେ,ଶୋଇଥିବା ସମୟରେ ଯେମିତି ପର୍ଶୁରାମ କିଛି ଅସୁବିଧା ନହୁଏ ଏଥିପାଇଁ କର୍ଣ୍ଣ ତାଙ୍କ ମୁଣ୍ଡ ନିଜ କୋଳରେ ରଖିବା ପାଈଁ କହିଲେ । ବିଶ୍ରାମ କରୁଥିବା ମଝିରେ ଏକ କୀଟ କର୍ଣ୍ଣଙ୍କ ଜଂଘ କୁ କାମୁଡ଼ିଦେଲା ହେଲେ କର୍ଣ୍ଣ ପର୍ଶୁରାମଙ୍କ ନିଦ ଭାଙ୍ଗିବାକୁ ଚାହୁଁନଥିଲେ, ଏଥିପାଇଁ ସେ ସେହିଠାରେ ବସି କଷ୍ଟ ସହିଲେ । କୀଟଟି କର୍ଣ୍ଣଙ୍କୁ କାମୁଡି ବହୁତ ବଡ଼ ଘା କରିଦେଇଥିଲା ଯେଉଁଥିପାଇଁ ରକ୍ତ ବାହାରିବାକୁ ଲାଗିଲା । ଧୀରେ ଧୀରେ ରକ୍ତ ର ଧାର ପର୍ଶୁରାମଙ୍କ ଦେହରେ ଯାଇଲାଗିଲା ଏବଂ ତାଙ୍କ ନିଦ ଭାଙ୍ଗିଗଲା । ପର୍ଶୁରାମ ଦେଖିଲେ ତାଙ୍କ ଆଖପାଖରେ ବହୁତ ରକ୍ତ ପଡିଥିଲା, ଏହା ଦେଖି ସେ କର୍ଣ୍ଣଙ୍କୁ ପଚାରିଲେ ଏ କାହାର ରକ୍ତ,କର୍ଣ୍ଣ ସବୁକଥା ପର୍ଶୁରାମଙ୍କୁ କହିଲେ । ଏହାଶୁଣି ପର୍ଶୁରାମ କହିଲେ ତମେ ବ୍ରାହ୍ମଣ ହୋଇପାରିବ ନାହିଁ । କୀଟର ଘା କରିବା ପରେ ବି ତମେ ନ ହଲିକି ସେମିତି ଗୋଟେ ଜାଗାରେ ବସି ରହିଥିଲ ଏମିତି ତ କେବଳ ଗୋଟିଏ କ୍ଷତ୍ରିୟ ହିଁ କରିପାରେ । ମତେ କୁହ ତମେ କିଏ ? ତାପରେ କର୍ଣ୍ଣ କହିଲେ କି ସେ ଏକ ସୁପୁତ୍ର ଅଟନ୍ତି । ସେତେବେଳକୁ ପର୍ଶୁରାମଙ୍କୁ ଜଣାପଡିସାରିଥିଲା କି କାର୍ଣ୍ଣ ଏକ କ୍ଷତ୍ରିୟ ବୋଲି । କର୍ଣ୍ଣଙ୍କର ଏପରି ମିଛ କଥା ପାଇଁ ପର୍ଶୁରାମ ବହୁତ ରାଗିଗଲେ ଏବଂ କହିଲେ କି ତମେ ଛଳନା କରି ବିଦ୍ୟା ପ୍ରାପ୍ତି କରିଛ ଏବଂ ତମର ମୃତ୍ୟୁ ବି ଛଳନା ରେ ହିଁ ହବ । ମୁଁ ଶିଖାଇଥିବା ବିଦ୍ୟା ଯେତେବେଳେ ତମର ସବୁଠାରୁ ଅଧିକା ଆବଶ୍ୟକ ପଡିବ ସେତେବେକେ ତମେ ସବୁ ବିଦ୍ୟା ଭୁଲିଯିବ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । 

ମହାପୁରୁଷଙ୍କ ଦ୍ଵାରା ରଚିତ ୬୦୦ ବର୍ଷ ତଳର କାଳଯଇ ଲେଖା କିମ୍ବା ଆଗତ ଭବିଷ୍ୟତ ବର୍ତ୍ତମାନ ସମୟରେ ସତ୍ୟତା ରୂପରେ ପ୍ରମାଣିତ ହେଉଛି । କହିବାକୁ ଗଲେ ବହୁ ମହାପୁରୁଷମାନେ ସତ୍ୟ, ତ୍ରେତୟା, ଦ୍ଵାପର ଓ କଲି ଯୁଗକୁ ନେଇ ଭବିଷ୍ୟତ ବାଣୀ କରିଛନ୍ତି । ସେହିଭଳି କଳିଯୁଗରେ ଭବିଷ୍ୟତ ବିଷୟରେ ମହାପୁରୁଷଙ୍କ କହିବା ଅଟେ କି ଦିନେ ନା ଦିନେ ଚୀନ ଓ ଭାରତ ମଧ୍ୟରେ ବଡ ମାତ୍ରରେ ଯୁଧ୍ୟ ହେବ ।

କୁହାଯାଏ କି ୧୮ ଦିନର ମହାଭାରତ ଅର୍ଥାତ ବାକି ଥିବା ମହାଭାରତ ବର୍ତ୍ତମାନ ଏହି କଲି ଯୁଗରେ ପୂର୍ଣ ହେବ । ଅର୍ଥାତ ବିଶ୍ଵ ଯୁଧ୍ୟ ହେବ । ମହାପୁରୁଷ ଆଗକୁ କହୁଛନ୍ତି କି ଯେଉଁ ସମୟରେ ୪ଟି ଗ୍ରହଣ ପଡିବ ସେହି ସମୟରେ ଏହି ବିଶ୍ଵ ଯୁଧ୍ୟ ଆରମ୍ଭ ହେବ ।

ମହାଭାରତରେ ଯେଉଁ ଯୁଧ୍ୟ ବାକି ରହି ଯାଇଛି ତାହା ବର୍ତ୍ତମାନ ସମୟରେ ପୂର୍ଣ ହେବ । ଏହା ଛଡା ଚୀନ ଏକ ବିଶ୍ଵାସଘାତକ ଦେଶ ଅଟେ ବୋଲି ମହାପୁରୁଷ ମାନେ ନିଜର ରଚିତ ଗ୍ରନ୍ଥରେ ବି ଲେଖିଛନ୍ତି । ଚୀନ ଭାରତର କିଛି ଅଂସକୁ ଅଧିକାର କରି ନେବ । ଏହା ସହିତ ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି କି ଚୀନକୁ କେବେ ବି ବିଶ୍ଵାସ କରନ୍ତୁ ନାହିଁ ।

ଅର୍ଥାତ ଚୀନ ସବୁବେଳେ ନିଜର ସ୍ଵାର୍ଥକୁ ଦେଖିବ । ଚୀନ ଭାରତ ସହ ବାଣିଜ୍ୟ କାରବାରକୁ ବୁଦ୍ଧି କରି ଶେଷରେ ଭାରତରେ ନିଜ ଦେଶରେ ଉତ୍ପାଦ ସବୁ ଜିନିଷକୁ ବିକ୍ରି କରିବ । କିନ୍ତୁ ଭାରତ ସହ ବିଶ୍ଵାସଘାତକ ବି ଚୀନ କରିବ । କହିବାକୁ ଗଲେ ଚୀନ ସହ ଭାରତର ବିବାଦ ବିଷୟରେ ମହାପୁରୁଷମାନେ ଆଗରୁ ହିଁ କହିଦେଇ ଯାଇଛନ୍ତି ।

 

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button