ମନୋରଞ୍ଜନ

ଲାଲୁ ଥାନାରେ ଯାଇ କମ୍ପ୍ଲେନ କରିଲା କି ଇନ୍ସପେକ୍ଟର କାଲି ରାତିରେ ଚୋର ମୋର ଟିଭିକୁ ଛାଡି ଆଉ ସବୁ ଚୋରି କରି ନେଇଗଲା ଇନିସ୍ପେକ୍ଟର ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଟିଭିକୁ କାହିଁକି ଛାଡି ଦେଲା ?

ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।

ଏମିତିରେ ଜୀବନର ସବୁ ମୁହୂର୍ତକୁ ସୁଖମୟ କରନ୍ତୁ । ନିଜେ ବି ଆନନ୍ଦରେ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ବି ଜୀବନର ବ୍ୟସତତା ମଧ୍ୟରେ ହସିବ ଭୁଲି ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଭଲ ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ଦିନ ହୋଇଯିବ ଓ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।

୧ – ଗୋଟିଏ ବସ ନଦୀରେ ଖସି ପଡ଼ିଲା

ପୋଲିସ ବସ ଡ୍ରାଇଭରକୁ ପଚାରିଲା

ତୁ କେମିତି ବସ ଚଳାଉଥିଲା କି

ବସ ନଦୀରେ ଖସି ପଡ଼ିଲା ?

ଡ୍ରାଇଭର କହିଲା

ଆଜି କଣ୍ଡକ୍ଟର ଆସି ନାହିଁ

ତ ମୁଁ ପଛକୁ ଯାଇ ଟିକେଟ କାଟୁ ଥିଲି………

୨ – ଭେଣେଇ ବିବାହ ପରେ

ପ୍ରଥମ ଥର ପାଇଁ ଶଶୁର ଘରକୁ ଯାଇ ଥିଲା

ତେବେ ନିଜ ଶାଳୀମାନଙ୍କ ପାଇଁ ଉପହାରରେ

କିଛି ଚୁଡି ନେଇ ଯାଇଥିଲା

ଶାଳୀ ମାନେ ଖୁସି ହେଇ

କହିଲେ ଭେଣେଇ ଆପଣ ହିଁ ପିନ୍ଧେଇ ଦିଅନ୍ତୁ

ବେହଣେଇ କହିଲା କି

ହେ ଭଗବାନ ଏହା ଜାଣିଥିଲେ

ମୁଁ ଆଉ କିଛି ଆଣିଥାନ୍ତି…..

୩ – ଜଣେ ପୋଲିସ ଵାଲା ଜଣଙ୍କ ଘରକୁ ଯାଇ କହିଲେ

ମ୍ୟାଡମ କବାଟ ଖୋଲନ୍ତୁ

ଆପଣଙ୍କ ସ୍ଵାମୀ ଟ୍ରକ ଚକ ତଳେ ଆସି

ପାମ୍ପଡ ହୋଇ ଯାଇଛନ୍ତି

ମହିଳା ଜଣକ କହିଲା

କବାଟ ଖୋଲିବା କଣ ଦରକାର

କବାଟ ତଳେ ଗଲେଇ ଦିଅ…….

୪ – ମଣ୍ଟି ରାସ୍ତାରେ ଯାଉଥିଲା

କଦଳୀ ଚୋପା ଉପରେ ଗୋଡ଼ ପଡିଯିବାରୁ

ତାହା ଗୋଡ଼ ଖସି ଗଲା

ଓ ସେ ରାସ୍ତାରେ ପଡିଗଲା

ଏମିତ ବାରମ୍ବାର ହେଲା

ପୁଣି କିଛି ରାସ୍ତା ହାଇଛି

ପୁଣି ଥରେ ରାସ୍ତାରେ

କଦଳୀ ଚୋପା ପଡିଥିବାର ଦେଖିଲା

ଓ କହିଲା କି ଓହ ପୁଣି ଥରେ ରାସ୍ତାରେ ପଡ଼ିବାକୁ ପଡିବ……

୫ – ବଣ୍ଟି ଡାକ୍ତର ଖାନାକୁ ଗଲା

ଓ ନର୍ସକୁ କହିଲା ମୋତେ ଗୋଟିଏ ବୋତଲ ରକ୍ତ ଦରକାର

ନର୍ସ ବଣ୍ଟିକୁ ବ୍ଲଡ଼ ଗ୍ରୁପ ପଚାରିଲେ ?

ବଣ୍ଟି କହିଲା କୌଣସି ବି ଗ୍ରୁପର ଚଳିବ

ନର୍ସ କହିଲେ ଏମିତି କେମିତି ହେବ

ବଣ୍ଟି କହିଲା ରକ୍ତରେ ପ୍ରେମିକାକୁ ଚିଠି ଲେଖିବି…..

୬ – ଜଣେ ପୋଲିସ ମଣ୍ଟୁକୁ କହିଲା

ଆପଣ ବହୁତ ଭଲ ଲୋକ

ଆପଣ ସିଟ ବେଲ୍ଟ ପିନ୍ଧି ଗାଡି ଚଳାଉଛନ୍ତି

ସେଥିପାଇଁ ଆପଣଙ୍କୁ 5000 ଟଙ୍କା ପୁରସ୍କାର ମିଳିବ

ଏହା ପରେ ପୋଲିସ ପଚାରିଲେ

ଏହି ଟଙ୍କା ନେଇ ତୁମେ କଣ କରିବ ?

ସେ କହିଲା ସର୍ବପ୍ରଥମେ

ଏହି ଟଙ୍କାରେ ମୁଁ ଡ୍ରାଇଭିଙ୍ଗ ଲାଇସେନ୍ସ କରିବି…..

୭ – ଲାଲୁ ଥାନାରେ ଯାଇ କମ୍ପ୍ଲେନ କରିଲା କି

ଇନ୍ସପେକ୍ଟର କାଲି ରାତିରେ

ଚୋର ମୋର ଟିଭିକୁ ଛାଡି ଆଉ ସବୁ ଚୋରି କରିନେଇଗଲା

ଇନିସ୍ପେକ୍ଟର ଆଶ୍ଚର୍ଯ୍ୟ ହୋଇ ପଚାରିଲେ

ଟିଭିକୁ କାହିଁକି ଛାଡି ଦେଲା ?

ଲାଲୁ କହିଲା ଟିଭି ତ ମୁଁ ଦେଖୁଥିଲି………

୮. ପତ୍ନୀ ରୋମାଣ୍ଟିକ ମୁଡ ରେ – ହେଇଟି ଶୁଣୁଛ,

ଆମ ଚଉଠି ରାତିରେ ଯେତେବେଳେ ତୁମେ ମୋ ଓଢଣା ପ୍ରଥମ ଥର ଉଠାଇଥିଲ ତେବେ ତୁମକୁ କେମିତି ଲାଗିଥିଲା

ସ୍ଵାମୀ – ସତ କହିବି, ଯଦି ମୋର ହନୁମାନ ଚାଳିଶା ମାନେ ନଥାନ୍ତା ତାହେଲେ ମୁଁ ସେହି ଦିନ ହିଁ ମରି ଯାଇଥାନ୍ତି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button