ମନୋରଞ୍ଜନ

ଓଡିଆ ଜୋକ୍ସ-ରାସ୍ତାରେ ଗୋଟିଏ ଛୋଟ ପୁଅ ଏକ ଗର୍ଭବତ୍ତୀ ମହିଳାକୁ ଦେଖି ପଚାରିଲା, ତୁମ ପେଟ ଏତେ ଫୁଲିଛି କାହିଁକି, ଆଉ ତା’ ପରେ…

ହସିବା ଓ ହସାଇବା ଦୁଇଟି ହିଁ ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ । ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେତେ ଦିନ ପର୍ଯ୍ୟନ୍ତ ହସିବାକୁ ଚେଷ୍ଟା କରନ୍ତୁ । ଏମିତିରେ ଆପଣ ନିଜର ବନ୍ଧୁମାନଙ୍କ ସହ ସମୟ ବ୍ୟତୀତ କରି ଆନନ୍ଦିତ ହୋଇ ପାରିବେ । ନଚେତ କିଛି ମଜାଦାର ଜୋକ ପଢି ନିଜର ମୁଡକୁ ଫ୍ରେସ୍ସ କରି ପାରିବେ । ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ହିଁ ଜୋକ ନେଇ ଆସିଛୁ । ଏହି ଜୋକ ପଢିବା ମାତ୍ରେ ହିଁ ଆପଣଙ୍କ ଚେହେରାରେ ହସ ଚାଲି ଆସିବ ।

ଜୋକ – ୧

ସ୍ଵାମୀ ପେପ୍ସିକୁ ସାମ୍ନାରେ ରଖି ମନ ଦୁଖ କରି ବସିଥିଲା ।

ସ୍ତ୍ରୀ ଆସିଲା ଓ ପେପ୍ସି ପିଇ ଦେଲା ଓ କହିଲା ଆଜି ମନ ଦୁଖ କରି କାହିଁକି ବସିଛ ?

ସ୍ଵାମୀ – ଆଜିର ଦିନ ଖରାପ ଅଟେ !

ସକାଳେ ତୁମ ସହ ଝଗଡା ହୋଇଗଲା,

ରାସ୍ତାରେ କାର ଖରାପ ହୋଇଗଲା,

ଅଫିସରେ ଡେରିରେ ପହଞ୍ଚିବା ଦ୍ଵାରା

ବସ ଚାକିରିରୁ ବାହାର କରି ଦେଲେ,

ବର୍ତ୍ତମାନ ସୁସାଇଡ କରିବା ପାଇଁ ପେପ୍ସିରେ ବିଷ ମିଶାଇ ରଖିଥିଲି କି

ତାକୁ ବି ତୁମେ ଆସି ପିଇ ଦେଲ !!

ଜୋକ – ୨

ଶିକ୍ଷକ – ଯଦି ତୁମେ ନିଜର ବନ୍ଧୁମାନଙ୍କୁ ୫୦୦ ଟଙ୍କା ଦେଇଛ ଓ

ତାକୁ ୨୦୦ ଟଙ୍କା ଦରକାର

ତେବେ ସେ ତୁମକୁ ଆଉ କେତେ ଟଙ୍କା ଫେରାଇବ ?

ଛାତ୍ର – କିଛି ବି ନୁହେଁ ।

ଶିକ୍ଷକ – କଣ ତତେ ଗଣିତ ଜଣା ନାହିଁ ?

ଛାତ୍ର – ସାର, ଗଣିତ ତ ଜଣା ଅଛି

କିନ୍ତୁ ଆପଣ ସେହି ହାରାମୀ ସାଙ୍ଗମାନଙ୍କୁ ଜାଣି ନାହାନ୍ତି……….

 

ଜୋକ – ୩

ସ୍ତ୍ରୀ – ଶୁଣୁଛ, ମୋର ପୁରୁଣା କପଡା ଡୋନେଟ କରି ଦେଉଛି ?

ସ୍ଵାମୀ – ଫୋପାଡି ଦିଅ, ଡୋନେଟ କରିବା କଣ ଦରକାର?

ସ୍ତ୍ରୀ – ନା, ଦୁନିଆରେ ବହୁତ ଗରିବ, ଭୋକିଲା ମହିଳା ଅଛନ୍ତି, କେହି ତ ପିନ୍ଧି ନେବେ ।

ସ୍ଵାମୀ – ତୁ କେବଳ ଏତିକି ଚିନ୍ତା କର, ତୋ ସାଇଜର କପଡା ଯାହାକୁ ବି ହେବ ସେ କଣ କେବେ ଭୋକିଲା ଥିବ…..

ସ୍ଵାମୀ ବର୍ତ୍ତମାନ ଘରୁ ଫେରାର !!!!!

 

ଜୋକ – ୪

ଗୋଟିଏ ଛୋଟ ପୁଅକୁ ରାସ୍ତାରେ ଏକ ଗର୍ଭବତ୍ତୀ ମହିଳା ମିଳିଲା…..

ପୁଅ – ତୁମର ପେଟ ଏତେ ଫୁଲିଛି କାହିଁକି …….

ମହିଳା – ଏଥିରେ ମୋର ସୁନ୍ଦର ଛୁଆ ଅଛି

ପୁଅ – ଏତେ ଯଦି ସୁନ୍ଦର ଥିଲା ତ ତାକୁ ଖାଉ ଥିଲ କାହିଁକି ମୋଟି…..!!!!!

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button