ଜ୍ୟୋତିଷ

ସକାଳୁ ସକାଳୁ ଅନ୍ୟ କାହା ଘରୁ ଆଣିଲେ ଏହି ଜିନିଷଟି, ମନ ଇଚ୍ଛା ଧନ ପାଇବାର ସ୍ୱପ୍ନ ପୁରା ହେବ

ସମସ୍ତେ ଜାଣନ୍ତିକି ବର୍ଷ ଶେଷ ହେଇ ନୂଆ ଆରମ୍ଭ ହେବାକୁ ଯାଉଛି, ତେଣୁ ନୂଆ ବର୍ଷ ନୂଆ ଜିନିଷ ସହିତ ଆରମ୍ଭ କଲେ ଭଲ ଲାଗିଥାଏ ଓ ବର୍ଷ ବେଶୀ ଖୁସି ପୂର୍ଣ୍ଣ ହୋଇଥାଏ । ଆପଣଙ୍କ ନୂଆ ବର୍ଷ ମୁଁ ଖୁସି ସହ ଆରମ୍ଭ କରିବା ପାଇଁ ଯେଉଁ ଜିନିଷ ଗୁଡିକ ପୁରୁଣା ଦୁଃଖ ଘଟଣା କୁ ମନେ ପକାଉଛି ସେ ଜିନିଷ କୁ ଘରୁ  ବାହାର କରି ଦିଅନ୍ତୁ । ଯଦି ଘରେ ମନୀପ୍ଲାଣ୍ଟ ଗଛ ଲଗାଇବା, ବହୁତ୍ ଶୁଭ ହୋଇଥାଏ ।

ଏମିତିରେ ବି ଘରେ ଗଛ ଲତା ଲଗାଇବା ଫଳରେ ଘରର ବାତାବରଣ ଶୁଦ୍ଧ ହୋଇଥାଏ ।

ଚୋରି କରିବା ଖରାପ ହୋଇଥାଏ ହେଲେ ଯଦି ମନୀପ୍ଲାଣ୍ଟ ଗଛ କାହା ଘରୁ ଚୋରି କରି ନିଜ ଘରେ ଲଗେଇବେ, ତ ଭଲ ଶୁଭ ଫଳ ମିଳିଥାଏ। ଏ ଗଚ୍ଛ ର ଡାଳ ବେଶୀ ଜଲଦି ମାଡ଼ିଥାଏ। ତାକୁ କାଟିବା କୁ ପଡ଼ିଥାଏ, କେହି ଯଦି ତାକୁ ଚୋରି କରି ନିଏତ ଆପଣଙ୍କ ର କିଛି ଅସୁବିଧା ହେବନି ।

ଏ ଗଛଟି କିଣିବା ବଦଳରେ ଏହାକୁ ଚୋରି କରିବାକୁ ଚେଷ୍ଟା କରନ୍ତୁ। ଏମିତିରେ କିଛି ଭୁଲ ହେବନି, କାରଣ ଫୋପଡା ହେବା ଡାଳକୁ ଆପଣ ଆଣି ଘରେ ଲଗେଇବେ। ଆସନ୍ତୁ ଜାଣିବା ଏ ମନୀପ୍ଲାଣ୍ଟ କେମିତି ଲଗେଇବେ।

ଯଦି ଏଗଛ ଲଗେଇବାରେ ଭୁଲ୍ କରନ୍ତି ତ, ଧନ ବୃଦ୍ଧି ପରିବର୍ତ୍ତେ ହାନି ହେବାକୁ ଲାଗିବ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଠିକ୍ ଦିଗରେ ଏଗଛ ଲଗେଇଲେ, ଘରର ସୁଖ ସମୃଦ୍ଧି ବଢେ ଓ ଅର୍ଥ ହାନିରୁ ରକ୍ଷା ପାଇବେ। ଏହାକୁ ଦକ୍ଷିଣ ପୂର୍ବ ଦିଗରେ ଲଗେଇବା ଉଚିତ୍, ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବାସ କରେ ।

ଏହି ଦିଗର ଦେବତା ଗଣେଶଙ୍କୁ କୁହାଯାଏ ଓ ଶୁକ୍ର ଏଇ ଦିଗର ପ୍ରତିନିଧିକର୍ତ୍ତା ଅଟନ୍ତି । ସମସ୍ତେ ଜାଣନ୍ତି ଯେ ଗଣେଶ ଭଗବାନ୍ ଆମର ଅମଙ୍ଗଳ ସ୍ଥିତିର ବିନାଶ କରନ୍ତି ଓ ଶୁକ୍ର ସୁଖସମୃଦ୍ଧି ଆଣନ୍ତି ।

ବୁଧବାର ବା ଶୁକ୍ରବାର ଏଗଛ ନିଜ ଘରକୁ ଆଣିପାରିବେ । ଏହାକୁ ଭୁଲରେ ବି ଉତ୍ତର ପୂର୍ବ ଦିଗରେ ଲଗେଇବ ନାହିଁ । ଗଛ ପାଇ ଏଦିଗ ଅଶୁଭ କୁହାଯାଏ । ଏ କୋଣ ରେ ଆପଣ କଦଳୀ ବା ତୁଳସୀ ଲଗେଇ ପାରିବେ। କାରଣ ଏ କୋଣର ପ୍ରତିନିଧି ବୃହସ୍ପତି ହୋଇଥାନ୍ତି । ଧ୍ୟାନ ରଖନ୍ତୁ ଯେ କେବେବି ଏ ମନୀପ୍ଲାଣ୍ଟ ଗଛର କୁଣ୍ଡଟିକୁ ତଳେ ରଖିବେନି ।

ଏମିତି କଲେ ଆମଦାନୀ ମାଟି ତଳକୁ ପଳାଏ । କିଛି ଡୋର ରେ ବାନ୍ଧି ଏଗଛ ଟିକୁ ଉପରେ ଟାଙ୍ଗିଦେବେ । ଯେମିତି ସବୁବେଳେ ତୁଳସୀ ପୂଜା କରୁଛନ୍ତି ସେପରି ସବୁବେଳେ ଏଗଛ ରେ ପାଣି ଦେବେ। ତା ମଲା ପତ୍ର କାଢ଼ିବେ ଓ ତାର ସମ୍ପୂର୍ଣ୍ଣ ଧ୍ୟାନ ରଖିଲେ ଆପଣଙ୍କୁ କେବଳ ଲାଭ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button