ଦେଶ- ବିଦେଶ

ପିତାର ପେନସନକୁ ପାଇବା ପାଇଁ ଏହି ଯୁବକ ଜଣକ ଯାହା କରିଲା, ଆପଣ କେବେ ଭାବିବି ପାରିବେନି

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ସବୁଦିନ ଏମିତି କୌଣସି ନା କୌଣସି ଘଟଣା ସାମନାକୁ ଆସିଥାଏ ଯାହାକୁ ଜାଣି ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଜାଣିଲା ପରେ ଆପଣ ବି ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି ଏମିତି ବି କେହି କରି ପାରିବ ?

ଗୋଟିଏ ବ୍ୟକ୍ତି ପ୍ରଥମେ ପ୍ରଥମେ ରେଲୱେକୁ ଏକ ଚିଠି ପଠାଇ ଥିଲା । ଆପଣଙ୍କୁ କହିଦେଛୁ ଯେ ଏହି ବ୍ୟକ୍ତି ଜଣକ ପ୍ରଥମେ ପୁଅ ଥିଲା କିନ୍ତୁ ବର୍ତ୍ତମାନ ସେ ନିଜର ଲିଙ୍ଗ ପରିବର୍ତ୍ତନ କରି ନେଇଛି ।

ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କି କେହି ଏମିତି ବି କରି ପାରିବ । ବର୍ତ୍ତମାନ ଆପଣଙ୍କୁ ଏହି ଯୁବକର ପୁରା କାହାଣୀ କହିଦେଉଛୁ । ସେ ରେଲୱେକୁ ପିତାକୁ ମିଳୁଥିବା ପେନସନକୁ ତାକୁ ଦେବା ପାଇଁ ଚିଠି ଲେଖିଲା ।

ଆପଣଙ୍କୁ କହିଦେଛୁ ଯେ ତାହାର ପିତାର ମୁର୍ତ୍ୟୁ ୨୦୧୭ରେ ହୋଇ ଯାଇଛି । ସେ ଏକ ରିଟାୟର୍ଡ ରେଲୱେ କର୍ମୀ ଥିଲେ । ଯେମିତି କି ଆପଣ ସମସ୍ତ ଜାଣିଛନ୍ତି କି ରେଲୱେରେ କାମ କରୁଥିବା ଲୋକମାନଙ୍କର ପରିବାର ବାଲାଙ୍କୁ ଭଲ ପେନସନ ମିଳିଥାଏ । ମାନେ କର୍ମୀର ଯଦି ପୁଅ ନ ଥିବ କିମ୍ବା ପୁଅର ବୟସ ୨୫ ବର୍ଷରୁ କମ ଥିବା କିମ୍ବା ରେଲୱେରେ କାମ କରୁଥିବା କର୍ମୀର ପରିବାରରେ କେବଳ ଝିଅ ହିଁ ଥିବ ଓ ତାହାର ବିବାହ ହୋଇ ନ ଥିବ ତେବେ ତାହାର ପରିବାରକୁ ପେନସନ ମିଳିଥାଏ ।

ଏହି ନିୟମକୁ ସରକାର ଦ୍ଵାରା କରାଯାଇଛି । ଏହି ଯୁବକ ଟି ଏହି କଥାର ଧ୍ୟାନ ରଖି କିଛି ଏମିତି କାମ କରିଦେଲା କି ସମସ୍ତେ ତାହାର କାମ ଦେଖି ଆଶ୍ଚର୍ଯ୍ୟ ହୋଇ ରହି ଯାଇଛନ୍ତି । ବର୍ତ୍ତମାନ ଏହି ପୁରା ମାମଲାଟି ଚର୍ଚାର ବିଷୟ ହୋଇ ଯାଇଛି ।

ଏମିତି କିଏ କରିଥାଏ କି କେବକ ପେନସନ ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରି ଦେଇଛି, ଆପଣଙ୍କୁ କହିଦେଛୁ ଯେ ବର୍ଷ ୨୦୧୮ରେ ଚେନ୍ନଈ ସ୍ଥିତ ରେଲୱେ ଅଫିସ ଏକ ଚିଠି ଆସିଲା ଯାହା ପରେ ଏହି ପୁରା ମାମଲାଟି ସାମନାକୁ ଆସିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button