ଅପରାଧ

୧୫ ବର୍ଷର ଝିଅ ରେପ କାରଣରୁ ହେଲା ଗର୍ଭବତୀ, ଆଉ ତା ପରେ…

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ପଢିବା ପରେ ଆପଣ ସମସ୍ତେ ଏହା ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି କଣ ସତରେ ଆମ ଦେଶରେ ଏହା ସବୁ ବି ହୋଇପାରେ । ଏହି ପୋସ୍ଟକୁ ପଢିବା ପରେ ଆପଣମାନେ ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି ଆମ ଦେଶର ଲୋକମାନଙ୍କର ମାନସିକତା ସ୍ତର କେତେ ତଳକୁ ଖସି ଯାଇଛି । ସବୁଦିନ ଆମ ସାମନାରେ ଏହିଭଳି ମାମଲା ସାମନାକୁ ଆସିଥାଏ ଯାହା ବିଷୟରେ ଶୁଣି ଆମର ଆତ୍ମା କାନ୍ଦି ଉଠେ । କହିବାକୁ ଗଲେ ବର୍ତ୍ତମାନ ସମୟରେ କିଛି ବି ହୋଇପାରେ ।

ହବସର ଭୋକରେ ମଣିଷ ଏତେ ଅନ୍ଧ ହୋଇ ଯାଏ କି ଏଥିରେ ସେ ଭୁଲି ଯାଏ କି ସେ କଣ କରୁଛି, କାହା ସହିତ କରୁଛି । ଆପଣଙ୍କୁ କହିଦେଛୁ ଯେ ଏହି ମାମଲାଟି ଯମୁଆ, ଝାରଖଣ୍ଡର ଅଟେ । ଯେଉଁଠି ଗୋଟିଏ ୧୫ ବର୍ଷର ପିଲାର ପେଟରେ ଅଚାନକ ବ୍ୟଥା ହେବାକୁ ଲାଗିଲା ।

ଏହା ପରେ ପିତା ମାତା ତାକୁ ଏକ ହସ୍ପିଟାଲରେ ଦେଖାଇଲେ ତେବେ ସେଠିକାର ଡାକ୍ତରମାନେ ତାଙ୍କୁ କିଛି ଏହିଭିଳି ଉତ୍ତର ଦେଲେ ଯାହାକୁ ଶୁଣିବା ପରେ ସେମାନଙ୍କର ହୋସ ଉଡିଗଲା । ଆପଣଙ୍କୁ କହିଦେଉଛୁ ଯେ ଡାକ୍ତରମାନେ ପିଲାର ମାତା ପିତାକୁ କହିଲେ କି ତାଙ୍କର ଝିଅ ୨ ମାସର ଗର୍ଭବତୀ ଅଟେ ।

ଏହା ଶୁଣିବା ପରେ ପିତା ମାତା ନିଜର ଝିଅକୁ ଯେତେବେଳେ ଏହି ବିଷୟରେ ଝିଅକୁ ପଚାରିଲେ, ତେବେ ଝିଅଟି କାନ୍ଦି କାନ୍ଦି କହିଲା କି, ଯେତେବେଳେ ତାହାର ଦାଦା ଘରକୁ ଆସନ୍ତି ତେବେ ତାକୁ ନିଜ ସହିତ ତାଙ୍କ ରୁମକୁ ନେଇ ଯାଆନ୍ତି ଓ ତାହ ସହିତ ଖରାପ କାମ କରିବାକୁ ଲାଗନ୍ତି । ସେ ଧମକ ଦେଇଥିଲେ କି ଯଦି ମୁଁ କାହକୁ କିଛି କହିବି ତେବେ ସେ ମୋର ମାତା ପିତାକୁ ମାରିଦେବେ ।

ବହୁତ ଦିନ ଧରି ସେ ମୋ ସହିତ ଖରାପ କାମ କରୁଥିଲେ । ସେଥିପାଇଁ ପୀଡ଼ିତା ଏହି କଥା ବିଷୟରେ ନିଜର ମାତା ପିତାକୁ କହି ନ ଥିଲା । ଏହା ପରେ ପିତା ସଙ୍ଗେ ସଙ୍ଗେ ପୁଲିସକୁ ଏହି କଥାର ସୂଚନା ଦେଲେ ଓ ପୀଡ଼ିତାର ବୟାନ ବି ଦର୍ଜ କରିଲେ । ଏହା ପରେ ଆରୋପି ଦାଦାକୁ ଗିରଫ୍ତାର କରାଯାଇଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button