ରାଜ୍ୟ

ହସ୍ପିଟାଲରେ ଗର୍ଭବତୀ ମହିଳାର ସାହାର୍ଯ୍ୟ ପାଇଁ କେହି ଆସିଲେ ନାହିଁ ସାମନାକୁ, ନିଜେ ହିଁ କରିବାକୁ ପଡିଲା ଡେଲିବରି, ପୁରା ଘଟଣା ଜାଣିଲେ…

କୌଣସି ମହିଳା ପାଇଁ ମା ହେବା ଦୁନିଆର ସବୁଠୁ ସୁଖଦ ସମୟ ଅଟେ । ପ୍ରେଗନେଂସୀ ସମୟରେ ମହିଳାର ବିଶେଷ ଧ୍ୟାନ ରଖାଯାଏ, ଯାହା ଦ୍ଵାରା ମା ଓ ଶିଶୁ ସୁସ୍ଥ ରହି ପାରିବେ । ଡେଲିବରି ସମୟରେ ମହିଳାକୁ ହସ୍ପିଟାଲରେ ସୁବିଧା ବି ଦିଆ ଯାଇଥାଏ । କିନ୍ତୁ ମହାରଷ୍ଟ୍ରର ନାଗପୁରରୁ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସୁଛି । କହିବାକୁ ଡେଲିବରି ସମୟରେ ମହିଳାକୁ ଅସହନୀୟ ପୀଡା ହୋଇଥାଏ, କିନ୍ତୁ ଏହି ଭଳି ସମୟରେ ମହାରଷ୍ଟ୍ରର ନାଗପୁରର ଏକ ହସ୍ପିଟାଲରେ ଜଣେ ମହିଳାକୁ ଏକୁଟିଆ ଛାଡି ଦିଆ ଗଲା । ତେବେ ଚାଲନ୍ତୁ ଜାଣିବା ପୁରା ମାମଲାଟି କଣ ଅଟେ ।

ମହିଳା ଜଣକ ନିଜେ ହିଁ କରିଲା ଡେଲିବରି

ମହିଳା ଜଣକ ମିଡିୟାକୁ କହିଲା କି ସୋମବାର ଦିନ ସନ୍ଧ୍ୟା ସମୟରେ ଯେତେବେଳ ତାକୁ ଲେବର ପେନ ହେଲା ତେବେ ତାହାକୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରା ଗଲା । ଯାହା ପରେ ବେଡ ନ ମିଳିବା କାରଣରୁ ତାକୁ ତଳେ ଜାଗା ଦିଆ ଗଲା । ଏହା ପରେ ପେନ କମ ହେବା ମାତ୍ରେ ହିଁ ଡାକ୍ତରମାନେ ସେଠୁ ଚାଲିଗଲେ । କିନ୍ତୁ ଅଧ ରାତିରେ ଯେତେବେଳ ପୁଣି ଥରେ ଲେବର ପେନ ହେଲା ତେବେ ସେଠି ସାହାର୍ଯ୍ୟ କରିବା ପାଇଁ କେହି ବି ସାମନାକୁ ଆସିଲେ ନାହିଁ ।

ଯାହା ପରେ ମହିଳା ଜଣକ ଅସହନୀୟ ପୀଡା ସହି ନିଜେ ହିଁ ନିଜର ଡେଲିବରି କରିଲା । କହିବାକୁ ଗଲେ ଏହା ପୁରା ମାମଲା ମାନବତାକୁ ଲଜ୍ଜିତ କରୁଛି ।

ପରିଜନମାନେ କରିଲେ ହସ୍ପିଟାଲରେ କମ୍ପ୍ଲେନ

ମହିଳାର କହିବା ଅଟେ କି ଯେତେବେଳେ ତାକୁ ହସ୍ପିଟାଲ ନିଆଗଲା ତେବେ ତାକୁ ତଳେ ଶୁଆଇ ଦିଆ ଗଲା, ଯାହା ପରେ ପାଖରେ ଥିବା ପରିଜନମାନେ ହସ୍ପିଟାଲରେ କମ୍ପ୍ଲେନ କରିଲେ, ତେବେ ଯାଇ ତାକୁ ଏକ ବେଡ ମିଳିଲା, କିନ୍ତୁ କୌଣସି ଡାକ୍ତର କିମ୍ବା ନର୍ସ ରାତିରେ ତାହାର ସାହାର୍ଯ୍ୟ କରିବା ପାଇଁ ଆସିଲା ନାହିଁ । କହିବାକୁ ଗଲେ ଏହା ହସ୍ପିଟାଲର ଲାପରବାହୀର ଉଦାହରଣ ଅଟେ ।

ହସ୍ପିଟାଲ ଉପରେ ଲାଗୁଛି ଲାପରବାହୀର ଆରୋପ

ମହିଳାର ସ୍ଵାମୀ ହସ୍ପିଟାଲର ପ୍ରଶାସନକୁ ଏହି ବିଷୟରେ କମ୍ପ୍ଲେନ କରିଛି । କମ୍ପ୍ଲେନ ପରେ ପ୍ରଶାସନ ଏକଶନ ନେଇ ତିନି ସଦସୀୟ କମିଟି ଯାଞ୍ଚ ବସାଇଛି । ଏହା ପରେ ମାମଲା ଉପରେ କାର୍ଯ୍ୟ ଅନୁଷ୍ଠାନ କରାଯିବ । ହସ୍ପିଟାଲର ପ୍ରଶାସନ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ ବୋଲି କହିଛି ଓ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟକାରୀ କରାଯିବ । କିନ୍ତୁ କହିବାକୁ ଗଲେ ଏହିଭଳି ଲାପରବାହୀ ମା ଓ ଶିଶୁର ଦୁଇ ଜଣଙ୍କର ଜୀବନ ବି ନେଇ ପାରିଥାନ୍ତା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button