ମନୋରଞ୍ଜନ

ଇଶା ଆମ୍ବାନୀ ଙ୍କର ବାହାଘରରେ ଖର୍ଚ୍ଚ ହେଲା ଏତେ କୋଟି, ସାମିଲ ହେଲା ଦୁନିଆରା ସବୁଠୁ ମହଙ୍ଗା ବାହାଘରରେ..

କୁହନ୍ତି କି ବାହାଘର ଜୀବନରେ ଥରେ ହିଁ ହୋଇଥାଏ । ଯଦି ଆପଣଙ୍କୁ ବାହା ହେବାର ଅଛି ତେବେ ଠିକ ସମୟରେ ଧୂମଧାମ କରି ବାହା ହୋଇଯିବା ଦରକାର । ମୁକେଶ ଅମ୍ବାନୀ ନିଜର ଝିଅ ଇଶାଙ୍କ ବାହାଘର ଆନନ୍ଦ ପରିମଲଙ୍କ ସହିତ କରିଛନ୍ତି । ଦୁଇ ଜଣଙ୍କ ପରିବାର କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ସେଥିପାଇଁ ଇଶା ଅମ୍ବାନୀଙ୍କ ବାହାଘରରେ ଖର୍ଚ୍ଚ କଲେ କୋଟି କୋଟି ଟଙ୍କା ।

ଇଶା ଅମ୍ବାନୀଙ୍କର ବାହାଘରରେ ଖର୍ଚ୍ଚ ହେଲା ଏତେ କୋଟି ଟଙ୍କା

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜର ଗୋଟିଏ ମାତ୍ର ଝିଅର ବାହାଘରରେ କୌଣସି ପ୍ରକାର କିଛି ଜିନିଷ କମି ଛାଡି ନାହାନ୍ତି । ବର୍ତ୍ତମାନ କିଛି ମିଡିୟା ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନୀଙ୍କ ଜଣେ ପରିବାର ସଦସ୍ୟ ଙ୍କ ଠାରୁ ଜଣା ପଡିଛି ଯେ ଏହା ଦେଶର ସବୁଠୁ ଧନୀ ବାହାଘର ଇଶା ଅମ୍ବାନୀ ଏବଂ ଆନ୍ଦନ ପରିମଲଙ୍କର ହୋଇଛି ।

ଏହି ବାହାଘରରେ ପାଖାପାଖି ୧ କୋଟି ଡଲାର ରୁ ବେଶି ଟଙ୍କା ଖର୍ଚ କରାଯାଇଛି କିନ୍ତୁ କିଛି ଅନ୍ୟ ସୂତ୍ରରୁ ଜଣା ପଡିଛ ଯେ ଏହା ଦୁନିଆର ସବୁଠୁ ଧନୀ ବାହାଘର ଯେଉଁଥିରେ ୧୦ କୋଟି ଡଲାର ଟଙ୍କା ଅର୍ଥ, ଭାରତୀୟ କରେନ୍ସି ଅନୁସାରେ ହିସାବ ଲଗାଇଲେ ୭୨୩ କୋଟି ଟଙ୍କା ବାହଘର ରେ ଖର୍ଚ୍ଚ ହୋଇଛି ।

ବାହାଘରରେ ବହୁତ ବଡ ବଡ ଭିଆଇପି ଆସିଥିଲେ । ଯେଉଁଥିରେ ସିନେମା ଜଗତର ଏବଂ ରାଜନୀତି ଜଗତର ସମସ୍ତ ସେଲିବ୍ରେଟି ଆସିଥିଲେ । ବାହାଘର ଅମ୍ବାନୀଙ୍କର ଆବାସ ଐଂଟିଲିୟା ରେ ହୋଇଥିଲା । ସେଥିପାଇଁ ଜୁହୂ ଏରିଯୟାରେ କଡା ସିକ୍ଯୋରିଟୀ ରଖା ଯାଇଥିଲା । ଏକ ରିପୋର୍ଟସ ଅନୁସାରେ ପୁଲିସ ମାନେ କହିଲେ କି ଅତିଥିମାନଙ୍କର ଯିବା ଆସିବା ସମୟରେ ସକାଳେ ଅଳ୍ପ ଜାମ ହୋଇଥିଲା କିନ୍ତୁ ସିକ୍ଯୋରିଟୀ ଏତେ ଟାଇଟ ଥିଲା କି କିଏ ବିନା ପରିଚୟରେ ଭିତରକୁ ଯାଇ ନାହିଁ । ମୁକେଶ ଅମ୍ବାନୀଙ୍କ ବାହାଘରରେ ପାଖାପାଖି ୬୦୦ ଲୋକମାନେ ସାମିଲ ହୋଇଥିଲେ ।

ସଙ୍ଗୀତ ସମୟରେ ପୁରା ବଲୀଉଡ ଉଦୟପୁର ପୈଲେସରେ ପହଞ୍ଚି ଯାଇଥିଲେ ଏବଂ ପ୍ରଥମ ଥର ସ୍ଟେଜ ଉପରେ ସାହାରୁଖ ଖାନ ଏବଂ ତାଙ୍କ ସ୍ତ୍ରୀ ଗୌରି ଖାନଙ୍କ ସହିତ ନାଚିଥିଲେ ।

ଦୁଇ ଥର ରିସେପ୍ଶନ ପାର୍ଟୀ ଦେବେ ଈଶା – ଆନନ୍ଦ

ଏହା କୁହାଯାଉଛି ଯେ ବାହାଘର ପରେ ଇଶା ଏବଂ ଆନନ୍ଦ ନିଜର ନୂଆ ଘରକୁ ଚାଲି ଗଲେଣି । ମୁମ୍ବାଇର ସମୁଦ୍ର ନିଟରେ ସ୍ଥିତ ବଙ୍ଗଳାର ଦାମ ୪୫୨ କୋଟି ଟଙ୍କା ଅଟେ ଏବଂ ଇଶା – ଆନନ୍ଦ ନିଜ ବାହାଘରର ରିସେପ୍ଶନ ପାର୍ଟୀ ଜିଓ ଗାର୍ଡନରେ ୧୪ ଡିସେମ୍ବର ଏବଂ ୧୫ ଡିସେମ୍ବର ଦୁଇ ଦିନ ଦେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button