ରାଜ୍ୟ

ଏହି ଫୋଟୋ ସବୁ ଦେଖିଲେ ଆପଣ ଚାହିଁ କି ବି ନିଜର ହସକୁ ରୋକି ପାରିବେ ନାହିଁ, ତୃତୀୟ ଫୋଟୋତ ନିଶ୍ଚୟ ଦେଖନ୍ତୁ

ସୋସିୟାଲ ମିଡିୟା ରେ କିଛି ଏମତି ଫଟୋ ଭାଇରାଲ ହେଉଥାଏ ଯାହାକୁ ଦେଖି ଲୋକମାନଙ୍କର ହସିବା ବନ୍ଦ ହୁଏ ନାହିଁ । ହସିବା ଆମ ପାଇଁ ବହୁତ ଲାଭଦାୟକ ହୋଇଥାଏ ଏବଂ ଏହା ଦ୍ଵାରା ଆମର ସ୍ୱାସ୍ଥ୍ୟ ବି ଭଲ ରହିଥାଏ । ଯେତେବେଳ ସାଙ୍ଗମାନେ ନିଜ ନିଜ ଭିତରେ ମିଶନ୍ତି ତେବେ ସେମାନେ ଏତେ ମଶ୍ଗୁଲ ହେଇ ଯାନ୍ତି କି ସେମାନେ କେତେ ପ୍ରକାର ର କଥା କହି ନିଜେ ନିଜେ ଭିତରେ ହସୁଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଫଟୋ ଆଣିଛୁ ଯାହାକୁ ଦେଖିବା ପରେ ଆପଣ ନିଜର ହସ କୁ ଅଟକାଇ ପାରିବେ ନାହିଁ ।

ବେଳେ ବେଳେ କିଛି ଫଟୋ ଏମତି ବି ଆସିଯାଏ ଯାହାକୁ ଦେଖିବା ପରେ ଲୋକମାନଙ୍କର ହସର ଠିକଣା ରୁହେ ନାହିଁ । ସବୁ ଲୋକମାନଙ୍କର ଚିନ୍ତା ଧାରା ଅଲଗା ଅଟେ ଏବଂ ତାଙ୍କ କହିବା ର ଭାବ ବି ଅଲଗା ଅଟେ । ସେଥିପାଇଁ ଯେତେବେଳ କୌଣସି କଥା କିଛି ଅଲଗା ପ୍ରକାର ହୋଇଯାଏ ତାହାକୁ ଶୁଣି ଲୋକମାନେ ହସି ହସି ପଡି ଯାଆନ୍ତି ।

ଯେଉଁ ଫଟୋ ଆଜି ଆମେ ଆପଣଙ୍କୁ ଦେଖିବାକୁ ଯାଉଛୁ ତାକୁ ଦେଖିକାରୀ ଭାବିବାକୁ ଲାଗିବେ କି ଏମିତି ଲୋକ ଆସନ୍ତି କେଉଁଠୁ ।

ଏହି ଫଟୋ କୁ ଦେଖି ଏମିତି ଲାଗୁଛି ଯେମିତି ମିଠା ଉପରେ ମାଛି ପଡିଯାଇଛି ।

ସ୍ପାଈଡର ମ୍ୟାନ ମଝି ରାସ୍ତାରେ ଏଠି କଣ କରୁଛି । ସାଇନ ! ହେଲେ କଣ ପାଇଁ?

ଯେ ମହାଶୟ ନିଜକୁ ଦୁନିଆର କୌଣସି ରାଜାଠୁ କମ ଭାବୁ ନାହାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button