ଦେଶ- ବିଦେଶ

ଇଶା ଆମ୍ବାନୀ ଙ୍କୁ ଶଶୁର ଘରୁ ମିଳିଲା ଆଲିଶାନ ବଙ୍ଗଳା, ମୂଲ୍ୟ ଏତେ କି ଆପଣ ଅନ୍ଦାଜା ବି ଲଗେଇ ପାରିବେନି

ବାହାଘରର ଏହି ସିଜିନ ରେ ଦୀପିକା ଏବଂ ପ୍ରିୟଙ୍କାଙ୍କ ପରେ ମୁକେଶ ଅଂବାନୀ ଙ୍କର ଝିଅ ଈଶା ଅଂବାନୀ ବାହାଘର ବନ୍ଧନରେ ବାନ୍ଧିବାକୁ ଯାଉ ଛନ୍ତି । ଈଶା ଅଂବାନୀ ଙ୍କର ନିର୍ବନ୍ଧ ଆନନ୍ଦ ପରିମଲଙ୍କ ସହ ଇଟଲୀ ର ଲେକ କୋମୋ ରେ ହୋଇ ଥିଲା । ଏହା ସେହି ଜାଗା ଅଟେ ଯେଉଁଠି ଦୀପିକା ଏବଂ ରନବୀର ବାହା ହୋଇ ଥିଲେ ।

ଦେଶର ସବୁଠୁ ଧନିଶାଳୀ ବ୍ୟକ୍ତି ମୁକେଶ ଅଂବାନୀ ର ଗୋଟିଏ ମାତ୍ର ଝିଅ ଈଶା ଅଂବାନୀ ଙ୍କର ବାହାଘର ଆନନ୍ଦ ପରିମଲଙ୍କ ସହ ହେବାକୁ ଯାଉଛି । ଆନନ୍ଦ ପରିମଲ ଏକ ବିଜନେସମ୍ୟାନ ଅଟନ୍ତି ଏବଂ ସେ ୬୭ ହଜାର କୋଟି ଟଙ୍କାର ବିଜନେସ ଚଲାଉ ଛନ୍ତି । ଖବର ଅଛି କି ଇଶା ୪୫୨ କୋଟି ଟଙ୍କାର ବଙ୍ଗଳା ରେ ରହିବ । ଏହା ମୁମ୍ବାଇ ର ବର୍ଲି ରେ ଓଲ୍ଡ ଗୁଲୀଟା ଜାଗାର ୫୦ ହଜାର ଫୁଟ ଜାଗାରେ ଅଛି ।

ଏହି ବଙ୍ଗଳାର ସବୁଠୁ ଭିନ୍ନ କଥା ହେଉଛି କି ଏହି ବଙ୍ଗଳାରୁ ସମୁଦ୍ର ଦୃଶ୍ୟ ବହୁତ ଭଲ ଦେଖାଯାଏ । ବଙ୍ଗଳା ରେ ତିନୋଟି ବେସମେଣ୍ଟ ତିଆରି କରା ଯାଇଅଛି । ପ୍ରଥମ ବେସମେଣ୍ଟ ରେ ବଗିଚା, ଓପେନ ଏୟାର ସ୍ଵୀମିଂ ପୁଲ ଏବଂ କିଛି ରୁମ ଅଛି । ଏବଂ ୨ୟ ଏବଂ ୩ୟ ବେସମେଣ୍ଟରେ ଗାଡି ରଖିବା ଏବଂ ସର୍ଭିସିଙ୍ଗ କରାଯିବ ।

ଇଶାଙ୍କ ଏହି ବଙ୍ଗଳା କୌଣସି ରାଜ ମହଲ ଠାରୁ କମ ନୁହେଁ । ଆନନ୍ଦ ପରିମଲ ଙ୍କର ପିତା ଅଜୟ ପରିମଲ ଏହି ବଙ୍ଗଳା କୁ ୪୫୨ କୋଟି ଟଙ୍କା ଦେଇ କିଣିଛନ୍ତି । ଇସା ଏବଂ ଆନନ୍ଦଙ୍କ ବାହାଘର ୧୨ ଡିସେମ୍ବର ରେ ହବ । ଅଜୟ ପରିମଲ ଏବଂ ସ୍ଵାତି ପରିମଲ ଏହି ବଙ୍ଗଳା ନିଜ ପୁଅ ଏବଂ ବୋହୁ କୁ ଗିଫ୍ଟ ଭାବରେ ଦେଇ ଛନ୍ତି ।

ଆଜିର ସମୟରେ ପିରାମଲ ବିଜନେସ ର ଏମ୍ପାୟର ୬୭ ହଜାର କୋଟିର ରହିଅଛି ଏବଂ ଏହାର ଆରମ୍ଭ ୧୯୨୦ ରେ ହୋଇ ଥିଲା । ୱାର୍ଲ୍ଡ ୱାର ପରେ ଅଜୟ ପରିମଲଙ୍କର ଜେଜେବାପା ଶେଠ ପରିମଲ ଚତୁର୍ଭୁର୍ଜ ମୁଖାରିୟା ୫୦ ଟଙ୍କା ନେଇ ରାଜସ୍ଥାନ ରୁ ବମ୍ବେ ଆସିଥିଲେ ଏବଂ ଗୋଟିଏ ୫୦ ଟଙ୍କା ରୁ ଆରମ୍ଭ କରି ୬୭ ହଜାର ଟଙ୍କା ର ବିଜନେସ ଛିଡା କରି ସାରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button