ଜ୍ୟୋତିଷ

ସ୍ତ୍ରୀ ମାନଙ୍କୁ ଏହି ସବୁ କାମ କରୁଥିବାର ଦେଖିବା ମନା ଯାଇଥାଏ ସବୁଠୁ ବଡ ପାପ, ନିଜେ ମହାକାଳ ଦିଅନ୍ତି ଏହାର ଶାସ୍ତି

ଯେମିତି ହିଁ ଆମେ ସମସ୍ତେ ଜାଣିଛୁ ଆମର ହିନ୍ଦୁ ଧର୍ମ ଶାସ୍ତ୍ର ରେ ସ୍ତ୍ରୀ ଙ୍କୁ ଦେବୀ କୁହାଯାଇଛି । ଏହା ବି କୁହା ଯାଏ ଯେଉଁ ଘରେ ସ୍ତ୍ରୀ ର ସମ୍ମାନ ହୁଏ ନାହିଁ ସେହି ଘରେ ମା ଲକ୍ଷ୍ମୀ ନିବାସ କରନ୍ତି ନାହିଁ । ଏହା ସତ୍ବେ ଆଜି ବି ଆମର ଦେଶରେ କେତେ ଏମିତି ଜାଗା ଅଛି ଯେଉଁଠି ସ୍ତ୍ରୀଙ୍କୁ ତିରସ୍କାର କରିଥାନ୍ତି ।

ଯେଉଁ ଘରେ ସ୍ତ୍ରୀ ଦୁଖୀ ଅଟେ କିମ୍ବା ତାହାକୁ ଇଜ୍ଜତ ଏବଂ ସମ୍ମାନ ମିଳେ ନାହିଁ ସେହି ଘରେ କେବେ ବି ଦେବି ଦେବତା ବାସ କରନ୍ତି ନାହିଁ । ଯେଉଁ ଘରେ ନାରୀଙ୍କୁ ସମ୍ମାନ କରାଯାଏ ସେହି ଘରେ ସବୁବେଳେ ଖୁସି ର ବାସ ଥାଏ ସେଥିପାଇଁ କେବେ ବି ସ୍ତ୍ରୀ ର ଅପମାନ କରିବା ଉଚିତ ନୁହେଁ ।

ଦୁନିଆ ର ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ କି ପାପ କରିନାହିଁ କିନ୍ତୁ ପାପ ବହୁତ ପ୍ରକାର ଥାଏ ଯେଉଁଥିରେ କିଛି ପାପ ର କ୍ଷମା ପ୍ରଦାନ କରାଯାଏ ନାହିଁ । ଆପଣ ବୋଧେ ଜାଣିନଥିବେ କିନ୍ତୁ ଶାସ୍ତ୍ର ରେ ସ୍ତ୍ରୀ ସମ୍ଭଧିତ କେତେ କଥା ବିଷୟରେ କୁହାଯାଇଛି । ଯଦି ଆପଣ ସ୍ତ୍ରୀ କୁ ଗାଧୋଇବା ଅବସ୍ଥାରେ ଦେଖିଦେଲେ ତେବେ ଆପଣ ପାପ ର ଭାଗୀଦାରୀ ହୋଇଯିବେ ସେଥିପାଇଁ ଭୁଲରେ ବି କୌଣସି ସ୍ତ୍ରୀ ର ଗାଧୋଇବା ଲୁଚି ଛପି ଦେଖିବେ ଉଚିତ ନାହିଁ । ଏହି ପାପ ର ଦଣ୍ଡ ଏତେ ଭାୟାନକ ଯେ ମୃତ୍ୟୁ ବି ତାହା ଆଗରେ ଛୋଟ ଦେଖାଯିବ ।

ଯଦି ଆପଣ ଭୁଲରେ କୌଣସି ସ୍ତ୍ରୀ କୁ ଗାଧୋଇବା ଅବସ୍ଥାରେ ଦେଖିଦେଲେ ତେବେ ବୋଧେ ହୁଏ ଆପଣ ଏହି ପାପ ରୁ ବଞ୍ଚି ପାରିବେ କିନ୍ତୁ ଯଦି ଆପଣ ଜାଣି ଶୁଣି ଏମିତି କରନ୍ତି ତେବେ ସେହି ପାପ ରୁ ଆପଣଙ୍କୁ କେହିବି ବଞ୍ଚେଇ ପାରିବେ ନାହିଁ । ଆଜିକା ସମୟରେରେ ବହୁତ ପ୍ରକାର ସ୍ତ୍ରୀ ଘଟଣା ସାମ୍ନା କୁ ଆସୁଛି ଯେମିତି କି ଝିଅପିଲାମାନଙ୍କ ସହିତ ବଳତ୍କାର ଭଳି ଘଟଣା ସାମ୍ନାକୁ ଆସୁଛି ସେମାନେ ଜାଣି ନାହାନ୍ତି କି ଆପଣ ମାନେ ଆଇନ ଠାରୁ ବଞ୍ଚି ପାରିବେ କିନ୍ତୁ ଭଗବାନ ଠାରୁ ନୁହେଁ ।

 

ଆପଣ ମାନେ ଜାଣିଛନ୍ତି ଯେବେ ଏହି ମାଟିରେ ସ୍ତ୍ରୀ ରେ ଅପମାନ କରାଯାଇଛି ତାହାର ସର୍ବନାଶ ହୋଇଛି । ଉଦାହରଣ ସ୍ୱରୂପ ରାମାୟଣ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button