ଜ୍ୟୋତିଷ

ପାନର ପତ୍ରର ପୂଜାରେ ଏହି ଉପଯୋଗ ରୁ ଚମକି ଉଠିବ ଆପଣଙ୍କ ଭାଗ୍ୟ, ହେବ ଧନର ବର୍ଷା

ପ୍ରାୟ ଆମେ ଏହା ଦେଖୁ କି ହିନ୍ଦୁ ଧର୍ମରେ ଯେତେବେଳେ ବି କିଛି ପୂଜାର ଆୟୋଜନ କରାଯାଏ ତେବେ ଏଥିରେ ଥିବା ପାନ ପାତ୍ର ର ଏକ ଅଲଗା ମହତ୍ଵ ଅଛି । ପାନ କୁ ପୂଜା-ପାଠ ଏବଂ ଅନ୍ୟ ଧାର୍ମିକ ଅନୁଷ୍ଠାନ ରେ ଉପଯୋଗ କରିବା ପାଇଁ ବହୁତ ଶୁଭ ମନା ଯାଏ । ମାନ୍ୟତା ଅନୁସାରେ ପ୍ରଥମ ଥର ପାନ ର ପତ୍ର ସମୁଦ୍ର ମନ୍ଥନ ସମୟରେ ଉପଯୋଗ କରାଯାଇଥିଲା । ଏବଂ ସେବେଠୁ ପାନ ପତ୍ର ର ବ୍ୟବହାର ସମସ୍ତ ଶୁଭ କାର୍ଯ୍ୟରେ କରାଗଲା ।

ହିନ୍ଦୁ ଧର୍ମର ପୌରାଣିକ କଥା ଅନୁସାରେ ପାନ ପାତ୍ର ରେ ବହୁତ ଦେବା ଦେବୀଙ୍କ ବାସ ହୋଇଥାଏ । ଏହି ସମ୍ଭନ୍ଧ ରେ ଆଜି ଆମେ ଆପଣଙ୍କୁ କିଛି କହିବାକୁ ଯାଉଛୁ । ଆପଣ କେମିତି ନିଜର ଆର୍ଥିକ ଅସୁବିଧା ରୁ ମୁକ୍ତି ପାଇ ପାରିବେ ଏବଂ ଘରେ ସୁଖ ଶାନ୍ତି ଆଣି ପାରିବେ ।

· ଯଦି କୌଣସି ବ୍ୟକ୍ତି ପାନ ପତ୍ର ରେ କେସର ରଖି ଭଗବାନ ଗଣେଶ ଙ୍କୁ ଅର୍ପଣ କରେ ତେବେ ସେହି ମଣିଷର ଜୀବନରେ କେବେ ବି କିଛି ସଙ୍କଟ ଆସିବନି ।

· ବୁଧୁବାର ଦିନ ପାନ ର ସେବନ ସର୍ବୋତ୍ତମ ମନା ଯାଏ । ଏହି ଦିନ ପାନ ର ସେବନ କରିବା ଦ୍ଵାରା ନିଜର ଆତ୍ମବିଶ୍ଵାସ ବଢିଥାଏ ।

· ପାନ ପତ୍ର କୁ ଏକ ଝାଲର ରୂପରେ ବନେଇ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ପାରିବେ ।

· ପାନ ର ପତ୍ର କୁ ଶିବଲିଙ୍ଗ ରେ ଶ୍ରାବଣ ମାସରେ ଚଢାଇବା ଦ୍ଵାରା ଅତି ଲାଭଦାୟକ ହୋଇଥାଏ ।

ପାନ ର ପତ୍ରରେ ଦେବା ଦେବୀ ବାସ କରନ୍ତି

 

ହିନ୍ଦୁ ମାନ୍ୟତା ଅନୁସାରେ ପାନର ପତ୍ରରେ ବ୍ରହ୍ମାଂଡ ର ସମସ୍ତ ଦେବା ଦେବୀ ବାସ କରନ୍ତି । ଏହା ଏକ କାରଣ ଯେ ହିନ୍ଦୁ ମାନଙ୍କ ପୂଜା ରେ ପାନ ପତ୍ରର ବ୍ୟବହାର କରାଯାଏ। ଏହି ପତ୍ରର ସମସ୍ତ ଭାଗରେ ଦେବୀ ଦେବତା ବସ କରନ୍ତି, ଆସନ୍ତୁ ଜାଣିବା-

୧. ପାନ ପତ୍ରର ଉପରି ଭାଗରେ ଶୁକ୍ର ଏବଂ ଇନ୍ଦ୍ର ବିରାଜମାନ ଥାନ୍ତି ।

୨. ପାନ ର ମଧ୍ୟ ଭାଗରେ ମା ସରସ୍ଵତୀ ବାସ କରନ୍ତି ।

୩. ପାନ ର ତଳ ଭାଗରେ ମା ଲକ୍ଷ୍ମୀ ବାସ କରନ୍ତି ।

୪. ଯେଉଁଠି ପାନ ପତ୍ର ର ଡଂଡୀ ସହିତ ଲାଗିଥାଏ, ସେହି ସ୍ଥାନ ଜ୍ୟଷ୍ଠ ଲକ୍ଷ୍ମୀ ବସିଥାନ୍ତି ।

୫. ପାନ ପତ୍ର ରେ ଭଗବାନ ବିଷ୍ଣୁ ସମାହିତ ଥାନ୍ତି ।

୬. ପାନ ର ବାହାର ପଟେ ଭଗବାନ ଶିବ ଏବଂ କାମଦେବ ନିବାସ କରନ୍ତି ।

୭. ପାନ ପତ୍ର ର ପଛରେ ମା ପାର୍ବତୀ ଏବଂ ମଙ୍ଗଳା ଦେବୀଙ୍କର ସ୍ଥାନ ବୋଲି ମନା ଯାଏ ।

୮. ପାନ ପତ୍ର ର ଡାହାଣ ପାର୍ଶ୍ଵ ଭୂମି ଦେବୀ ଙ୍କର ନିବାସ ଅଟେ ।

୯. ସଂପୂର୍ଣ ପାନକୁ ଭଗବାନ ସୂର୍ଯ୍ୟ ନାରାୟଣ ଙ୍କର ପ୍ରତୀକ ରୂପରେ ମନା ଯାଏ ।

ବହୁତ ସାବଧାନୀରେ ବାଛନ୍ତୁ ପାନ ପତ୍ର

 

ଏହି ପତ୍ରରେ ଦେବା ଦେବୀ ବାସ କରୁଥିବାରୁ ଏହା ପୂଜାରେ ଲାଗେ, କିନ୍ତୁ ପୂଜାରେ ଲାଗିବାକୁ ଥିବା ପାନ ପତ୍ରକୁ ଅତି ସାବଧାନୀ ସହ ବାଛିବାକୁ ପଡିଥାଏ। ଅଧିକ କଣା ଥିଲେ, ମଝିରୁ ଫାଟି ଥିଲେ, ସୁଖୀ ଯାଇଥିବା ପତ୍ର ଆଦି ପୂଜାରେ ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ଵାରା ପୂଜା ସମ୍ପନ୍ନ ହେବ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button