ମନୋରଞ୍ଜନ

ବହୁତ ଷ୍ଟାଇଲିଶ୍ ଓ ସୁନ୍ଦର୍ ଦେଖିବାକୁ ଅଜୟ ଦେବଗନଙ୍କ ଝିଅ, ଦେଖନ୍ତୁ ତାଙ୍କର ଫୋଟୋସୁଟ୍

ନମସ୍କାର ସାଙ୍ଗମାନେ ଆପଣ ସମସ୍ତଙ୍କୁ ଆମର ୱେବସାଇଟ କୁ ସ୍ଵାଗତ ! ସାଙ୍ଗମାନେ ଯଦି ଆମେ ଫିଲ୍ମ ଜଗତର କଥା କହୁ, ତେବେ ଏଠି ବହୁତ ବଡ ବଡ ଅଭିନେତା ଏବଂ ଅଭିନେତ୍ରୀ, ଯେଉଁମାନେ ନିଜର ଅଭିନୟ ବଳରେ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ମନରେ, ନିଜର ଏକ ଅଲଗା ପରିଚୟ ତିଆରି କରି ଛନ୍ତି । ସମସ୍ତେ ଏମାନଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି, ଯେତେବେଳେ ବି ସେମାନଙ୍କର କୌଣସି ଫିଲ୍ମ ଆସିବାର ଅଛି ତାକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଆସିଥାଏ ।

ଏହି ସବୁ ଅଭିନେତାଙ୍କ ମଧ୍ୟରେ ଅଜୟ ଦେୱଗନ ମଧ୍ୟ ଅଛନ୍ତି, ଯିଏ କି ନିଜର ଅଭିନୟ ଯୋଗୁ ଲକ୍ଷ୍ୟ ଲକ୍ଷ୍ୟ ଲୋକ ତାଙ୍କୁ ଭଲପାଆନ୍ତି । ଆପଣ ଜାଣିଥିବେ, ବଲୀଉଡ ରେ ପୂର୍ବ କିଛି ଦଶକ ମଧ୍ୟରେ ଥିବା ଏମିତି କିଛି ଫିଲ୍ମ ଆସି ଥିଲା ଯାହା କୁ ଆଜି ବି ଲୋକମାନେ ତାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ବର୍ତ୍ତମାନ ବି ତାଙ୍କର ଏମିତି କିଛି ଫିଲ୍ମ ଆସିଛି ଯାହା ଲୋକଙ୍କ ମଧ୍ୟରେ ବହୁତ ପସନ୍ଦ କରା ଯାଇଅଛି ଏବଂ ଏହି ଫିଲ୍ମ ଗୁଡିକୁ ସମସ୍ତେ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି । ସେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ଦିବାନା ବନାଇ ରଖିଛନ୍ତି ଏବଂ ତାଙ୍କର ପ୍ରଶଂସକ ପୃଥିବୀରେ ବହୁତ ଅଛନ୍ତି ।

ଆଜି ଆମେ ଏଠାରେ ବଲୀଉଡ ଜଣାଶୁଣା ଅଭିନେତା ଅଜୟ ଦେୱଗନ ର କଥା କହୁନୁ କିନ୍ତୁ ତାଙ୍କର ଝିଅ ସମ୍ବନ୍ଧିତ କିଛି ମହତ୍ଵ ପୂର୍ଣ୍ଣ ତଥ୍ୟ କହିବାକୁ ଯାଉଛୁ ସମସ୍ତେ ଭଲ ଭାବରେ ଜାଣନ୍ତି କି ଅଜୟ ଦେୱଗନ ବଲୀଉଡ ର ଜଣେ ଜଣାଶୁଣା ଅଭିନେତା ଅଟନ୍ତି ତାଙ୍କ ଫିଲ୍ମ ବଲୀଉଡ ରେ ଭଲ ବ୍ୟବସାୟ କରେ ।

କିନ୍ତୁ ଆମେ ଆଜି ଆପଣଙ୍କୁ ଅଜୟ ଦେୱଗନଙ୍କ ଝିଅ ନିଶା ବିଷୟରେ କହିବୁ, ନିଶା ବିଲକୁଲ ନିଜ ମା କଜୋଲ ପରି ଦେଖା ଯାଆନ୍ତି । ନିଶା ର ଜନ୍ମ ୨୦ ଏପ୍ରିଲ ୨୦୦୩ ରେ ହୋଇଥିଲା ସେଥିରୁ ଜଣାଯାଏ ଯେ ତାଙ୍କୁ ଏବେ ୧୪ ବର୍ଷ ହୋଇଥିବ ।

 

ବର୍ତ୍ତମାନ ନିଶା ଧିରୁଭାଇ ଅମ୍ବାନୀ ଇନ୍ଟରନ୍ଯାଶନାଲ ସ୍କୁଲ ଯାହାକି ମୁମ୍ବାଇ ରେ ଅବସ୍ଥିତ ସ୍କୁଲ ରେ ନିଶା ପଢୁଛନ୍ତି । ନିଶା ଦେଖିବାକୁ ନିଜ ମା ପରି ଲାଗନ୍ତି ଏବଂ ସେ ବହୁତ ସୁନ୍ଦର ବି ଅଟନ୍ତି ।

 

ଆଜି ଆମେ ଏହି ଲେଖା ମଧ୍ୟମରେ ତାଙ୍କର କିଛି ଫୋଟୋ ଦେଖାଇବାକୁ ଯାଉଛୁ ଏହି ଫୋଟ ଦେଖି ଜାଣି ପାରିବେ ଯେ ନିଶା ବହୁତ ଷ୍ଟାଇଲିଶ ଏବଂ ଆକର୍ଷିତ ଅଟନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button