ଜ୍ୟୋତିଷ

ଏହାକୁ କୁହନ୍ତି କୋଟିପତି ଯୋଗ, ଦେଖନ୍ତୁ ଆପଣଙ୍କ ହାତରେ ଅଛି କି…?

କହିବାକୁ ଗଲେ ଆମ ଦେଶର ବହୁତ କମ ଲୋକମାନେ ନିଜର ଭାଗ୍ୟ ଉପରେ ଭରସା କରନ୍ତି ନାହିଁ କିନ୍ତୁ ପାଖାପାଖି ୭୦% ଲୋକମାନେ ନିଜର ଡେସ୍ଟିନୀ ଉପରେ ଭରସା କରନ୍ତି । ଆପଣଙ୍କ ହାତରେ ଏମିତି କିଛି ରେଖା ଅଛି ତେବେ ଆପଣ ବହୁତ ଲକି ହୋଇଥିବେ । ଜୀବନରେ ଆପଣଙ୍କୁ ବହୁତ ଖୁସି ମିଳିବାର ଅଛି । ଆଜି ଆମେ ଆପଣଙ୍କର ହାତରେ ଥିବା ରେଖା ସମ୍ଭନ୍ଦିତ ଚର୍ଚା କରିବୁ ।

ହାତରେ ତେଢା ରେଖା ଅଛି ବୋଲି ଚିନ୍ତିତ ହୁଅନ୍ତୁ ନାହିଁ

ଯଦି ଆପଣଙ୍କ ହାତରେ ତେଢା ରେଖା ଅଛି ତେବେ ଚିନ୍ତିତ ହୁଅନ୍ତୁ ନାହିଁ । କୁହନ୍ତି କି ଏହି ରେଖା ଯାହାର ହାତ ରେ ଅଛି ସେ ବହୁତ ଲକି ହୋଇଥାଏ ।

ହାତରେ ବନୁଛି ରାଜଲକ୍ଷ୍ମୀ ଯୋଗ

ଆପଣଙ୍କୁ କହିଦେଉଛୁ ଯେ ଜୀବନରେ ଥରେ ଗୋଟିଏ ବୟସରେ ଆପଣଙ୍କ ହାତରେ ରାଜଲକ୍ଷ୍ମୀ ଯୋଗ ହୋଇଥାଏ, ହାତରେ ଗୁରୁ, ଶୁକ୍ର, ବୁଧ ଏବଂ ଚନ୍ଦ୍ର ପର୍ବତ ଉଠି ଥାଏ ତେବେ ଆପଣଙ୍କ ହାତରେ ରାଜଲକ୍ଷ୍ମୀ ଯୋଗ ହୋଇଥାଏ । ଯାହା ଆପଣଙ୍କୁ ତାଙ୍କ ଆୟ କରିବାରେ ସାହାର୍ଯ୍ୟ କରିବ ।

କଇଁଛ ର ଚିହ୍ନ

ଯଦି ଆପଣଙ୍କ ହାତରେ କଇଁଛ ର ଚିହ୍ନ ହୋଇଥାଏ ତେବେ ଆପଣଙ୍କୁ ଧନୀ ବନାଇବାରେ କେହି ଅଟକାଇ ପାରିବେ ନାହିଁ ।

ହାତରେ ସ୍ଵସ୍ତିକ ର ଚିହ୍ନ

ଯଦି ଆପଣଙ୍କ ହାତରେ ସ୍ଵସ୍ତିକ ର ଚିହ୍ନ ହୋଇଥାଏ ତେବେ ଆପଣ ବହୁତ ଲକି ମଣିଷ ଅଟନ୍ତି । ସମୁଦ୍ର ଶାସ୍ତ୍ର ଅନୁସାରେ ଏହି ଲୋକମାନେ ଏବହୁତ ସଫଳ ହୁଅନ୍ତି ।

ନାଲି ଜାଇ ଦେଇଥାଏ ବହୁତ ସୁଯୋଗ

ହଁ ଏହା ସତ ଅଟେ କି ଯେଉଁମାନଙ୍କର ମସ୍ତିଷ୍କ ରେଖା ଉପରେ ନାଲି ଜାଇ ଥାଏ ସେମାନ ଙ୍କର ବୁଦ୍ଧି ପ୍ରଖର ହୋଇଥାଏ ।

ପର୍ବତ ରେଖା ରାଜ ଯୋଗ ର ସୂଚକ

ଯଦି ଆପଣଙ୍କ ହାତର ଆଗକୁ ପର୍ୱତନୁମାର ବୁଲିବା ସହ କୌଣସି ରେଖା ତାହା ଉପରେ ଥିବା ରେଖାକୁ କାଟୁଥିବ ତେବେ ଭାବି ନିଅନ୍ତୁ ଆପଣଙ୍କ ଭାଗ୍ୟରେ ରାଜ ଯୋଗ ଅଛି । ରାଜ ଯୋଗ ମାନେ ଆପଣ କମ କଷ୍ଟ କରିବେ କିନ୍ତୁ ବେଶୀ ସଫଳ ପାଇବେ ।

ଭାଗ୍ୟରେଖା ବି ଜରୁରୀ ଅଟେ

ଭାଗ୍ୟରେଖା ରୁ ବାହାରି ଗୋଟିଏ ରେଖା ସିଧା ଏବଂ ସ୍ପଷ୍ଟ ରୂପରେ ସୂର୍ଯ୍ୟ ପର୍ବତ ରେ ପହଞ୍ଚି ଥାଏ ତେବେ ଏହା ସୁଚାଇ ଥାଏ କି ଆପଣ ଭାଗ୍ୟ ଯୋଗ ନେଇ ଜନ୍ମିଛନ୍ତି । ଏହି ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନେ ପୁରା ଜୀବନ ସୁଖ ଏବଂ ଐଶ୍ଵର୍ଯ୍ୟରେ ବିତାଇ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button