ଜ୍ୟୋତିଷ

ପୋଷ୍ଟ ଅଫିସ ର ଏହି ସ୍କିମ ରେ କେବଳ ୧୦ ଟଙ୍କା ପ୍ରତି ମାସରେ ଦେଇ ଆପଣ ସେଭ କରି ପାରିବେ ଏତେ ଧନରାଶି – ଜାଣନ୍ତୁ ପୁରା ଖବର

ପୋଷ୍ଟ ଅଫିସ ର ଏହି ସ୍କିମ ରେ କେବଳ ୧୦ ଟଙ୍କା ପ୍ରତି ମାସରେ ଦେଇ ଆପଣ ସେଭ କରି ପାରିବେ ଏତେ ଧନରାଶି

ଆଜିକାଲିର ଏହି ମହଙ୍ଗା ସମୟରେ ସମସ୍ତଙ୍କୁ କେବଳ ଗୋଟେ ଚିନ୍ତା ଲାଗି ରୁହେ ଯେ ସେ କେଉଁଠି ନିଜର ପୁଞ୍ଜି ନିବେଶ କରିଲେ ପରେ ତାଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ । ଲୋକ ଏହି କଥା ନେଇ ଚିନ୍ତା କରନ୍ତି କି ସେ ଟଙ୍କା କେମିତି ସଞ୍ଚୟ କରିବେ, କାହିଁକି ନା ବର୍ତ୍ତମାନ ସମୟ ଟି ବହୁତ ମହଙ୍ଗା ଅଟେ ଓ ଟଙ୍କା ବଞ୍ଚାଇ କୌଣସି ଭଲ ସ୍କିମ ଉପରେ ନିବେଶ କରିବା ଦ୍ଵାରା ଏହା ଭବିଷ୍ୟତ ରେ ବହୁତ କାମରେ ଆସେ । ତେବେ ସେହି ବିଷୟରେ ଆମେ ଆପଣଙ୍କୁ ଭାରତ ପୋଷ୍ଟ ଅଫିସ ର ଏକ ଏଭଳି ସ୍କିମ ବିଷୟରେ କହିବାକୁ ଯାଉଛୁ ଯେଉଁ ଥିରେ ୧୦ ଟଙ୍କା ପ୍ରତି ମାସ ଦେବା ଦ୍ଵାରା ଆପଣ ଆପଣଙ୍କ ପଇସା ସହଜରେ ସଞ୍ଚୟ କରି ପାରିବେ ।

କଣ ଏହି ଯୋଜନା-

 

ଏହି ସ୍କିମ ରେ ଆପଣ ଏମିତି ମଧ୍ୟ ନିବେଶ କରି ପାରନ୍ତି, ଏବଂ ଏହା ସହ ଟଙ୍କା ଯମା କରିବା ପରେ ଆପଣଙ୍କୁ ପୋଷ୍ଟ ଅଫିସ ରୁ ସୁଧ ମଧ୍ୟ ମିଳିବ । ଏହି ସ୍କିମର ନାମ ହେଲା ଡାକଘର ଆୱର୍ତୀ ଜମା ଯୋଜନା ଯେଉଁ ଥିରେ ୧୦ ଟଙ୍କା ପ୍ରତି ମାସ କେବଳ ଯମା କରାଯାଇ ପାରିବ, ଏବଂ ଏହା ବଦଳରେ ଆପଣଙ୍କୁ ସୁଧ ମିଳିବ । ଭାରତୀୟ ଡାକ ସେବା ର ଏହି ସ୍କିମ ଲୋକମାନଙ୍କୁ ପୋଷ୍ଟ ଅଫିସ ରେ ନିବେଶ କରିବାର ସୁଯୋଗ ଦେଉଛି ।

କେତେ ସୁଧ ମିଳିବ-

 

ଏହି ସ୍କିମ ହିସାବରେ ଭାରତର କୌଣସି ବି ନାଗରିକ ପୋଷ୍ଟ ଅଫିସ ରେ ନିଜର ଖାତା ଖୋଲି ପାରିବେ । ଏବଂ ପଇସା ସଞ୍ଚୟ କରି ପାରିବେ । ଏକ ବର୍ଷ ପର୍ଯ୍ୟନ୍ତ ଟଙ୍କା ଯମା କରିବା ପରେ ପୋଷ୍ଟ ଅଫିସ ଆପଣଙ୍କୁ ଏହି ସୁବିଧା ଦେଇଥାଏ କି ଆପଣ ଯମା କରିଥିବା ପଇସା ରୁ ୫୦% ପଇସା ବାହାର କରି ପାରିବେ । ଆପଣଙ୍କୁ ୭.୩ %ର ସୁଧ ମଧ୍ୟ ମିଳିବ । ତେବେ ଏହାର ସୁଧ ହାର ପାଇଁ ଏହା ପୋଷ୍ଟ ଅଫିସ ର ଏକ ବହୁତ ଭଲ ଯୋଜନା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button