ଦେଶ- ବିଦେଶ

ଆପଣଙ୍କ ଦାନ୍ତକୁ ସୁସ୍ଥ ରଖିବ ଏହି ଛୋଟ ଛୋଟ ଘରୋଇ ଟିପ୍ସ, ଜାଣନ୍ତୁ କ’ଣ କରିବେ

ଆପଣ ନିଜ ଡେଣ୍ଟାଲ ହେଲଥକୁ ନେଇ ଯଦି ଚିନ୍ତିତ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବୁ, ଯାହା ଆପଣଙ୍କ ଡେଣ୍ଟାଲ ହେଲଥକୁ ମେଣ୍ଟେନ କରିବ। ଏହି ଟିପ୍ସ ଡେଣ୍ଟାଲ ହେଲଥ ସହିତ ମାଢିକୁ ବି ସୁସ୍ଥ ରଖିବାରେ ସାହାଯ୍ୟ କରିବ।

୧. ଗୋଲାପ ପାଖୁଡ଼ାର ଜୁସ୍ ବାହାର କରି ଦାନ୍ତ ମାଢିରେ ଲଗାନ୍ତୁ। ଏହାଦ୍ୱାରା ମାଢି ସୁସ୍ଥ ରହିବା ସହ ଏଥିରେ ସଂକ୍ରମଣ ହେବନି।

୨. ଯଦି ଆପଣ ନିଜ ଡେଣ୍ଟାଲ ହେଲଥକୁ ମେଣ୍ଟେନ କରିବାକୁ ଚାହାଁନ୍ତି ଏବଂ ମୁଖ ସୁଗନ୍ଧ କରିବାକୁ ଚାହାଁନ୍ତି, ତେବେ ଲବଙ୍ଗ, ପୁଦିନା ଏବଂ ଗୁଜୁରାତି ଚୋବାଇ ଖାଆନ୍ତୁ। ଏହାଦ୍ୱାରା ମୁଖ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯିବ।

xxs

୩. ସେଓ, ଗାଜର, ମୂଳା ଏବଂ ସାଲାଡ ଭଳି ଜିନିଷ ଖାଇବା ଦ୍ୱାରା ଆପଣଙ୍କୁ ଦାନ୍ତର ଗହ୍ୱର କିମ୍ବା ଡେଣ୍ଟାଲ ପ୍ଲଗ ହେବନାହିଁ।

୪. ଏହା ବହୁତ ଜରୁରୀ କି, ଆମେ ନିୟମିତ ରୂପେ ଗର୍ଗଲ କରିବା ଉଚିତ। ନିମ୍ବ କିମ୍ବା ନିମ୍ବ ତେଲରେ ଲୁଣ ଏବଂ ସୋରିଷ ତେଲ ମିଶାଇ ଗର୍ଗଲ କରନ୍ତୁ। ନହେଲେ ଦାନ୍ତ ମସାଜ କରନ୍ତୁ। ଏହାଦ୍ୱାରା କ୍ୟାଭିଟି, ପ୍ଲଗ, ଦାନ୍ତ ମାଢି ଫୁଲା ଏବଂ ମୁଁହର ସମସ୍ତ ସମସ୍ୟା ଦୂର ହୋଇଯିବ।

zz

୫. ଡେଣ୍ଟାଲ ହାଇଜିନ ମେଣ୍ଟେନ କରନ୍ତୁ। ଦିନକୁ ଦୁଇଥର ବ୍ରଶ କରନ୍ତୁ। ଏମିତି କଲେ ଆପଣ ସଙ୍କୋଚ ନ କରି ଖୋଲିକି ହସିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button