ମନୋରଞ୍ଜନ

ଡିନରରେ ପ୍ରସ୍ତୁତ କରନ୍ତୁ ‘ଚିଙ୍ଗୁଡି ମଲାଇ ତରକାରି’, ସ୍ୱାଦ ଏମିତି ଆଙ୍ଗୁଳି ଚାଟି ଖାଇବେ

ଆବଶ୍ୟକ ସାମଗ୍ରୀ

  • ୪୦୦ ଗ୍ରାମ ଚିଙ୍ଗୁଡି
  • ୩ ଟେବୁଲ ଚାମଚ ସୋରିଷ ତେଲ
  • ୧/୨ ଚାମଚ ଜିରା
  • ୨ ଟେବୁଲ ଚାମଚ ଜିରା ପେଷ୍ଟ
  • ୨ ଚାମଚ ଜିରା ପାଉଡର
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ୧ ଚାମଚ ହଳଦୀ ପାଉଡର
  • ସ୍ୱାଦାନୁସାରେ ଲୁଣ
  • ୨ ଚାମଚ ଚିନି
  • ୧ ଚାମଚ ଗରମ ମସଲା
  • ୨ ଚାମଚ ଘିଅ
  • ଅଳ୍ପ ନଡିଆ ରସ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଚିଙ୍ଗୁଡିକୁ ହଳଦୀ ପାଣିରେ ବୁଡାଇ ରଖନ୍ତୁ। ଏବେ ଏକ ପ୍ୟାନରେ ସୋରିଷ ତେଲ ଗରମ କରନ୍ତୁ। ଏହାପରେ ଏଥିରେ ଜିରା ଏବଂ ଚିନି ମିଶାନ୍ତୁ। ଏହାପରେ ଏଥିରେ ଅଦା ପେଷ୍ଟ, ଜିରା ପାଉଡର, ଲାଲ ଲଙ୍କା ପାଉଡର ଏବଂ ହଳଦୀ ପାଉଡର ପକାଇ ଭାଜି ଦିଅନ୍ତୁ। ଏହାପରେ ଏଥିରେ ଚିଙ୍ଗୁଡି ଏବଂ କଞ୍ଚା ଲଙ୍କା ପକାଇକିଛି ମିନିଟ ପାଇଁ ଫ୍ରାଏ କରନ୍ତୁ। ଏବେ ନଡିଆ ରସ ପକାଇ ଅଳ୍ପ ସମୟ ପରେ ପୁର୍ନବାର ପକାନ୍ତୁ। ଏହାପରେ ଏଥିରେ ଲୁଣ ପକାନ୍ତୁ। ଶେଷରେ ଗରମ ମସଲା ଏବଂ ଘିଅ ପକାଇ ଭାତ କିମ୍ବା ରୁଟି ସହିତ ଖାଆନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button