ଜ୍ୟୋତିଷ

ସନ୍ତାନ ସମ୍ବନ୍ଧୀୟ ସୁଖ ପାଇବା ପାଇଁ ମଙ୍ଗଳବାର ଦିନ ବାଣ୍ଟନ୍ତୁ ବୁନ୍ଦି ଲଡୁ, ପ୍ରସନ୍ନ ହେବେ ହନୁମାନ

ସନ୍ତାନ ସୁଖ ପାଇବା ପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ଉଚିତ। ଯଦି ଏହିଦିନ ଠିକ ବିଧି ଅନୁସାରେ ହନୁମାନଙ୍କ ପୂଜା କରାଯାଏ, ତା’ହେଲେ ସବୁ ସଂକଟରୁ ହନୁମାନ ଉଦ୍ଧାର କରିଥାନ୍ତି। ଏହି ଖାସ ପୂଜନରେ ବହୁତ କିଛି ଲାଭ ମିଳିଥାଏ।

ggtf

୧. ସବୁ ମଙ୍ଗଳବାର ହନୁମାନଙ୍କୁ ସିନ୍ଦୂରରେ ପୂଜା କରାଯିବା ଉଚିତ। ଏହାଦ୍ୱାରା ସମସ୍ତ ଦୁଃଖରୁ ମୁକ୍ତି ମିଳିଥାଏ।

୨. ମଙ୍ଗଳବାର ସକାଳେ ବରଗଛ ପତ୍ରକୁ ଛିଣ୍ଡାଇ ତାହାକୁ ଗଙ୍ଗା ଜଳରେ ଧୋଇ ଯଦି ହନୁମାନଙ୍କୁ ଅର୍ପଣ କରାଯାଏ, ତା’ହେଲେ ଆର୍ଥିକ ଲାଭ ହୋଇଥାଏ।

fvf

୩. ମଙ୍ଗଳବାର ପାନ ବିଡ଼ା ଯଦି ହନୁମାନଙ୍କୁ ଚଢ଼ାଯାଏ, ତେବେ ରୋଜଗାରର ଅବସର ମିଳିଥାଏ।

୪. ମଙ୍ଗଳବାର ସନ୍ଧ୍ୟା ସମୟରେ ଯଦି ହନୁମାନଙ୍କୁ ଗୋଲାପ ମାଳା ଚଢ଼ାଯାଏ ଏବଂ ନିଜେ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତି, ତା’ହେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ded

୫. ଏହି ଦିନ ସନ୍ଧ୍ୟା ସମୟରେ ବ୍ରତ କରି ବୁନ୍ଦି ଲଡୁ କିମ୍ଵା ବୁନ୍ଦି ପ୍ରସାଦ ବାଣ୍ଟନ୍ତୁ। ଏହାଦ୍ୱାରା ସନ୍ତାନ ସମ୍ବନ୍ଧୀୟ ସୁଖ ପ୍ରାପ୍ତି ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button