ଦେଶ- ବିଦେଶ

ଜିଦି ବ୍ଲାକହେଡସରୁ ମିଳିବ ମୁକ୍ତି, ବାସ୍‌ ପିଅନ୍ତୁ ଏହି ପାଣି

ବ୍ଲାକହେଡସ ଏପରି ଏକ ସମସ୍ୟା, ଯାହା ସମସ୍ତଙ୍କର ରହିଛି। ଏହା ଚେହେରାର ଚମକ କମ୍‌ କରିଦିଏ। ଏହାସହିତ ନାକକୁ ତେଲିଆ ମଧ୍ୟ କରିଦିଏ। ଏମିତିରେ ଏହାକୁ ଦୂର କରିବା ପାଇଁ ଅନେକ ଘରୋଇ ଉପାୟ ବ୍ୟବହାର କରିଥାଏ। କିନ୍ତୁ ଏହି ଉପାୟରେ ବହୁତ କମ୍‌ ଏହି ସମସ୍ୟାର ସମାଧାନ ହୋଇପାରେ। ଯଦି ଏହି ସମସ୍ୟାକୁ ମୂଳରୁ ସମାପ୍ତ କରିବାକୁ ଚାହୁଁଛନ୍ତି, ତେବେ ବେଷ୍ଟ ଉପଚାର ହେଉଛି ସୋଡା ପାଣି। ଏହାକୁ ସବୁବେଳେ ପିଇବା ପାଇଁ ବ୍ୟବହାର କରାଯାଏ କିମ୍ବା ଏହା ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ ବହୁତ କମ୍‌ ଲୋକ ଜାଣିଛନ୍ତି।

ଏମତି କରନ୍ତୁ ବ୍ୟବହାର :

soda

– ପ୍ରଥମେ ଏକ ଚାମଚ ସୋଡା ପାଣିରେ ଏକ ଚାମଚ ପାଣି ମିଶାଇ ଦିଅନ୍ତୁ। ଏହାକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ।

– ଏହାଛଡା ମୁହଁରେ ସୋଡା ପାଣିକୁ ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ଏବଂ ମୁହଁକୁ ଟାଓ୍ଵଲରେ ପୋଛି ଦିଅନ୍ତୁ।

– ଏମିତି ସପ୍ତାହକୁ ଥରେ କିମ୍ବା ଦୁଇଥର କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button