ରାଜ୍ୟ

ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରେ ପଞ୍ଚାମୃତ, ରକ୍ଷା ପାଇଁ ପ୍ରତିଦିନ କରନ୍ତୁ ସେବନ

ଭାଇରସ୍‌ରୁ ମୁକ୍ତି ପାଇଁ ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ହେବା ନିହାତି ଜରୁରୀ। ବର୍ତ୍ତମାନ ସ୍ଥିତିରେ ଲୋକମାନେ ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ କରିବାର ଏକ ସହଜ ଉପାୟ କହିବାକୁ ଯାଉଛୁ, ଯାହା ଖୁବ୍‌ କମ୍‌ ସମୟରେ ଆପଣଙ୍କୁ ରୋଗମୁକ୍ତ କରିବ। ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରୁଥିବା ଏହି ଦ୍ରବ୍ୟ ହେଉଛି ପଞ୍ଚାମୃତ।

Sawan 2019: Importance Of Panchamrit And How To Make It ...

-ଭଗବାନଙ୍କ ପୂଜାରେ ଭୋଗ ଲାଗୁଥିବା ପଞ୍ଚାମୃତକୁ ନିୟମିତ ସେବନ କରିବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ହୋଇଥାଏ।

-ଦୁଧ, ଦହି, ଘିଅ, ଚିନି ଓ ମହୁ ଆଦି ୫ଟି ଦ୍ରବ୍ୟକୁ ମିଶାଇ ପଞ୍ଚାମୃତ ତିଆରି କରାଯାଏ।

-ପଞ୍ଚାମୃତ ସେବନ ଦ୍ୱାରା ଶରୀରର ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ହେବା ସହ ଶରୀରରେ ସକରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ।

 

-ଧାର୍ମିକ ଗ୍ରନ୍ଥ ଅନୁସାରେ ପଞ୍ଚାମୃତ ସେବନ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସେ।

-ଭଗବାନଙ୍କୁ ଭୋଗ ଲଗାଯାଇଥିବା ପଞ୍ଚାମୃତ ସେବନ କରିବା ଦ୍ୱାରା ମନୁଷ୍ୟ ଜନ୍ମ ମରଣର ବନ୍ଧନରୁ ମୁକ୍ତି ପାଇଥାଏ।

-ପଞ୍ଚାମୃତ ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବା ସହ ତ୍ୱଚାର ଚମକ ମଧ୍ୟ ବଢ଼ାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button