ରାଜ୍ୟ
ଚଳନ୍ତା ବସ୍ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ – Kalinga News

[ad_1]
କଟକ(କେନ୍ୟୁଜ୍): ପୁଣି ଚଳନ୍ତା ଵସରେ ନିଆଁ । କଟକ ଖାନନଗର ଛକରେ ବସରେ ଅଗ୍ନିକାଣ୍ଡ । ପଛ ଡିକିରେ ଲାଗିଲା ନିଆଁ । ଜୀବନ ବିକଳରେ ବସରୁ ଓଲ୍ହାଇ ପଡିଲେ ସମସ୍ତ ଯାତ୍ରୀ । କଟକରୁ ଢେଙ୍କାନାଳ ଓ କାମାକ୍ଷାନଗର ଯାଉଥିଲା ଵବସ୍ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଉଦ୍ୟମ ଜାରି ରଖିଛି । ଏନେଇ ଅଗ୍ନିକାଣ୍ ର କାରଣ ଅସ୍ପଷ୍ଟ ।
The post ଚଳନ୍ତା ବସ୍ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ appeared first on KNews Odisha.
[ad_2]