ଦେଶ- ବିଦେଶ

ପ୍ରେମରେ ବିଫଳ ହୋଇଥାନ୍ତି ଏହି ଦୁଇ ଅକ୍ଷରର ମହିଳା, ଦେଖନ୍ତୁ ଆପଣଙ୍କ ନାଁ ନାହିଁ ତ ସାମିଲ

ପ୍ରେମ ସତ୍ଯ ଏବଂ ଶାସ୍ବତ।ପ୍ରେମ କେବେ ଭାବିଚିନ୍ତି କରାଯାଏ ନାହିଁ । ଏହା ଏପରି ଏକ ଅନୁଭବ ଯାହା କେତେବେଳେ ହେବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହା ସବୁବେଳେ ଜରୁରି ନୁହଁ କି ଆପଣଙ୍କ ପେମ ସଫଳ ହେବେ ବା ଆପଣ ଯାହାକୁ ଭଲ ପାଉଛନ୍ତି ସେ ହିଁ ଆପଣଙ୍କ ଜୀବନସାଥି ହେବ। ତେବେ ଏହି ମାମଲାରେ ସବୁଠାରୁ ଅଧିକ ଭାଗ୍ଯ ଖରାପ ରହିଥାଏ ଏହି ଦୁଇ ଅକ୍ଷରର ମହିଳା । ଏମାନଙ୍କୁ ପ୍ରାୟତଃ ତାଙ୍କ ସାଥି ଅଧା ବାଟରେ ଛାଡ଼ି ଚାଲିଯାଇଥାନ୍ତି। ଆସନ୍ତୁ ଜାଣିବା କେଉଁ ଅକ୍ଷର ମହିଳା ଖାଆନ୍ତି ଅଧିକ ଧୋକା।

girl

ସ୍ବଭାବରେ ଶାନ୍ତ P ଅକ୍ଷର ମହିଳା ପ୍ରେମରେ ସବୁବେଳେ ଧୋକା ଖାଆନ୍ତି। ତାଙ୍କ ଜୀବନରେ ଯେଉଁ ପୁରୁଷ ଆସିଥାନ୍ତି ସବୁବେଳେ ତାଙ୍କୁ ଅଧା ବାଟରେ ଛାଡ଼ି ଚାଲିଯାଆନ୍ତି। ଜୀବନରେ ବାରମ୍ବାର ବିଶ୍ବାସଘାତକତାର ସାମ୍ନା କରୁଥିବାରୁ ସେ ଏତେ ସହଜରେ କାହା ଉପରେ ବିଶ୍ବାସ କରିପାରନ୍ତି ନାହିଁ। ତେବେ ଏହା ସତ ଏହି ଅକ୍ଷର ମହିଳା ଜଣେ ଭଲ ଜୀବନସାଥି ଭାବେ ପ୍ରମାଣିତ ହୋଇଥାନ୍ତି।

broken-heart

ଚଞ୍ଚଳ ସ୍ବଭାବର K ଅକ୍ଷର ମହିଳା ଦେଖିବାରେ ଖୁବ ଆର୍କଷଣୀୟ ହୋଇଥାନ୍ତି। କିନ୍ତୁ ତାଙ୍କୁ ଜୀବନରେ କେବେ ହେଲେ ପ୍ର କୃତ ପ୍ରେମ ମିଳିପାରେନା। ସେ ସମସ୍ତଙ୍କୁ ନିଷ୍ଠାର ସହ ଭଲ ପାଇଥିଲେ ମଧ୍ୟ ଶେଷକୁ ତାଙ୍କ ସାଥି ତାଙ୍କୁ ଛାଡ଼ି ଚାଲିଯାଇଥାନ୍ତି। ଏଣୁ ଏହି ଅକ୍ଷରର ମହିଳା ଜୀବନରେ ବହୁତ ଦୁଃଖି ଏବଂ ଭୟବିତ ରହିଥାନ୍ତି।କାରଣ ଏମାନଙ୍କ ବିଶ୍ବାସ ସବୁବେଳେ ମିଶିଥାଏ ବିଷ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button