ଜ୍ୟୋତିଷ

ନବରାତ୍ରୀର ୯ ଦିନରେ ପିନ୍ଧନ୍ତୁ ଏହି ୯ ରଙ୍ଗର କପଡା, ବର୍ଷିବ ମା ଦୁର୍ଗାଙ୍କର କୃପା

ନଅ ଦିନରେ ଅଲଗା ଅଲଗା ଦେବୀଙ୍କର ଶ୍ରୀଙ୍ଗାର ବିଭିନ୍ନ ରଙ୍ଗର ପରିଧାନରେ କରାଯାଏ। ମା ଦୁର୍ଗାଙ୍କ ଆଶୀର୍ବାଦ ପାଇବା ପାଇଁ ନିୟମ ଅନୁଯାୟୀ ସବୁ ଦିନ ଶୁଭ ରଙ୍ଗର କପଡା ହିଁ ପିନ୍ଧିବା ଆବଶ୍ୟକ। ନଅ ଦିନରେ ଅଲଗା ଅଲଗା ଦେବୀଙ୍କର ଶ୍ରୀଙ୍ଗାର ବିଭିନ୍ନ ରଙ୍ଗର ପରିଧାନରେ କରାଯାଏ। ମା’ ଦୁର୍ଗାଙ୍କ ଆଶୀର୍ବାଦ ପାଇବା ପାଇଁ ନିୟମ ଅନୁଯାୟୀ ସବୁ ଦିନ ଶୁଭ ରଙ୍ଗର କପଡା ପିନ୍ଧିବା ଆବଶ୍ୟକ।

ନବରାତ୍ରୀର ନଅ ଦିନରେ ମା’ ଦୁର୍ଗାଙ୍କର ନଅଟି ସ୍ବରୂପର ପୂଜା ଅର୍ଚ୍ଚନା କରାଯାଏ। ଲୋକମାନେ କଳସ ସ୍ଥାପନା କରି ନବରାତ୍ରୀ ବ୍ରତ ରଖି ମା’ ଦୁର୍ଗାଙ୍କୁ ଉପାସନା କରିଥାନ୍ତି। ଜଣାଇବାକୁ ଚାହିଁବୁ ନଅ ଦିନରେ ଅଲଗା ଅଲଗା ଦେବୀଙ୍କର ଶ୍ରୀଙ୍ଗାର ବିଭିନ୍ନ ରଙ୍ଗର ପରିଧାନରେ କରାଯାଇଥାଏ। ମା’ ଦୁର୍ଗାଙ୍କ ଆଶୀର୍ବାଦ ପାଇବା ପାଇଁ ନିୟମ ଅନୁଯାୟୀ ସବୁ ଦିନ ଶୁଭ ରଙ୍ଗର କପଡା ହିଁ ପିନ୍ଧିବା ଉଚିତ। ନଅ ଦିନ ପର୍ଯ୍ଯନ୍ତ ମା’ଙ୍କ ସ୍ବରୂପ ଅନୁଯାୟୀ ସେହି ରଙ୍ଗର ବସ୍ତ୍ରର ବ୍ୟବହାର କରିବା ଦ୍ବାରା ବିଶେଷ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କେଉଁ ଦିନ କେଉଁ ରଙ୍ଗ ପାଇଁ ଶୁଭ ହୋଇଥାଏ।

durga-maa

ନବରାତ୍ରୀର ପ୍ରଥମ ଦିନରେ ମା’ ଭଗବତୀଙ୍କର ପ୍ରଥମ ସ୍ବରୂପ ମା’ ଶୈଳପୁତ୍ରୀଙ୍କ ଆରାଧନା କରାଯାଏ। ଏହି ଦିନରେ ଶ୍ରଦ୍ଧାଳୁଙ୍କ ପାଇଁ ହଳଦିଆ ରଙ୍ଗ ପିନ୍ଧିବାକୁ ଶୁଭ ବୋଲି ଧରାଯାଏ।

ନବରାତ୍ରୀର ଦ୍ବିତୀୟ ଦିନରେ ମା’ ଦୁର୍ଗାଙ୍କ ବ୍ରହ୍ମଚାରିଣୀ ସ୍ବରୂପର ଆରାଧନା କରାଯାଏ। ଏହି ଦିନରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ପୂଜା ଅର୍ଚ୍ଚନା କରିବା ଶୁଭ ବୋଲି ଧରାଯାଏ।

ଚତୁର୍ଥ ଦିନରେ ଭଗବତୀ ଦୁର୍ଗାଙ୍କର କୁଷ୍ମାଣ୍ଡ ସ୍ବରୂପର ପୂଜା କରାଯାଏ। ଭକ୍ତଙ୍କୁ ଏହି ଦିନରେ ସବୁଜ ରଙ୍ଗର ପୋଷାକ ଧାରଣ କରିବା ଆବଶ୍ୟକ।

ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କ ପୂଜା କରାଯାଏ। ପୂଜା ସମୟରେ ଏହି ଦିନରେ ଭକ୍ତଙ୍କୁ ଧଳା ରଙ୍ଗର ବସ୍ତ୍ର ନିଶ୍ଚତ ପିନ୍ଧିବା ଆବଶ୍ୟକ।

ନବରାତ୍ରୀର ଷଷ୍ଟ ଦିନରେ ମା’ କାତ୍ୟାୟନୀଙ୍କ ପୂଜା କରାଯାଇଥାଏ। ଏହି ଦିନରେ ଲାଲ ରଙ୍ଗର ସବୁଠୁ ଅଧିକ ମହତ୍ତ୍ବ ରହିଛି।

ଦୁର୍ଗାପୂଜାର ସପ୍ତମ ଦିନରେ ମା’ କାଳରାତ୍ରୀଙ୍କର ଉପାସନାର ବିଧାନ ରହିଛି। ଏହି ଦିନରେ ନୀଳ ରଙ୍ଗର କପଡା ପିନ୍ଧନ୍ତୁ।

ମା’ ଦୁର୍ଗାଙ୍କର ଅଷ୍ଟମ ଦିନରେ ଶକ୍ତିଙ୍କ ନାମ ନାମଗୌରୀ। ଏହି ଦିନରେ ଗୋଲାପୀ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button