ଜ୍ୟୋତିଷ

ତୁଳା ରାଶିର ସବୁଠୁ ବଡ ଶତ୍ରୁ ଏହି 3ଟି ନାମର ଲୋକ, ଦେଖନ୍ତୁ ଏମାନଙ୍କଠୁ କେମିତି ବଞ୍ଚିବେ

ଆଜି ଆମେ କଥାବାର୍ତ୍ତା କରିବା କି କେଉଁ ଲୋକମାନଙ୍କ ଠାରୁ ଆପଣଙ୍କୁ ଅଧିକ ଧୋଖା ମିଳିଥାଏ କିମ୍ବା କେଉଁ ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସବୁବେବେଳେ ଠକାମିର ଶିକାର ହେବାକୁ ପଡିଥାଏ । ସେମାନେ କେଉଁ ନାମର ବ୍ୟକ୍ତି ଅଟନ୍ତି ଯାହାଙ୍କ ଠାରୁ ଆପଣଙ୍କୁ ସତର୍କ ରହିବାକୁ ହେବ ଏହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । କହିବାକୁ ଗଲେ ତୁଳା ରାଶିର ଲୋକମାନଙ୍କୁ ସବୁବେଳେ ଠକାମିର ଶିକାର ହେବାକୁ ପଡିଥାଏ ।

କ୍ୟାରିୟର, ପ୍ରେମ ସମ୍ବନ୍ଧ, ଜୀବନରେ ସମସ୍ତ କ୍ଷେତ୍ରରେ ସମସ୍ତେ ଆପଣଙ୍କୁ ଠକି ଥାନ୍ତି । ସବୁବେଳେ ଲୋକମାନେ ଆପଣଙ୍କଠୁ ଠକି ଆପଣଙ୍କ ଲାଭ ଉଠାଇଥାନ୍ତି । ଆସନ୍ତୁ ଜାଣିବା କେଉଁ ନାମର ବ୍ୟକ୍ତିମାନେ ଆପଣଙ୍କୁ ସବୁବେଳେ ଠକି ଥାନ୍ତି ।

କହିବାକୁ ଗଲେ ତୁଳା ରାଶିର ବ୍ୟକ୍ତିମାନେ ସବୁବେଳେ ସମସ୍ତଙ୍କ ସହିତ ମିଳିମିଶି ରହିବାକୁ ଚାହାନ୍ତି । ଏହା ସହିତ ସମସ୍ତଙ୍କ ଭଲ ଚାହାନ୍ତି, ଏମାନେ ଦୟାବାନ ବି ଅଟନ୍ତି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଆପଣଙ୍କ ତୁଳା ରାଶି ଶନି ଦେବଙ୍କ ଅଧିକ ପ୍ରିୟ ରାଶି ଅଟେ । କାରଣ ଆପଣ ନ୍ୟାୟବାଦି ଅଟନ୍ତି । ମିଛ ଆପଣଙ୍କୁ ପସନ୍ଦ ନୁହେଁ । ଏହା ସହିତ ଆପଣ କାହା ସହ ବି କପଟ କରନ୍ତି ନାହିଁ ।

କିନ୍ତୁ ଏହା ସତ୍ବେ ବି ଆପଣଙ୍କୁ ଜୀବନରେ ସବୁଠାରୁ ଅଧିକ ବିଶ୍ଵାସଘାତକତା ମିଳିଥାଏ । ଆପଣ ଯଦି ଆପଣଙ୍କ ଟଙ୍କା କାହାକୁ ମାଗୁଛନ୍ତି ତେବେ ସେ ଟଙ୍କା ତ ଦିଅନ୍ତି ନାହିଁ ଓଲଟା ଆପଣଙ୍କୁ ଗାଳି ଗୁଲଜ କରନ୍ତି । ଆପଣ କାହାକୁ ବି ନ ଜାଣି ନ ଶୁଣି ପ୍ରେମ କରି ବସନ୍ତି । କିନ୍ତୁ ଶେଷରେ ସେମାନେ ଆପଣଙ୍କୁ ବହୁତ ହଇରାଣ କରନ୍ତି । ଆପଣ ଏଥିରୁ କିପରି ରକ୍ଷା ପାଇବେ ଏବଂ କେଉଁ ରାଶି ଠାରୁ ଦୂରେଇ ରହିବେ ଆସନ୍ତୁ ଜାଣିବା ।

ତୁଳା ରାଶିମାନଙ୍କୁ ବିଶେଷ କରି ବିଚ୍ଛା ରାଶି, ଧନୁ ରାଶି, ମୀନ ରାଶିଙ୍କ ଠାରୁ ଅଧିକ ଧୋକା ମିଳିବାର ସମ୍ଭାବନା ଅଛି । ସେଥିପାଇଁ ଏହି ରାଶିମାନଙ୍କ ଠାରୁ ସାବଧାନ ରହିବାକୁ ପଡିବ । ବର୍ତ୍ତମାନ ଆପଣ ଏହା ଚିନ୍ତା କରୁଥିବେ କି ଆପଣଙ୍କ ପରିବାରର ବି କୌଣସି ସଦସ୍ୟ ଅର୍ଥାତ ଭାଇ, ଭଉଣୀ, ବାପା, ମା, ଏମାନଙ୍କ ରାଶି ବି ବିଚ୍ଛା, ଧନୁ, ମୀନ ରାଶି ହୋଇ ଥିବ, ତେବେ ସମ୍ଭବ ନୁହେଁ କି ଆପଣଙ୍କୁ ଏହି ଲୋକମାନଙ୍କ ଠାରୁ ସଚେତନ ରହିବାକୁ ପଡିବ ।

ଆପଣ ଯେଉଁ ଲୋକମାନଙ୍କ ସହ ମିଶୁଛନ୍ତି ସେମାନେ ଏହି ସବୁ ରାଶିର ହୋଇଥିଲେ ସେମାନ ଆପଣଙ୍କୁ ହଇରାଣରେ କରି ପାରନ୍ତି । ସେଥିପାଇଁ ଆପଣ ଏହି ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ନଚେତ ଆପଣ ବହୁତ ହଇରାଣରେ ପଡିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button