ଦେଶ- ବିଦେଶ

ସବୁଠୁ ଅଧିକ ସୌଭାଗ୍ୟଶାଳୀ ହୋଇଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅନ୍ୟ ତୁଳନାରେ ଅଧିକ ସୌଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ସ୍ଵଭାଵ ଅନ୍ୟ ଠାରୁ ଭିନ୍ନ ହୋଇଥାଏ ଏବଂ ସମସ୍ତ ବ୍ୟକ୍ତିଙ୍କ ନାମ ର ପ୍ରଥମ ଅକ୍ଷର ରୁ ହିଁ ସେହି ବ୍ୟକ୍ତି ର ସ୍ଵଭାଵ ସମ୍ବନ୍ଧରେ ଜଣା ପଡ଼ିଥାଏ । ବନ୍ଧୁଗଣ କିଛି ଝିଅ ଏଭଳି ଅଛନ୍ତି ଯେଉଁମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏହି ଝିଅ ମାନଙ୍କ ନାମ ପ୍ରଥମ ଅକ୍ଷର ରୁ ହିଁ ଜଣା ପଡ଼ିଥାଏ ଯେ, ଏହି ଝିଅ ମାନଙ୍କ ଭାଗ୍ୟ ସମ୍ବନ୍ଧରେ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି କିଛି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘Y’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ‘Y’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଝିଅ ମାନେ ନିଜ କଥା କୁ ନେଇ ବହୁତ ସଜାଗ ରୁହନ୍ତି ଏବଂ ଯେଉଁ କାର୍ଯ୍ୟ କରିବା କୁ ସ୍ଥିର କରିଥାନ୍ତି ତାକୁ ନିଶ୍ଚିତ ଭାବରେ ପୂରଣ କରିଥାନ୍ତି । ଏହି ଝିଅ ମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସମ୍ମାନ ପ୍ରଦାନ କରନ୍ତି । ଏହି ଝିଅ ମାନେ କେବେବି ନିଜ ଜୀବନ ସାଥୀଙ୍କୁ ଧୋକା ଦିଅନ୍ତି ନାହିଁ ।

ଏହା ସହିତ ଏମାନେ ନିଜ ପରିବାର ସଦସ୍ୟଙ୍କ ର ମଧ୍ୟ ବହୁତ ଯତ୍ନ ନେଇଥାନ୍ତି । ଏହି ଝିଅ ମାନେ ଯାହାକୁ ବିବାହ କରିଥାନ୍ତି ତା’ର ଭାଗ୍ୟ ଚମକାଇ ଦେଇଥାନ୍ତି । ବନ୍ଧୁଗଣ ଏହି ନାମ ର ଝିଅ ମାନଙ୍କୁ ବିବାହ କରିବା ସୌଭାଗ୍ୟ ର କଥା ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘V’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି ଏବଂ ତାଙ୍କ ହୃଦୟ ବହୁତ ସଫା ଓ କୋମଳ ହୋଇଥାଏ । ଏହି ଝିଅ ମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସର୍ବଦା ଇମାନଦାର ରୁହନ୍ତି । ଏହି ଝିଅ ମାନେ ନିଜର ଜୀବନ ସାଥୀଙ୍କ ସମସ୍ତ ଛୋଟ ବଡ଼ ଆବଶ୍ୟକତା କୁ ପୂରଣ କରିଥାନ୍ତି ଏବଂ ବହୁତ ଯତ୍ନ ନେଇଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ଜୀବନ ରେ ଯଦି ଏହି ନାମର ଝିଅ ଅଛନ୍ତି ତେବେ ତାଙ୍କୁ ବିବାହ କରିବାକୁ କଦାପି ବିଳମ୍ବ କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘G’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କ ସ୍ୱଭାବ ବହୁତ ମଜାଦାର ହୋଇଥାଏ । ଏହି ଝିଅ ମାନେ ନିଜେ ସର୍ବଦା ଖୁସି ରେ ରୁହନ୍ତି ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସର୍ବଦା ଖୁସି ପ୍ରଦାନ କରନ୍ତି । ଏହି ଝିଅ ମାନେ ନିଜର ଏହି ସ୍ଵଭାଵ ଯୋଗୁଁ ସମସ୍ତଙ୍କ ହୃଦୟକୁ କିଣି ନେଇଥାନ୍ତି । ଏହି ଝିଅ ମାନେ ବିବାହ ପରେ ମଧ୍ୟ ନିଜ ଶାଶୁ ଘରେ ସମସ୍ତଙ୍କ ସହ ହସଖୁସିରେ ରୁହନ୍ତି ଏବଂ ତାଙ୍କର ଏହି ଗୁଣ ଯୋଗୁଁ ତାଙ୍କ ଜୀବନ ସାଥି ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ତାଙ୍କୁ ବହୁତ ଭଲ ପାଇଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘D’ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଯେଉଁ ସ୍ଥାନକୁ ଯାଇଥାନ୍ତି କେବଳ ଖୁସି ହିଁ ବିସ୍ତାର କରିଥାନ୍ତି ଏବଂ ଏହି ଝିଅ ମାନଙ୍କ ସ୍ଵଭାଵ ଯୋଗୁଁ ମାତା ଲକ୍ଷ୍ମୀ ଏମାନଙ୍କ ଉପରେ ନିଜ କୃପାଦୃଷ୍ଟି ସଦା ସର୍ବଦା ରଖିଥାନ୍ତି ଏବଂ ଏହି ଝିଅ ମାନେ ବିବାହ ପରେ ନିଜ ଶାଶୁ ଘରକୁ ଯାଇଥାନ୍ତି ଏବଂ ସେଠାରେ ମଧ୍ୟ ସୁଖ ସମୃଦ୍ଧି ସ୍ଥାପନ କରିଥାନ୍ତି । ଏହି ନାମ ର ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button